ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ହସ୍ପିଟାଲ ନିର୍ମାଣ ପାଇଁ ଭୂମିପୂଜା
ଖପ୍ରାଖୋଲ : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଗୁଣ୍ଡୁରିପାଲି ଠାରେ ୩୦୦ ବ୍ୟାଟ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି ।ଏ ଅବସରରେ ମୁଖ୍ୟଅତିଥି ଉଜେରୀ ସାମାଜିକ ସେବା ଟ୍ରଷ୍ଟ ଉତ୍ତର ପ୍ରଦେଶ ର!-->…
Read More...
Read More...