ମହାନଦୀ ବ୍ରିଜ ଉପରେ ଦୁଇଟି ପୃଥକ୍ ଦୁର୍ଘଟଣାରେ 3 ଆହତ
ବୌଦ୍ଧ,୧୦/୧୦- ଆଜି ରାତି 8 ଘଣ୍ଟା ସମୟରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଖରାପ ହୋଇ ରହିଥିବା ଗୋଟିଏ ଟ୍ରକ୍ ସହ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଟିଏ ଟ୍ରକ୍ ଖରାପ ହୋଇ ବୌଦ୍ଧ କିଆକଟା ମହାନଦୀ ବ୍ରିଜ ଉପରେ ଅଟକି!-->…
Read More...
Read More...