ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା
ବୌଦ୍ଧ,୧୦/୧୦- ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ପଲସପାଟ ଗ୍ରାମର ମହିଳାମାନେ ଗ୍ରାମରେ ଖୋଲିଥିବା କୁଚିଆ ମଦଦୋକାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମରେ ଗଠିତ ହୋଇଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗ୍ରାମକୁ ମଦମୁକ୍ତ କରିବାପାଇଁ ଗ୍ରାମ କମିଟି ଆଗରେ!-->…
Read More...
Read More...