Yearly Archives

2020

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା

ବୌଦ୍ଧ,୯/୧୦ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ନିକଟରେ ଗତ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ 11 ଘଣ୍ଟା ସମୟରେ ଚାରିଛକ ଆଡୁ ପୁରୁଣା କଟକ ଆଡକୁ ଆସୁଥିବା ଗୋଟିଏ କାର୍ ପୁରୁଣା କଟକ ନିକଟରେ
Read More...

ଭୈରବୀଙ୍କ ଦାନବାକ୍ସ ଭାଙ୍ଗିବା ବେଳେ ଧରା ପଡିଲେ ଯୁବକ

ବୌଦ୍ଧ,୯/୧୦ - ବୌଦ୍ଧ ଜିଲ୍ଲା ପୁରୁଣାକଟକ ବିରାଜିତା ଶ୍ରୀ ଶ୍ରୀ ମା ଭୈରବୀ ଦେବୀଙ୍କ ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ଆଜି ଭୋର ସମୟରେ ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଧରା ପଡିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଦେବୀଙ୍କ ପୀଠରେ ଶାରଦୀୟ ଷୋହଳ ପୁଜା ଚାଲିଛି l ଏ
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, 6 ଆହତ

ବୌଦ୍ଧ,୯/୧୦- ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମହିନ୍ଦ୍ରା ଟିୟୂଭି କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ବରଗଡରୁ ଭୁବନେଶ୍ବର ଯାଉଥିବା ଗୋଟିଏ ମହିନ୍ଦ୍ରା
Read More...

କରୋନାରେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପାଇଁ ସ୍ମୃତିସଭା

ବୌଦ୍ଧ,୮/୧୦ - ବୋୖଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଛିଦିନ ଅନ୍ତରରେ ଚାରିଜଣ ଶିକ୍ଷକ ୰ପ୍ରମୋଦ କୁମାର ସାହୁ ଲକ୍ଷ୍ମଣପୁର ପ୍ରା:ବି, ୰ସୁଦର୍ଶନ କହଁର ତଳଗାଁ ଉପ୍ରା ବିଦ୍ୟାଳୟ, ୰ନବୀନ ସେଠୀ ପରଗଳପୁର ପ୍ରା.ବି, ୰ରାଜକିଶୋର ବେହେରା ଉଡୁଗୁଜୁ ପ୍ରା. ବିଦ୍ୟାଳୟ ଙ୍କ କରୋନା ତଥା ଶାରୀରିକ
Read More...

କଳାକାର ଙ୍କୁ କରୋନା ସହାୟତା ଓ ସ୍ଥାୟୀ ସଂସ୍କୃତି ଅଧିକାରୀ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି,୮/୧୦: କନ୍ଧମାଳ ଜିଲ୍ଲାରେ ସ୍ଥାୟୀ ସଂସ୍କୃତି ଅଧିକାରୀ ଓ କଳାକାର ମାନଙ୍କୁ କରୋନା ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଦାବି ନେଇ କନ୍ଧମାଳ ଜିଲ୍ଲା କଳାକାର ସଂଘ ସମନ୍ୱୟ ସମିତି ଓ ଦାରିଙ୍ଗବାଡ଼ି ବନଶ୍ରୀ କଳାସଂସ୍କୃତି ଯୁବ ପରିଷଦ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଏକ
Read More...

ବ୍ରାଭୋଙ୍କ ପୂର୍ବରୁ କାହିଁକି ଯାଦବଙ୍କୁ ପଠାଗଲା, କହିଲେ ଫ୍ଲେମିଙ୍ଗ୍‌

ଆବୁଧାବି : ବୁଧବାର ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗିସ୍‌ର ଡେନ୍ ବ୍ରାଭୋ ଓ ରବୀନ୍ଦ୍ର ଜାଡ଼େଜାଙ୍କ ପୂର୍ବରୁ କେଦାର ଯାଦବଙ୍କୁ ପଠାଯାଇଥିଲା । ତେବେ ମ୍ୟାନେଜମେଣ୍ଟ କାହିଁକି ଏଭଳି ନିଷ୍ପତ୍ତି ନେଲା ସେଥିନେଇ ମ୍ୟାଚ୍ ପରେ ପ୍ରଶ୍ନ ଉଠିଥିଲା । ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଂ
Read More...

କନ୍ଧମାଳରେ ଆଜି ପୁଣି ୧୧୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୪୩ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୯୭୨ ରେ ପହଂଚିଛି
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ରାୟଗଡ ବ୍ଳକରୁ ୨ ଜଣ,ମୋହନା ବ୍ଳକରୁ ୨ ଜଣ,ପାରଳା ପୌର ପରିଷଦରୁ ୨ ଜଣ ଗଜପତି ରୁ ୨ ଜଣ ଆନ୍ଧ୍ରପ୍ରଦେଶରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା
Read More...

ରାସ୍ତା ମରାମତି ପାଇଁ ଦାବୀ

ବୌଦ୍ଧ/ବାଉଁଶୁଣି,୮/୧୦ - ବୌଦ୍ଧବ୍ଲକ୍‌ ଗୋଛାପଡା ଗ୍ରାମ ପଂଚାୟତର ଅଁଳାଝୁଲି ଓ ମଲିକପଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥା ସବୁବେଳେ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ଗୋଛାପଡା ଗ୍ରାମ ପଂଚାୟତର ସମିତିସଭ୍ୟା ବୌଦ୍ଧ ପଂଚାୟତ ସମିତିର ଅଧ୍ୟକ୍ଷା ଓ ଉକ୍ତ ପଞ୍ଚାୟତର
Read More...

ସର୍ବ ଭାରତୀୟ ଜେ.ଇ.ଇ. ଆଡ଼ଭାନ୍ସରେ ଉତ୍ତୀର୍ଣ ଦୁଇ ଭାଇଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି,୮/୧୦ - ସର୍ବ ଭାରତୀୟ ଜେ. ଇ. ଇ. ଆଡ଼ଭାନ୍ସ ପରୀକ୍ଷା ରେ ସହରର ରୋନଙ୍କ ଡାଲମିଆ ସାରା ଭାରତରେ ୫୨ ରେଙ୍କ ହାସିଲ କରି ଓଡିଶାରେ ପ୍ରଥମ ସ୍ଥାନ ରଖିଛନ୍ତି । ଏହା ସଂଗେ ତାଙ୍କ ସାନ ଭାଇ ମନ୍ଥନ ଭାରତୀୟ ସ୍ତର ରେ ୧୦୦ ର‍୍ୟାଙ୍କ ନେଇଁ ଓଡିଶା ରେ ଦ୍ୱିତୀୟ ହେଇଛନ୍ତି ଓ
Read More...