Yearly Archives

2020

ସାର ଦୁର୍ନୀତିରେ ନିଲମ୍ବିତ ସମ୍ପାଦକଙ୍କୁ ବହିଷ୍କାର ଦାବୀ

ବୌଦ୍ଧ / ବାଉଁଶୁଣି,୬/୧୦ - ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାର ଦୁର୍ନୀତିରେ ସମ୍ପୃକ୍ତ ହୋଇ ନିଲମ୍ବିତ ହୋଇଥିବା ମୁଣ୍ଡି ପଦର ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ବହିଷ୍କାର ଦାବୀ କରି ସେ ଅଂଚଳର ଚାଷୀ ମାନେ ଗତକାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି
Read More...

ସମଲିଙ୍ଗୀ ସମ୍ପର୍କ ଅଭିଯୋଗରେ ଯୁବତୀ ଗିରଫ

ବୌଦ୍ଧ,୬/୧୦- ଜଣେ ନାବାଳିକା ସହ ସମଲିଙ୍ଗୀ ସମ୍ପର୍କ ରଖିଥିବା ଅଭିଯୋଗରେ ପୁରୁଣାକଟକ ଅଂଚଳର ଜଣେ ଯୁବତୀଙ୍କୁ କନ୍ଧମାଳ ଜିଲ୍ଲା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଳି ରୋଚକ ଖବର ମିଳିଛି l ବୌଦ୍ଧ ଜିଲ୍ଲାରେ ଏ ଭଳି ଘଟଣା ନୂଆ ହୋଇଥିବା ହେତୁ ଆଲୋଚନାର ଖୋରାକ୍ ଯୋଗାଇଛି l
Read More...

କନ୍ଧମାଳରେ ଆଜି ପୁଣି ୩୨ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୬୦ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୭୬୯ ରେ
Read More...

କରୋନାରୁ ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗଦେଲେ କ.ନୂଆଗାଁ ଥାନା କର୍ମଚାରୀ

ବାଲିଗୁଡା/କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ଥାନାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ ହୋମ୍ କ୍ୟାରେଣ୍ଟାଇନ୍ ରେ ଦୁଇ ସପ୍ତାହ ରହି ସୁସ୍ଥ ଅନୁଭବ କଲା ପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟ ପାଇଁ କ.ନୂଆଗାଁ ଥାନା ଅଧିକାରୀ
Read More...

କରୋନାରୁ ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗଦେଲେ କ.ନୂଆଗାଁ ଥାନା କର୍ମଚାରୀ

ବାଲିଗୁଡା/କ.ନୂଆଗାଁ,୫/୧୦- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ଥାନାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ ହୋମ୍‌ କ୍ୟାରେଣ୍ଟାଇନ୍‌ରେ ଦୁଇ ସପ୍ତାହ ରହି ସୁସ୍ଥ ଅନୁଭବ କଲାପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟ ପାଇଁ କ.ନୂଆଗାଁ ଥାନା
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ୧୦୬ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର:ଶତଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଦୈନିକ ଚିହ୍ନଟହାର ଶହେ ଉପରେ ରହୁ ଥିବାରୁ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ଚିନ୍ତା ବଢିଚାଲିଛି । ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୦୬ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ ।
Read More...

ବୌଦ୍ଧ: ଆଜି ନୂତନ ୧୮ କରୋନା ପଜିଟିଭ ଚିହ୍ନଟ, ୨ ମୃତ

ବୌଦ୍ଧ,୫/୧୦- ବୌଦ୍ଧଜିଲାରେ ଆଜି ଗୋଟିଏ ଦିନରେ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରରୁ ୩, ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମରୁ ୩ ଜଣ, ଦେଉଳି ଓ ବାଣୀଭୂଷଣପୁରରୁ ୨ ଜଣ
Read More...

୨ଦିନ ହେଲା ଏଟିଏମ ଅଚଳ

ଜହ୍ନାପଙ୍କ,୫/୧୦- ବୌଦ୍ଧବ୍ଳକ ବଲାସିଙ୍ଗା ଆଇଆରବି ନିକଟରେ ଥିବା ଏଟିଏମ ୨ଦିନ ହେଲା ଅଚଳ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୁଣ୍ଡାବେରୁଣିି, ଜ ।ମ୍ବୁପାଲି, ଓଲଣିଆ, ବଲ ।ସିଙ୍ଗ । ଓ ଗିରାଶିଙ୍ଗାର ଲୋକମାନେ ଟଙ୍କା ଉଠାଣ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ
Read More...

ସେବା ଚେରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଖପ୍ରାଖୋଲ,୫/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସେବା ଚେରିଟେବୁଲ୍‌ ଟ୍ରଷ୍ଟ ଓ ସୈାମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ଚେରି ଟେବୁଲ୍‌ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ
Read More...

ପୌର ପରିଷଦ କାର୍ଯ୍ୟାଳୟରେ ପଡିରହିଛି ଡଷ୍ଟବିନ ୱାର୍ଡବାସୀଙ୍କୁ ମିଳିବ କେବେ ?

ପାରଳାଖେମୁଣ୍ଡି,୫/୧୦- ଗଜପତି ଜିଲ୍ଲା ପୌର ପରିଷଦ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବପୁରାତନ ପୌର ପରିଷଦ ଅଟେ । ସହରକୁ ସ୍ୱଚ୍ଛ ସୁନ୍ଦର କରିବା ସକାଶେ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଉଛି ଏବଂ ଅର୍ଥ ମଧ୍ୟ ପାଣି ଭଳି ଖର୍ଚ୍ଚ ହେଉଛି ସହରର ପ୍ରତି ୱାର୍ଡ଼ରେ ୱାର୍ଡବାସୀଙ୍କୁ ଦୁଇଟି ଲେଖାଏଁ
Read More...