ବୌଦ୍ଧ : ଆଜି ଚିହ୍ନଟ ହେଲେ ୨୮ ନୂତନ କରୋନା ପଜିଟିଭ
ବୌଦ୍ଧ,୩/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ଭାବରେ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧବ୍ଲକ୍ ମହାକୁଡପାଲି ଗ୍ରାମରୁ ୧ ଜଣ, ବୀରନରସିଂହପୁର ଗ୍ରାମରୁ ୧ ଜଣ, ସମ୍ବଲପୁର ଗ୍ରାମରୁ ୨ ଜଣ, ବାଘମୁଣ୍ଡା!-->…
Read More...
Read More...