ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ
ବାଲିଗୁଡ଼ା: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଗାଧୋଇବାପାଇଁ ଯାଇଥିବାବେଳେ ନାଳ ନିକଟରେ ଛୁରୀ ଭୁଷିବାସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଟାଙ୍ଗି ଅଞ୍ଚଳରେ । ଘଟଣାରେ ହତ୍ୟାକାରୀ ସ୍ଵାମୀ ରତିକାନ୍ତ ଦିଗାଳକୁ!-->…
Read More...
Read More...