Monthly Archives

March 2021

ଅଧାପନ୍ତରିଆ ଡିଭାଇଡର ଯୋଗୁଁ ପୁଣି ଫସିଲା ମିନି ଟ୍ରକ

ବୌଦ୍ଧ,୨୨/୩ - ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ଜାମୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର 57 ର ସଂପ୍ରସାରଣ କାର୍ଯ୍ୟ ଅଧାପଂତରିଆ ଅବସ୍ଥାରେ ପଡିଥିବା ଯୋଗୁଁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟି ଚାଲିଛି | ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବୁଟୁପାଲି ପଟରୁ ଆସୁଥିବା ଏକ ମିନି ଟ୍ରକ
Read More...

ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ର ମୁଖ୍ୟଙ୍କ ପରଲୋକ

ପାରଳାଖେମୁଣ୍ଡି,୨୧/୩‐ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷାର ମୁଖ୍ୟ ଏସ୍‌ .ମୋତିଲାଲ ରେଡ୍ଡୀଙ୍କ ନିଜ ପୁରୁଣାପାଟଣା ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଗଜପତି ଜିଲ୍ଲାର ବିଭିନ୍ନ ପଛୁଆ ବ୍ଲକ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ

ବୌଦ୍ଧ,୨୧/୩:- ବୌଦ୍ଧବ୍ଲକ ବଘିଆପଡ଼ା ସରକାରୀ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ବନଦିବସ ୨୦୨୧ ଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଚେତନ ରାଲି କରାଯିବା ପରେ ସଭାର ଆୟୋଜନ ହୋଇଥିଲା
Read More...

ଟାଙ୍କି ଅଛି ମୋଟର ନାହିଁ :୧ ବର୍ଷ ୯ମାସଧରୀ ଜଳକଷ୍ଟ ଭୋଗୁଛନ୍ତି ସୁରୁଣ୍ଡି ଗ୍ରାମବାସି

ହରଭଙ୍ଗା:ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ସୁରୁଣ୍ଡି ଗ୍ରାମରେ ଗତ ୧୯-୨୦ ଆର୍ଥିକ ବର୍ଷରେ ଏକ ପାନିୟଜଳ ଯୋଗାଣର ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ପାଣି ଟାଙ୍କି ନିର୍ମାଣ ହେବାସହ ସୁରୁଣ୍ଡି ଗ୍ରାମର ଦୁଇଟି ଓ୍ବାଡ୍ ପାଇଁଁ ପାଇପ୍ ବିଛା ଯାଇଥିଲା । ହେଲେ ଏଠାରେ ପିଇବା ପାଣି ନିମନ୍ତେ
Read More...

ବିଷଧର ସାପ କାମୁଡାରେ ନାବାଳିକାର ମୃତ୍ୟୁ

ବୌଦ୍ଧ,୨୧/୩ - ଗତକାଲି ସକାଳେ ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମରେ ଗୋଟିଏ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଡାକ୍ତରଖାନା ନିକଟରେ ରହୁଥିବା ସରୋଜ ବେହେରାଙ୍କ ଝିଅ ଯଶୋଧାରା (୧୦) ନିଜ ଘରେ ଖେଳୁଥିବା ବେଳେ
Read More...

ଧାନ କିଣା ଟାର୍ଗେଟ, ସମୁଦ୍ରକୁ ଶଂଖେ !

ବୌଦ୍ଧ,୨୧/୩ - ବୌଦ୍ଧଜିଲ୍ଲାରେ ଚାଷୀମାନଙ୍କ ଦୁଃଖ ସରିବାର୍‌ ନାମ ଧରୁନାହିଁ । ଖରିଫ ଧାନ କିଣାରେ ବ୍ୟାପକ ଅନିୟମିତତା ଯୋଗୁଁ ଚାଷୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନର ଉଦ୍ୟମରେ ଜିଲ୍ଲାକୁ ଅତିରିକ୍ତ ୧୪୭୦୫ କ୍ୱିଣ୍ଟାଲ ଧାନ କିଣିବା ପାଇଁ ରାଜ୍ୟ
Read More...

ହରଭଙ୍ଗାରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ,୨୦/୩- ବୌଦ୍ଧଜିଲ୍ଲା ହରଭଙ୍ଗା ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର
Read More...

ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ଶତାଧିକ ବାଉଁଶ ଗଛ ନଷ୍ଟ

ବୌଦ୍ଧ,୨୦/୩ - ବୌଦ୍ଧ ଜିଲ୍ଲା ସଦର ବ୍ଲକର ମନୁପାଲି ଗ୍ରାମ ପଞ୍ଚାୟତ ଶୋଭାପାବୁଲି ଗ୍ରାମ୍ଯ ଜଙ୍ଗଲରେ ନିଆଁ ଲାଗି ଶତାଧିକ ବାଉଁଶ ଗଛ ନଷ୍ଟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 1 ଘଣ୍ଟା ସମୟରେ କେହି ଜଣେ ଅସାଧୁ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ଶୋଭାପାବୁଲି
Read More...

କିରାଶିରା ଶୈବପୀଠରେ ବୌଦ୍ଧଜିଲ୍ଲା ଦଣ୍ଡମହାସଙ୍ଘର ବୈଠକ

ଜହ୍ନାପଙ୍କ,୨୦/୩- ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦଣ୍ଡଯାତ୍ରାକୁ ଗାଁକୁ ଗାଁ ଭ୍ରମଣ ପାଇଁ ବାରଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକରୁ ଉଠିବାକୁ ଥିବା ଦଣ୍ଡମାଲିକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଫଳରେ ସେ ଉଦ୍ଦେଶ୍ୟରେ ଶନିବାର ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତ
Read More...

ସଡକ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ

ପାଟଣାଗଡ,୨୦/୩: ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ-ପାଟଣାଗଡ ରାସ୍ତା ଶୁକ୍ରବାର ରାତ୍ରି ୮ଟାରେ ଝାର୍‌ବନ୍ଦ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ଘଟିଥିଲା । ସୁଚନାନୁସାରେ ବାଇକରେ ୨ ଜଣ ଯୁବକ ଖପ୍ରାଖୋଲରୁ ପାଟଣାଗଡ ଆସୁଥିବାବେଳେ ଝାର୍‌ବନ୍ଦ ଛକଠାରେ ଏକ ଅଜଣା ଗାଡି
Read More...