Monthly Archives

April 2021

ପିପିଲି ଉପନିର୍ବାଚନ, ୨୬ରେ ପ୍ରାଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ

ପିପିଲି,୨୪/୪- କଂଗ୍ରେସ ଦଳ ତରଫରୁ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ତରଫରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ଶ୍ରୀ ରାଉତରାୟ କହିଛନ୍ତି ସେ ଜଣେ ମେଧାବୀ ଛାତ୍ରସହ ଆଇନଜୀବୀ । ପୁରୀ ଜିଲ୍ଲା ସେବା ଦଳ ମୁଖ୍ୟ ଭାବେ
Read More...

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଏନ.ଭି. ରାମନ୍ନାଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ,୨୪/୪- ରାଷ୍ଟ୍ରପତିଭବନରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରାମନ୍ନା ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ
Read More...

ଅଗ୍ନିକାଣ୍ଡ ଅଘଟଣକୁ ଏଡାଇବାପାଇଁ କୋଭିଡ ହସ୍ପିଟାଲ ଆଗରେ ଅଗ୍ନିଶମ ବାହିନୀ ସଜାଗ

ଭୁବନେଶ୍ୱର,୨୪/୪- କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଦେଶର ବିଭିନ୍ନ ସ୍ଥାନର କୋଭିଡ ହସ୍ପିଟାଲ ମାନଙ୍କରେ କୌଣସି କାରଣରୁ ନିଆଁ ଲାଗି ଧନ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟର ୪୮ଟି କୋଭିଡ ଡାକ୍ତରଖାନା ଆଗରେ ଅଗ୍ନିଶମ ବାହିନୀ ଓ ଗାଡିର
Read More...

ବୌଦ୍ଧ ଓ ବାଉଁଶୁଣୀ ଠାରେ ମାସ୍କ ଚେକିଂ, ଅମାନିଆ ଗଣିଲେ ତଣ୍ଡ

ବୌଦ୍ଧ,୨୪/୪ - ବୌଦ୍ଧ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମାନିଆ କିନ୍ତୁ ହରକତ କରି ଚାଲିଛନ୍ତି । ସେଥିପାଇଁ ଗତକାଲି ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରଖୁନଥିବା ଓ ମାସ୍କ ପିନ୍ଧୁ ନଥିବା ଅମାନିଆ ମାନଙ୍କୁ ସାବାଡ
Read More...

ବୋପା ଲୋ କରୋନା ସଂକ୍ରମଣର ସ୍ଥିତି ଯାହା ହେଲାଣି…

ଭୁବନେଶ୍ୱର: ରାଜ୍ୟର ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶଚନ୍ଦ୍ର ରାଉତରାୟ (ସୁରଭାଇ) ଆଜି ମାସ୍କ ପିନ୍ଧିଛନ୍ତି । ଯାହା ସମସ୍ତଙ୍କୁ ତାଜୁବ କରିଥିଲା । କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ସଂକ୍ରମଣସ୍ଥିତି ବିପଦଜନକ ହେବା ପରେ ନିଜେ ଆଜି ବିଧାୟକ ଶ୍ରୀ ରାଉତରାୟ
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ,୨୪/୪ - ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ସରସରା ନିକଟ ମଡେଲ୍‌ ଡିଗ୍ରୀ କଲେଜ ପୋଲ ପାଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ସରସରା
Read More...

୪ ବର୍ଷର ଡି.ଏ ଓ ଇନକ୍ରିମେଣ୍ଟ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୪/୪ - ବୌଦ୍ଧଜିଲ୍ଲାରେ ଲେଭେଲ୍‌ ୫ ଏକ୍ସ କେଡର ଶିକ୍ଷକମାନେ ଚାରିବର୍ଷ ତଳେ ରେଗୁଲାର୍‌ ହୋଇ ମଧ୍ୟ ଆଜିପର୍ଯ୍ୟନ୍ତ ସେମାନଙ୍କ ଡି. ଏ. ଓ ଇନକ୍ରିମେଣ୍ଟ ପାଇନଥିବା ଅଭିଯୋଗ କରି ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ୩୯ କରୋନା ପଜିଟିଭ ଚିହ୍ନଟ, ଏନ.ଏ.ସି.ରୁ ୨୨

ବୌଦ୍ଧ,୨୪/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୯ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହି ୩୯ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁହିଁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ନୂତନ ୩୯ କରୋନା ଆକ୍ରାନ୍ତଙ୍କୁ
Read More...

କାର୍ଯ୍ୟରେ ଅବହେଳା କରି ଫସିଲେ ଘଣ୍ଟାପଡା ରାଜସ୍ୱ ନୀରିକ୍ଷକ

ବୌଦ୍ଧ,୨୪/୪ - ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l
Read More...

ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ,୨୪/୪- ଗତକାଲି ବିଳମ୍ବିତ ରାତିରେ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ଦଳୁଆ ସାହିର ଗୌରୀ ଜେନା (60) ରାତିରେ ଖାଇ ପିଇ ଶୋଇ ଥିବା ବେଳେ ରାତି
Read More...