ପ୍ରସ୍ତାବିତ ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୩/୪- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର୍ରରେ ବନଖଣ୍ଡ ଅଧିକାରୀ ତଥା ସଂପାଦକ!-->…
Read More...
Read More...