Monthly Archives

April 2021

କରୋନାରୁ ମୁକ୍ତି ପାଇଁ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ , ଶୀଘ୍ର ବଢିବ ଇମ୍ୟୁନିଟି

କରୋନା ଭାଇରସକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ହେଲଦୀ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏଥିପାଇଁ ପୋଷକ ତତ୍ତ୍ୱଯୁକ୍ତ କ୍ଷୀର ପିଇବା ହେଉଛି ସର୍ବୋତ୍ତମ ବିକଳ୍ପ ।
Read More...

ବୌଦ୍ଧ ଏନଏସିର ୬ ସାହି ସମେତ ବଢିଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୨୨/୪- ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ.ସି. ର ବିଭିନ୍ନ ୱାର୍ଡର ୬ଟି ସାହି ସମେତ ବଢିଗାଁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମ ସମେତ ବୌଦ୍ଧ
Read More...

ବାଉଁଶୁଣୀ ଅଞ୍ଚଳରେ କୋଭିଡ୍‌ ନିୟମ ପାଳନରେ ଢିଲାମେଲା !

ବୌଦ୍ଧ/ବାଉଁଶୁଣୀ,୨୨/୪- କରୋନାର ଦ୍ୱିତୀୟ ଲହର୍‌ ବୌଦ୍ଧଜିଲ୍ଲାରେ ତାର କାୟା ବିସ୍ତାରକରି ସାରିଥିବାବେଳେ ଅମାନିଆ କିନ୍ତୁ ମାନୁ ନାହାନ୍ତି ନୀତିନିୟମ । ବିନା ମାସ୍କ ଓ ବିନା ସାମାଜିକ ଦୂରତା ରକ୍ଷାକରି ଲୋକେ ସବୁଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ବୌଦ୍ଧ ସହରରେ ଅମାନିଆ
Read More...

ଝାଙ୍କରପଡାରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ

ବୌଦ୍ଧ/ବାଉଁଶୁଣୀ,୨୨/୪ - ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ଆକ୍ରମଣ ଫଳରେ ଜଣେ ବ୍ୟକ୍ତି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ
Read More...

କରୋନା ପାଇଁ ଫିକାପଡିଲା ଶ୍ରୀରାମ ନବମୀ ଓ ରାମଲୀଳା

ବୌଦ୍ଧ,୨୨/୪ - କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆସିବାପରେ ଲାଗୁ ହୋଇଛି କଟକଣା । ଗତକାଲି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ମନ୍ଦିର ମାନଙ୍କରେ ପାରମ୍ପରିକ ପୂଜାବିଧି ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭକ୍ତ ଓ ବ୍ରତୀମାନଙ୍କ ସମାଗମ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ ଲକଡାଉନ
Read More...

ବନବିଭାଗ ଦ୍ୱାରା ହରିଣ ଉଦ୍ଧାର

ଦଶପଲ୍ଲା,୨୨/୪- ଜଙ୍ଗଲ ନିଆଁ, ମହୁଲ ମୂଳରୁ ମାରଇ ଡିଆଁ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେବଳ ଯେ ପରିବେଶ ନଷ୍ଟ ହେଉଛି ତାହା ନୁହେଁ ବନ୍ୟଜନ୍ତୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି । ତାହାର ଏକ ନିଛକ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ଏନଏସି ଅଂଚଳରେ । ଜଙ୍ଗଲରେ ନିଆଁ
Read More...

ବୌଦ୍ଧଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୨/୪ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୮ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୮ ରେ ପହଞ୍ଚିଛି ।
Read More...

ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ

ହରଭଙ୍ଗା,୨୧/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ସଂଜୀବ ଦୀପଙ୍କ ଦୁଇ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି । ସେ ରୋଷେଇ କରୁଥିବା ସମୟରେ କୌଣସିମତେ ନିଆଁ ଲାଗିଯାଇଥିଲା । ଖବରପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ
Read More...

ନିଆଁଲାଗି ଦୁଇଟି ପରିବାରର ୩ ବଖରା ଘର ଭସ୍ମୀଭୂତ

ବୌଦ୍ଧ,୨୧/୪ - ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର୍‌ ଦଳିତ ସାହିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨
Read More...

ହରଭଙ୍ଗାବ୍ଲକର ବିଭିନ୍ନ ଟିଏମ୍‌ସି ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା,୨୧/୪- ଦିନକୁ ଦିନ କରୋନା ସଂକ୍ରମିତ ବଢିବାରେ ଲାଗିଥିବାବେଳେ, ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକ ବର୍ତ୍ତମାନ ଘରମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବାହାର ରାଜ୍ୟର ଶ୍ରମିକମାନେ ଅଧିକ କରୋନା ସଂକ୍ରମିତ ହେଉଥିବାଜାଣି, ପୂର୍ବରୁ ସେନେଇ ଜିଲ୍ଲାପ୍ରଶାସନ ତତ୍ପରତା ହୋଇ
Read More...