Monthly Archives

April 2021

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବୌଦ୍ଧ,୨୦/୪ - ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ସମାପାଜ୍‌ ଗ୍ରାମ ନିକଟରେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ଫରେଷ୍ଟ ଅନ୍ତର୍ଗତ ସମାପାଜ୍‌ ନିକଟ କୁଟିବାରୀ ଗ୍ରାମର କବିଚନ୍ଦ୍ର ଦେହୁରୀ (୩୦ ବର୍ଷ )
Read More...

ବେପରୁଆ ଗାଡି ଚାଳନା, ଟ୍ରାକ୍ଟରକୁ ପଛରୁ ଧକ୍କାଦେଲା ବାଇକ

ବୌଦ୍ଧ,୨୦/୪ - ଆଜି ଭୋର ପ୍ରାୟ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍‌ ଛକ ନିକଟରେ ରାସ୍ତା କଡରେ ରଖାଯାଇଥିବା ଗୋଟିଏ ଟ୍ରାକ୍ଟର ପଛରେ ବାଇକ ଧକ୍କାଦେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୫ ଘଣ୍ଟା ସମୟରେ ଜାତୀୟ ରାଜପଥ
Read More...

ପୁଣି ୪୭୬୧କରୋନା ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ୱର ୨୦ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ଆଜି ବୌଦ୍ଧ ଏନ.ଏ.ସି.ରୁ ୧୩ ଓ କଂଟାମାଳରୁ ୭ ପଜିଟିଭ ଚିହ୍ନଟ

ବୌଦ୍ଧ,୨୦/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି କରୋନା ମିଟର୍‌ ବଢି ନୂତନ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮ରେ
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 2 ଗୁରୁତର

ବୌଦ୍ଧ/ବାଉଁଶୁଣୀ,୧୯/୪- ଆଜି ସନ୍ଧ୍ୟାରେ 57ନଂ ଜାତୀୟ ରାଜପଥ ଗୁଦୁଗୁଦା ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗ୍ରାମର ପୂର୍ଣଚନ୍ଦ୍ର ସିଂହ ଓ
Read More...

ପାନୀୟ ଜଳର ମହା ସଂକଟ, ମରାମତି ହୋଇପାରୁନି ନଳକୂପ

ହରଭଙ୍ଗା,୧୯/୦୪ - କିଡ଼ନୀ ମହାମାରୀର ପେଣ୍ଠ ସ୍ଥଳୀ ପାଲଟିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି | ଜାଣି ନ ଜାଣିଲା ଭଳି ସ୍ଥାନୀୟ ରାଜନେତା ଓ ବିଭାଗୀୟ କତୃପକ୍ଷ ଏହା ଉପରେ ଧ୍ୟାନ ଦେଉନାହାନ୍ତି l ବିଭିନ୍ନ ନଳକୂପ ଅଚଳ ଅବସ୍ଥା
Read More...

ଶିକ୍ଷକଙ୍କୁ ରେଳ ଷ୍ଟେସନରେ କରୋନା ଡ୍ୟୁଟି

କଣ୍ଟାବାଞ୍ଜି,୧୯/୪-ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ.ଏ.ସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତ କରାଯାଇଛି। ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର
Read More...

ଲକଡାଉନ୍ ଲାଗୁ ଅଧିକାର ରାଜ୍ୟ ପାଖରେ ରହିଛି : ଶାହ

ନୂଆଦିଲ୍ଲୀ : ଦେଶରେ କରୋନାକୁ ନେଇ ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ ଲକ୍ଷଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୫୦୦ରୁ ଅଧିକ ସଂକ୍ରମିତ ଦୈନିକ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ଅନେକ ରାଜ୍ୟ ନାଇଟ୍ କର୍ଫ୍ୟୁ ଓ ୱିକଏଣ୍ଡ୍ ଫେରିଛି । ସ୍ଥିତି ଏପରି ହୋଇଛି ଯେ, ଦେଶରେ ପୁଣି ଥରେ
Read More...

ଅଧିନାୟକତ୍ୱର ମଜା ନେଉଛି : ପନ୍ତ

ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସ ଗତ ମ୍ୟାଚର ପରାଜୟ ପରେ ଜବରଦସ୍ତ କମ୍‌ବ୍ୟାକ୍ କରିଛି । ପଞ୍ଜାବ ଦଳ ଦିଲ୍ଲୀ ସାମ୍ନାରେ ୧୯୬ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଯାହାକୁ ଦିଲ୍ଲୀ ୪ ଉଇକେଟ ହରାଇ ହାସଲ କରିନେଇଥିଲା । ମ୍ୟାଚ ପରେ ଦିଲ୍ଲୀର ଅଧିନାୟକ ଋଷଭ ପନ୍ତ କହିଛନ୍ତି ଯେ, ଗତ ମ୍ୟାଚରେ
Read More...

କ୍ରସର୍‌ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୧୯/୪- ବୌଦ୍ଧବ୍ଲକ୍‌ ଗୋଛାପଡା ଗ୍ରାମ ପଞ୍ଚାୟତ ବିଜାପଦର୍‌ ଓ ସିଆଳିମୁଣ୍ଡା ଗ୍ରାମରେ ଥିବା ଦୁଇଟି କ୍ରସରକୁ ବନ୍ଦ କରିବା ପାଇଁ ଉଭୟ ଗ୍ରାମର ଶତାଧିକ ଜନସାଧାରଣ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ରସର୍‌ ଓ ବେଆଇନ୍‌
Read More...