Monthly Archives

April 2021

ସିମନବାଡ଼ିରେ ପହଞ୍ଚି ସ୍ଥିତି ଦେଖିଲେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଖୁବଶୀଘ୍ର ରାସ୍ତା କାମ ଶେଷ…

ଦାରିଙ୍ଗବାଡ଼ି,୧୮/୪: ୫୯ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଗତବର୍ଷ ଠାରୁ ଏକ ଠିକା ସଂସ୍ଥା ଦ୍ୱାରା ଚାଲିଛି l କିନ୍ତୁ କାର୍ଯ୍ୟ ଶେଷ ନହେବା ଯୋଗୁଁ ସିମନ ବାଡ଼ି ବାସୀ ବାରମ୍ବାର ଠିକା ସଂସ୍ଥାର ଗାଡ଼ି ଗୁଡିକୁ ଅଟକ ରଖିବା ଯୋଗୁଁ ଠିକା ସଂସ୍ଥାର
Read More...

ସ୍ଥଗିତ ହେଲା ଜେଇଇ ମେନ୍

ନୂଆଦିଲ୍ଲୀ: ସ୍ଥଗିତ ହେଲା ୨୦୨୧ ଏପ୍ରିଲ୍ ସେସନ୍‌ର ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍‌) ବା ଜେଇଇ(ମେନ୍‌) । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜେଇଇ (ମେନ୍‌)ର ନୂଆ ତାରିଖ ପରୀକ୍ଷାର ୧୫ ଦିନ ପୂର୍ବରୁ ଘୋଷଣା କରାଯିବ ବୋଲି
Read More...

୨୯ ବର୍ଷରେ ପଦାର୍ପଣ କଲେ ରାହୁଲ

ନୂଆଦିଲ୍ଲୀ : ବିରାଟ କୋହଲି, ରୋହିତ ଶର୍ମାଙ୍କ ପରେ କେଏଲ ରାହୁଲ ହେଉଛନ୍ତି ସେହି ଖେଳାଳି ଯିଏ ଦଳକୁ ଅନେକ ସଙ୍କଟ ସମୟରୁ ଉଦ୍ଧାର କରିଛନ୍ତି । ଦଳ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ୱିକେଟକିପିଂ ହେଉ ବା ବ୍ୟାଟିଂ, ସବୁଥିରେ ରାହୁଲ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ଆଜି ଅର୍ଥାତ
Read More...

ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇଙ୍କ ପରଲୋକ

ପାଟଣାଗଡ,୧୮/୪:ବଲାଙ୍ଗୀରର ବିଭିନ୍ନ ସାମୁହିକ ସମସ୍ୟା ଜନସାଧାରଣ ଦାବି ଶ୍ରମିକର ହକ୍ ଆଦିବାସୀ ମାନଙ୍କର ଅଧିକାର ପାଇଁ ସବୁବେଳେ ସଂଗ୍ରାମ କରୁଥିବା କ୍ରାନ୍ତିକାରୀ ବ୍ରଜ କିଶୋର ସିଂ ଭୋଇ ୭୨ଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ଶ୍ବାସ ଜନିତ ସମସ୍ୟା ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ
Read More...

ଆଞ୍ଚଳିକ ସେବା ସଂସଦ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଆଠମଲ୍ଲିକ : ଦିନକୁ ଦିନ ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଏମିତି ପରିସ୍ଥିତିରେ କରୋନାକୁ ବ୍ରେକ୍ ଦେବାକୁ ହେଲେ ସଚେତନତା ଜରୁରୀ । କରୋନାର ମୂଳ ଔଷଧ ହେଲା ଟିକା ଓ ସଚତେନତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ସମସ୍ତ ବ୍ୟକ୍ତି ମାସ୍କ ପରିଧାନ ଉପରେ
Read More...

ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ପାଟଣାଗଡ,୧୮/୪: ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ଆଜି ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ଦୁଇ ବର୍ଷ ହେବ ଯକୃତ ରୋଗରେ ପୀଡିତ ଥିଲେ । ପ୍ରାୟ ସମୟରେ ତାଙ୍କର ଡାଏଲିସିସ କରାଯାଇଥାଏ । ଗତ ରାତିରେ ସେ ଅଧିକ ଅସୁସ୍ଥ ହେବାରୁ
Read More...

ଠିକାସଂସ୍ଥାର ପ୍ରତିଶୃତି ପାଣିରେ ଗାର ଆରମ୍ଭ ହେଲାନି ରାସ୍ତା କାମ,ପୁଣି ଠିକା ସଂସ୍ଥାର ଗାଡ଼ି ଅଟକ

ଦାରିଙ୍ଗବାଡି,୧୮/୪: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକାସଂସ୍ଥା ଅସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନକାମ ସମ୍ପୂର୍ଣ୍ଣ ନକରିବାରୁ ଠିକାସଂସ୍ଥାର ଗାଡ଼ିକୁ ପୁଣିଥରେ ଅଟକ ରଖିଲେ ସିମନବାଡି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସଂପୃକ୍ତ ଠିକାସଂସ୍ଥାର ପ୍ରତିଶୃତି କେବଳ ପାଣିର ଗାର ଭଳି
Read More...

ରାଜ୍ୟରେ ସ୍ଥିତି ଅଣାୟତ, ଦିନକରେ ୩୬୬୪ ପଜିଟିଭ ଚିହ୍ନଟ, ୨ ମୃତ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
Read More...

ବାଲିଗୁଡ଼ାରେ ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ, ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା

ବାଲିଗୁଡ଼ା,୧୮/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ପାତ୍ର ସାହି ଓ ଟ୍ରେଜେରୀ କଲୋନୀରୁ ପଜିଟିଭ୍‌ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଏଥିସହିତ ସହରରେ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ସହ ଅମାନିଆଙ୍କ ନିକଟରୁ
Read More...

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଦାରିଙ୍ଗବାଡ଼ି୧୮/୪: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଡବେରୀ ବୁଲାଣିରେ ଆଜି ସକାଳ ସାଢେ୭ଟା ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ
Read More...