Monthly Archives

April 2021

ବୌଦ୍ଧ: ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା୨୮୭୪

ବୌଦ୍ଧ,୧୮/୪ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୬ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୪ ରେ ପହଞ୍ଚିଛି ।
Read More...

ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ପାରଂପାରିକ ଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ୧୫ ଏପ୍ରିଲ ୨୦୨୧ ବିଶ୍ୱ ସ୍‌ôାସ୍ଥ୍ୟ ଦିବସ ଅବସରରେ ଓଡ଼ିଶାର ଲାଞ୍ଜିଗଡ଼ରେ
Read More...

ଉତ୍କଳ-ଇ କୋଇଲା ବ୍ଲକ୍ ପାଇଁ ନାଲକୋ ପାଇଲା ଖଣି ଲିଜ୍

ଭୁବନେଶ୍ୱର,16.04.2021 : ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଖଣି ଲିଜ୍ ମଞ୍ଜୁର କରିଛନ୍ତି । ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ଦ୍ୱାରା ଏପ୍ରିଲ 12 ତାରିଖରେ ଏକ
Read More...

ଭାରତୀୟ ଷ୍ଟେଟ ଵ୍ୟାଙ୍କ ଦ୍ୱାରା ଅନୁଗୋଳ ପୋଲିସକୁ ପେଟ୍ରୋଲିଙ୍ଗ ଭ୍ୟାନ ପ୍ରଦାନ

ଅନୁଗୋଳ : ଦେଶ ର ଅଗ୍ରଣୀ ବ୍ୟାଙ୍କ ଭାବେ ଜଣା ଶୁଣା ଭାରତୀୟ ଷ୍ଟେଟ ଵ୍ୟାଙ୍କ ଦ୍ୱାରା  ଆଜି ଏକ ନିରାଡ଼ମ୍ବର ଉତ୍ସବ ରେ  ସାମାଜିକ ଦା୍ୱିତ୍ୱବୋଧତା ର ନିଦର୍ଶନ ସ୍ୱରୂପ  ଅନୁଗୋଳ ଜିଲ୍ଲା ପୋଲିସ କୁ ଏକ ପେଟ୍ରୋଲିଙ୍ଗ ଗାଡି ପ୍ରଦାନ କରାଯାଇଛି |  ଏହି କାର୍ଯ୍ୟକ୍ରମ ଟି ରେ ଭୁବନେଶ୍ୱର
Read More...

ଗୁଣ୍ଡୁରିସାହିରୁ ୩ ଅହିରାଜ ଉଦ୍ଧାର

ହରଭଙ୍ଗା ୧୭/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିସାହି ଗ୍ରାମରୁ ୩ ଅହିରାଜ ସାପ ଉଦ୍ଧାର କରାଯାଇ ପଦ୍ମତୋଳା ଅଭୟାରଣ୍ୟରେ ଛଡା ଯାଇଛି । ସୂଚନା ମତେ ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ଦୁଇଟି ଅହିରାଜ ସାପ ଗୁଣ୍ଡୁରିସାହି ଗାଁ ମୁଣ୍ଡରେ ବାହାରି କ୍ରୀଡା
Read More...

ବିଜୁ ଶ୍ରାଦ୍ଧ ଅବସରରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ,୧୭/୪ - ମହାନ୍ ଜନନାୟକ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଉଦ୍ୟମରେ ରକ୍ତଦାନ ଶିବିର
Read More...

କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା:କୋଭିଡ୍‌ ନିୟମ ଉଲଘଂନ ଅଭିଯୋଗରେ ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା,୧୭/୪:କରୋନା ଦ୍ୱିତୀୟ ଲହରୀରେ ସାରା ଦେଶରେ ହୁ ହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
Read More...

ବୌଦ୍ଧ: ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ, ଟିକାପାଇଁ ଲୋକଙ୍କ ଭିଡ

ବୌଦ୍ଧ,୧୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୭ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୮ରେ ପହଞ୍ଚିଛି ।
Read More...

ଆଜିଠାରୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ , ସଚେତନ କଲା ପ୍ରଶାସନ

ବୌଦ୍ଧ,୧୭/୪ - ଆଜି ଠାରୁ ବୌଦ୍ଧ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ ଘଣ୍ଟା ସମୟ ଠାରୁ ସକାଳ ୫ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେଥିପାଇଁ ପ୍ରଶାସନ ପକ୍ଷରୁ ଆଜି ଲୋକଙ୍କୁ ବ୍ୟାପକ ସଚେତନ କରାଯାଇଛି । ଅତିରିକ୍ତ ତହସିଲଦାର ତ୍ରିଦେବ୍‌ ରଥଙ୍କ ସମେତ ବୌଦ୍ଧ
Read More...

ରସିକିଆ ଜ୍ୱାଇଁର ଉନ୍ମତ୍ତ କାଣ୍ଡ, ଜ୍ୱାଇଁ ସମେତ ୪ ଗିରଫ

ବୌଦ୍ଧ,୧୭/୪ – ବୌଦ୍ଧବ୍ଲକ ମନମୁଣ୍ଡା ଥାନା ରକ୍ସା ଗ୍ରାମ ପଞ୍ଚାୟତ ଚଉଁରୀଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଶାଳୀକୁ ବିବାହ କରିବାର ଜିଦ୍‌ଧରି ଶଳାକୁ ଅପହରଣ କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଗୋଡାଇବା ଯୋଗୁଁ ଦୁଇଟି
Read More...