Monthly Archives

April 2021

ଓ.ଟି.ଇ.ଟି. ପରୀକ୍ଷା ବେଳେ କପିସହ ଧରାପଡିଲେ ୫ ପରୀକ୍ଷାର୍ଥୀ

ବୌଦ୍ଧ,୧୩/୪- ଗତ ୯ ତାରିଖ ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଅନୁଷ୍ଠିତ ଓ.ଟି.ଇ.ଟି. ପରୀକ୍ଷା ଚାଲିଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଧରା ପଡି ଏକ୍ସଫେଲ୍‌ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ହୋଇଥିବା ଓ.ଟି.ଇ.ଟି. ପରୀକ୍ଷାରେ ମୋଟ୍‌ ୧୮୨୫
Read More...

ବୌଦ୍ଧ: ଆଜି ୪ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୩/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪୨ ରେ ପହଞ୍ଚିଛି । ସିଡିଏମଓ
Read More...

ଅଗ୍ନିବିପନ୍ନଙ୍କୁ ସହାୟତା ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତରେ ନବ ଗଠିତ ଆଞ୍ଚଳିକ ସେବା ସଂସଦ ପ୍ରଥମ ଥର ପାଇଁ ଗୋଟିଏ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛି । ଆଞ୍ଚଳିକ ସେବା ସଂସଦର ସଭାପତି ସୁମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ଆଜି ଅଗ୍ନିବିପନ୍ନ
Read More...

ଶବ ଉଦ୍ଧାର ହୋଇଥିବା ଅଚିହ୍ନା ବୃଦ୍ଧଙ୍କ ମିଳିଲା ପରିଚୟ

ଦାରିଙ୍ଗବାଡି,୧୨/୪: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପେନାପୁସି ସ୍କୁଲ ନିକଟରୁ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ଶବ ଗତକାଲି ଦାରିଙ୍ଗବାଡ଼ି ପୁଲିସ ଉଦ୍ଧାର କରିଥିଲା । ବୃଦ୍ଧଜଣକ ବହୁତ ଦିନ ହେଲା ସେହି ଅଂଚଳରେ ରହି ଭିକ୍ଷା ବୃତ୍ତିି କରି ରହିଆସୁଥିଲେ । ତେବେ ଗତକାଲି ସେହି ସ୍କୁଲ ପରିସରରେ
Read More...

କାର୍‌କୁ ପଛପଟୁ ଧକ୍କାଦେଲା ବୋଲେରୋ

ବୌଦ୍ଧ/ବାଉଁଶୁଣି,୧୨/୪ - ଆଜି ସକାଳ ପ୍ରାୟ ସାଢେ ୧୦ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧବ୍ଲକ ବାଉଁଶୁଣି ଛକ ନିକଟରେ ଆଗରେ ଯାଉଥିବା ଏକ କାରକୁ ପଛରୁ ଗୋଟିଏ ବୋଲେରୋ ଧକ୍କା ଦେଇଥିବା ଜଣାପଡିଛି ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସାଢେ ୧୦ଘଣ୍ଟା ସମୟରେ ବାଉଁଶୁଣୀ
Read More...

ବୌଦ୍ଧ : ଆଜି ପୁଣି 5 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ ,୧୨/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ 5 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜିର ନୂତନ 5 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2838ରେ ପହଞ୍ଚିଛି l
Read More...

କ.ନୂଆଗାଁରେ ଏଟିଏମ୍‌ ସେବା ବ୍ୟାହତ, ଗ୍ରାହକ ହନ୍ତସନ୍ତ

ବାଲିଗୁଡ଼ା,୧୨/୪- ଟଙ୍କା ସବୁବେଳେ ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ । ପାଠପଢ଼ା, ଚିକିତ୍ସା, ବ୍ୟବସାୟ ଅବା ଦୈନନ୍ଦିିନ ଘର ଚଳଣି ହେଉ କିନ୍ତୁ ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନରହିବା ସହ ଏଟିଏମ୍‌ ଅଧିକାଂଶ ସମୟରେ ବନ୍ଦ୍‌ ରହୁଥିବାରୁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ
Read More...

ଜାଲ୍ ଓ.ଟି.ଇ.ଟି. ମାମଲା, ବାକି ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ବୌଦ୍ଧ,୧୨/୪ - ଜାଲ୍ ଓ.ଟି.ଇ.ଟି. ମାମଲାରେ ୪୦ ଜଣ ଗଣ ଶିକ୍ଷକ ବହିଷ୍କୃତ ହୋଇ ସାରିଥିବା ବେଳେ ଆଉ ୯ ଜଣଙ୍କ ଭେରିଫିକେସନ୍ ରିପୋର୍ଟ ଜିଲ୍ଲା ଶିକ୍ଷା ବିଭାଗକୁ ପହଞ୍ଚିଥିବା ଜଣା ପଡିଛି l ଉକ୍ତ ୯ ଗଣ ଶିକ୍ଷକ ମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍ ବୋଲି ଜଣା ପଡିବା ପରେ ଜିଲ୍ଲା ପ୍ରକଳ୍ପ
Read More...

ଶିକ୍ଷାଦାନକୁ ସମାଜସେବା ଭାବେ ଗ୍ରହଣ କରିଥିବା ପଞ୍ଚା ସାର

ବୌଦ୍ଧ/ଜହ୍ନାପଙ୍କ,୧୧/୪: ଜଣେ ଅଵସରପ୍ରାପ୍ତ ଶିକ୍ଷକ।ଜୀବନସାରା ଶିକ୍ଷା ଦାନ କରୁ କରୁ ଚାକିରୀ କାଳ ଶେଷ ହୋଇଗଲା।ଅଵସର ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ତାଙ୍କର ବହୁତ ଇଚ୍ଛା ଥିଲା।ଅଵସର ନେବା ପରେ ସେ ଚାହିଁଥିଲେ ଘରେ ବସିରହି ପେନସନ ଟଙ୍କାରେ ଆରାମରେ
Read More...

ବୌଦ୍ଧ : କରୋନା ସ୍ଥିତି ଗମ୍ଭୀର, ଆଜି ପୁଣି 45 ଆକ୍ରାନ୍ତ ଚିନ୍ହଟ

ବୌଦ୍ଧ,୧୦/୪ - ବର୍ତ୍ତମାନ ମିଳିଥିବା ସୁଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରୁ ପୁଣି 45 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଳିୟlରସିଂ ଗଣମାଧ୍ୟମ
Read More...