Monthly Archives

April 2021

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଦଶପଲ୍ଲା,୨୬/୪- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡାସାହି ଗ୍ରାମର ନୂଆସାହିରେ ନିଆଁଲାଗି ୨୧ ପରିବାରର ୩୦ବଖରା ଘର ଜଳିପୋଡି ପାଉଁଶ ହୋଇଯିବା ସହ ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ସମସ୍ତ ପରିବାରର ଘରର ଆସବାବପତ୍ର ସମେତ ମହଜୁଦ
Read More...

ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ

ଫୁଲବାଣୀ/ଦାରିଙ୍ଗବାଡି,୨୬/୪ - ବିଜୁ ଜନତା ଦଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଗତକାଲି ସେ ନିଜର ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା
Read More...

ରାଫେଲ ନାଦାଲଙ୍କୁ ଚଳିତ ବର୍ଷର ପ୍ରଥମ ଟାଇଟଲ

ବାର୍ସେଲୋନା : ସ୍ପେନର ତାରକା ଟେନିସ୍ ଖେଳାଳି ରାଫେଲ ନାଦାଲ ଏଠାରେ ଚାଲିଥିବା ବାର୍ସେଲୋନା ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟଫାଇନାଲରେ ବିଜୟୀ ହୋଇଛନ୍ତି । ଫାଇନାଲରେ ସେ ଷ୍ଟିଫାନସ ଟିତସପାସଙ୍କୁ ୬-୪, ୬-୭(୬) ଓ ୭-୫ ସେଟରେ ପରାସ୍ତ କରି ଟାଇଟଲ ଅର୍ଜନ କରିଛନ୍ତି । ଚଳିତ ବର୍ଷରେ ଏହା
Read More...

କରୋନା ମୁକାବିଲ ପାଇଁ ୧୭ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗତ ୫ଦିନ ଧରି ୬ ହଜାର ଉପରେ ରହୁଛି । ଏହା ଉପରକୁ ବଢୁନଥିଲେ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ଜିଲ୍ଲାପାଇଁ ରାଜ୍ୟ ସରକାର ଆଜି ୧୭ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌)ଙ୍କୁ
Read More...

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାରଙ୍କ ଘୋଷଣା: ଆସନ୍ତା ୨୮ରୁ ନାମ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ମାଗଣା ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହେବ । କୋଶ୍ଚିନ୍ ପୋର୍ଟାଲରେ ଦୁଇଟି
Read More...

କରୋନାର ପ୍ରଭାବ : ପିପିଇ କିଟ୍ ପିନ୍ଧି ବିବାହ କଲେ ବର-କନ୍ୟା

କେରଳ : ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋଭିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ
Read More...

ବାଣିଗୋଛାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଦଶପଲ୍ଲା :- ସାରା ବିଶ୍ୱରେ ମ୍ୟାଲେରିଆ ତାର ଦବ୍‌ଦବା ଜାହିର କରିଥିବା ବେଳେ, ତାର ସଂପୂର୍ଣ୍ଣ ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ମାନେ ତାଙ୍କ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ଏହି ରୋଗରେ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ହାନି ହୋଇଥାଏ
Read More...

ପୁରୀ ରଥଯାତ୍ରା ପାଇଁ ବୌଦ୍ଧରୁ ରଥକାଠ ପ୍ରେରଣ

ବୌଦ୍ଧ,୨୬/୪- ବୌଦ୍ଧ ବନଖଣ୍ଡ ତରଫରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୪୦ଖଣ୍ଡ ରଥକାଠରୁ ଆଜି ୯୬ ଖଣ୍ଡ ରଥକାଠ ରଥନିର୍ମାଣ ପାଇଁ ରଥଖଳା ପୁରୀକୁ ପଠାଯାଇଛି । ସମସ୍ତ ରୀତିନୀତି ଆଧାରରେ ପବିତ୍ର ରଥକାଠର ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜପତାକା ଦେଖାଇ ରଥକାଠ ପ୍ରେରଣ
Read More...

ବୌଦ୍ଧ: ଆଜି ଗୋଟିଏ ଦିନରେ ଜିଲ୍ଲାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୬/୪- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ୭୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ୭୦ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜି ସୁଦ୍ଧା
Read More...

ରାଜ୍ୟରେ ପୁଣି ୬୫୯୯ ପଜିଟିଭ ଚିହ୍ନଟ, ୯ ମୃତ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...