ଘରଘର ଯାଇ ସର୍ଭେ କରୁଛନ୍ତି ବାଉଁଶୁଣୀ ସେକ୍ଟରର ଆଶା ଓ ଅଙ୍ଗନୱାଡ଼ିକର୍ମୀ
ବୌଦ୍ଧ/ବାଉଁଶୁଣୀ,୨୮/୫- କରୋନାର ଦ୍ୱିିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଘରଘର ବୁଲି କରୋନା ସର୍ଭେ କରୁଛନ୍ତି ଆଶା ଓ ଅଙ୍ଗନୱାଡ଼ିକର୍ମୀ । ବୌଦ୍ଧବ୍ଲକ ବାଉଁଶୁଣୀ ସେକ୍ଟରର ସମସ୍ତ ଅଙ୍ଗନୱାଡି କେନ୍ଦ୍ରର!-->…
Read More...
Read More...