Monthly Archives

May 2021

ବାତ୍ୟା ‘ୟାସ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ବାଲେଶ୍ୱର ଓ ଭଦ୍ରକରେ ପ୍ରଭାବ ବେଶୀ

ଭୁବନେଶ୍ୱର : ବାତ୍ୟା ‘ୟାସ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ସକାଳ ୯ଟାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସ୍‌ଆରସି ପକ୍ଷରୁ ସୂଚନା ମିଳିଛିି । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ । ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି
Read More...

ସୁବୋଧ ଜୈସ୍ବାଲ ହେଲେ ସିବିଆଇର ନୂତନ ନିର୍ଦ୍ଦେଶକ

ଭୁବନେଶ୍ବର,୨୬/୫- ୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର IPS ଅଫିସର ସୁବୋଧ ଜୈସ୍ବାଲ ହେଲେ CBIର ନୂଆ ନିର୍ଦ୍ଦେଶକ । ୨ ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ | ଏବେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ-CISFର ମୁଖ୍ୟ ଅଛନ୍ତି ।
Read More...

ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍କୁଲ୍ ପ୍ରିନ୍ସପାଲ୍, ଧକ୍କା ଦେଇଥିବା ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର

ବାଲିଗୁଡ଼ା,୨୫/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବାବେଳେ ଧକ୍କା ଦେଲା ଏକ ମୋଟରସାଇକେଲ । ଦୁର୍ଘଟଣାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ରତିକାନ୍ତ ମହାପାତ୍ରଙ୍କ
Read More...

ଉମା ସମବାୟ ସମିତିରେ ରବି ଧାନ କ୍ରୟ ଶୁଭାରମ୍ଭ

ବୌଦ୍ଧ,୨୫/୫ - ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଉମା ସେବା ସମବାୟ ସମିତିର ଧାନମଣ୍ଡିରେ ଚଳିତବର୍ଷର ରବି ଧାନ କ୍ରୟ ଶୁଭାରମ୍ଭ ହୋଇଛି । ଏ ଅବସରରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ବୌଦ୍ଧ ମଙ୍ଗଳ ସୋରେନ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ, ସମିତି
Read More...

ଦିବଙ୍ଗତ କରୋନାଯୋଦ୍ଧା ସାମ୍ବାଦିକ ଆଶୁତୋଷଙ୍କ ଉଦ୍ଦେଶ୍ୟରେ ଶୋକସଭା

ଫୁଲବାଣୀ,୨୫/୫- ଦିବଙ୍ଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ତରଫରୁ ଫୁଲବାଣୀସ୍ଥିତ ପ୍ରେସକ୍ଲବ ଠାରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ପ୍ରେସକ୍ଳବର ସଭାପତି
Read More...

ଘର ଘରକୁ ଯାଇ ସର୍ଭେ କରୁଛନ୍ତି ଆଶା ଓ ଅଙ୍ଗନୱାଡ଼ି କର୍ମୀ

ବୌଦ୍ଧ/ଜହ୍ନାପଙ୍କ,୨୫/୫- ରାଜ୍ୟସରକାରଙ୍କ ଘୋଷଣା ଅନୁସାରେ ସୋମବାରଠାରୁ ଆଶା ଓ ଅଙ୍ଗନୱାଡି କର୍ମୀମନେ ଘରଘର ବୁଲି କୋଭିଡ ସଂକ୍ରମଣ ସର୍ଭେ ଆରମ୍ଭ କରିଛନ୍ତି । ବୌଦ୍ଧ ବ୍ଳକର ୨୫ ଟି ପଞ୍ଚାୟତରେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ସ୍ଥାନୀୟ ଆଶା ଓ ଅଙ୍ଗନୱାଡି ପ୍ରତ୍ୟେକ
Read More...

ସମ୍ବଲପୁର ଅଇଁଠାପାଲି ସ୍ଥିତ ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ତ

ସମ୍ବଲପୁର ଅଇଁଠାପାଲି ସ୍ଥିତ Axis Bank ରେ ଭୟାବହ ଅଗ୍ନିକାଣ୍ତ ।  ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଖବର ପାଇ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ରହିଛି ସୂଚନା ।
Read More...