Monthly Archives

May 2021

ଗଜପତିରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୫/୫- ଗଜପତି ଜିଲ୍ଲାରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୮ ଜଣ, ଗୋଶାଣି ବ୍ଳକରୁ ୮ ଜଣ, ଗୁମ୍ମା ବ୍ଳକରୁ ୩ ଜଣ, କାଶୀନଗର ବ୍ଳକରୁ ୧୪ଜଣ, ମୋହନା ବ୍ଳକରୁ ଜଣେ, ଆର
Read More...

ମାଆ-ପୁଅ ଯୋଡିଙ୍କ କମାଲ, ୧୪୩ ରନର ଭାଗୀଦାରୀ କରି ଜିତାଇଲେ ମ୍ୟାଚ୍‌

ଲଣ୍ଡନ : କ୍ରିକେଟ୍ ପଡ଼ିଆରେ ଆମେ ବାପ-ପୁଅ ଏବଂ ଭାଇ ଯୋଡି ବିଷୟରେ ପ୍ରାୟତଃ ଶୁଣିଛୁ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମା-ପୁଅ ଯୋଡି ଏକାଠି ବ୍ୟାଟିଂ କରୁଥିବାର, କିନ୍ତୁ ଏହା ଘଟିଛି । ଇଂଲଣ୍ଡର କ୍ଲବ କ୍ରିକେଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ମା ଏବଂ ପୁଅଙ୍କ ଯୋଡି କ୍ରିଜରେ
Read More...

ନ୍ୟାୟ ପାଇଁ ବର୍ଷାରେ ଭିଜିଭିଜି ମହିଳାଙ୍କ ଥାନା ଆଗରେ ଧାରଣା

ନାଉଗାଁ,୨୫/୫- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଞ୍ଚାୟତର ଡାହାଣିଖିଆ ଗ୍ରାମର ଉର୍ମିଳା ପରିଡାଙ୍କ ସହିତ ସେହି ଗ୍ରାମର ଦାସ ମହାନ୍ତିଙ୍କ ସହିତ ଜମିବାଡିକୁ କେନ୍ଦ୍ରକରି ଦୀର୍ଘଦିନ ହେବ ମାଲିମକଦ୍ଦମା ଚାଲିଥିଲା । ଗତ କିଛିଦିନ ତଳେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ
Read More...

ପୁଣି ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢାଳିଲେ ପ୍ରଶଂସକ,ଲୋକଙ୍କୁ ଅଭିନେତା କଲେ ଏହି ଖାସ୍ ଅପିଲ

ଅଭିନେତା ସୋନୁ ସୁଦ ଆଜି ମଧ୍ୟ ନିଜର ସେବା କାର୍ଯ୍ୟ ଜାରି ରଖିଛନ୍ତି, ଯାହା କରୋନା ସଂକଟ ଆରମ୍ଭରୁ କରୁଥିଲୋ ଏଥର ସୋନୁ ଲୋକମାନଙ୍କୁ ଚିକିତ୍ସା ପାଇଁ ଔଷଧ ଏବଂ ଅମ୍ଳଜାନ ପରି ସାହାଯ୍ୟ କରିବାକୁ କ୍ରମାଗତ ଭାବରେ ଚେଷ୍ଟା କରୁଛନ୍ତି । କେବଳ ସୋସିଆଲ ମିଡିଆରେ ନୁହେଁ, ବର୍ତ୍ତମାନ ଲୋକମାନେ
Read More...

ଶୁଲିଆ ଗ୍ରାମରୁ ଝିଙ୍କ ସହିତ ଶିକାରୀ ଗିରଫ

ବୌଦ୍ଧ,୨୫/୫- ବୌଦ୍ଧଜିଲ୍ଲା ମନମୁଣ୍ଡା ବନବିଭାଗ ରେଞ୍ଜ ଅନ୍ତର୍ଗତ ଶୁଲିଆଗ୍ରାମରୁ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିବା ସହ ଗୋଟିଏ ଝିଙ୍କ ଜବତ୍‌ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଶୁଲିଆ ଗ୍ରାମର ସଂରକ୍ଷିତ ଜଙ୍ଗଲରୁ ସେହି ଗ୍ରାମର ପ୍ରଭାକର ସେଠୀଙ୍କ ପୁଅ ରାଧାକାନ୍ତ ସେଠୀ
Read More...

ମାଡି ଆସୁଛି ବାତ୍ୟା ୟାସ, ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ

ଭୁବନେଶ୍ୱର : ସ୍ଥଳ ଭାଗକୁ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟାସ୍ । ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ଅଛି । ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଞ୍ଚିବ । ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଏହି ଅଂଚଳ
Read More...

ପୁଣି ରାଜ୍ୟରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୩୩ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ବୌଦ୍ଧ : ପରିବା ବଜାରରେ ପ୍ରଶାସନର ଚଢାଉ, ଜୋରିମାନା ଆଦାୟ

ବୌଦ୍ଧ,୨୫/୫ - ଆଜି ସକାଳେ ବୌଦ୍ଧ ସହର ଗାନ୍ଧୀଛକ ଠାରୁ ପୋଡାପଡା ରାସ୍ତା ଓ ଗାନ୍ଧୀ ଛକରୁ ଭୈରବୀ ଛକ ଯାଏଁ ରାସ୍ତା କଡରେ ବସୁଥିବା ଦୈନିକ ପରିବା ବଜାରରେ ସହରାଞ୍ଚଳ ପ୍ରଶାସନ ତରଫରୁ ଚଢାଉ କରାଯାଇଥିଲା l ଦୋକାନରୁ ଦୋକାନକୁ 30 ଫୁଟ୍ ଦୂରତା ରକ୍ଷା କରି ନଥିବା ପରିବା ବ୍ୟବସାୟୀ ଓ ଚାଷୀ
Read More...

ବାତ୍ୟା “ୟାସ” ସଂପର୍କରେ ବ୍ୟାପକ ପ୍ରସ୍ତୁତି ନେଇ ଜଳ ସଂପଦ ମନ୍ତ୍ରୀଙ୍କ ଏରସମା ଅଂଚଳ ପରିଦର୍ଶନ

ଭୁବନେଶ୍ବର,୨୪/୫- ବାତ୍ୟା " ୟାସ " ସଂପର୍କରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିଥିଲେ ଓ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ସେ ଏରସମା ବ୍ଲକ ବିଡିଓ
Read More...

ଓୟୁଜେ କନ୍ଧମାଳ ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ମିଳିତ ଭାବେ ଏସପିଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ,୨୪/୦୫ - ଓୟୁଜେ କନ୍ଧମାଳ ସଭାପତି ପ୍ରଶାନ୍ତ କୁମାର ବେହେରା ଓ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ ଅରୁପ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଦୁଇଟି ଦାବିପତ୍ର ଉଭୟ ପକ୍ଷରୁ ପ୍ରଦାନ
Read More...