Monthly Archives

May 2021

8 ଗୋଟି ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ,୧୯/୫- ସ୍ଥାନୀୟ ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ. ସି., ବୌଦ୍ଧ ବ୍ଲକ୍ ଓ କଣ୍ଟାମାଳ ବ୍ଲକ୍ ଅଂଚଳର 8 ଗୋଟି ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ମିଳିଥିବା ସୂଚନା
Read More...

କୋଭିଡ୍ ହସପିଟାଲରେ ଯୁବ ଆଇନଜୀବିଙ୍କ ପରଲୋକ

ବୌଦ୍ଧ,୧୯/୫ - ଆଜି କରୋନାରେ ବୌଦ୍ଧ ଜିଲ୍ଲାର ଜଣେ ଯୁବ ଆଇନଜୀବୀଙ୍କ ପରଲୋକ ହୋଇଯାଇଥିବା ଜଣା ପଡିଛି l ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମର ଯୁବ ଆଇନଜୀବୀ ବିଶ୍ବନାଥ ବେହେରା (36) ତିନି ଦିନ ତଳେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ
Read More...

କରୋନା କଟକଣାରେ ଭୋଜି ଆସର, ଆୟୋଜକ ଗଣିଲେ ୧୫ ହଜାର ଜୋରିମାନା

ଗଜପତି,୧୯/୫- ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଣ୍ଡାହାତୀ ପଞ୍ଚାୟତର ରତନତାଳସିଂ ଗ୍ରାମରେ ଏକ ବାହାଘର ଉତ୍ସବ କରାଯାଇଥିଲା । କୋଭିଡ ୧୯କୁ ଉଲ୍ଲଘଂନ କରାଯାଇ ବହୁସଂଖ୍ୟକ ଲୋକମାନଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ଏନେଇ ଖବର ପାଇ ରାୟଗଡ ତହସିଲଦାର ଗେରାବନ୍ଧ ଥାନା ଅଧିକାରୀ ପହଞ୍ଚି ବିବାହ
Read More...

୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି କମ୍ୟୁନିଟି ସେଣ୍ଟର

ବୌଦ୍ଧ/ଜହ୍ନାପଙ୍କ,୧୯/୫- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କୋଡାସାହିରେ ନିର୍ମାଣଧିନ ଥିବା କମ୍ୟୁନିଟି ସେଣ୍ଟର ୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ନିର୍ମାଣ କରାଯାଇଥିଲା କେବେ କାର୍ଯ୍ୟରେ ଲାଗିବ ତାହା ସାହିବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି
Read More...

ଗଜପତିରେ ପୁଣି ୮୨ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୯/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସୂଚନା ଅନୁଯାୟୀ ଆଜି ପାରଳାଖେମୁଣ୍ଡି ସହରରୁ ୨୩ ଜଣ, ଗୋଶାଣି ବ୍ଳକରୁ ୮ ଜଣ, କାଶୀନଗର ବ୍ଳକରୁ ୧୪ଜଣ, ମୋହନା ବ୍ଳକରୁ ୧୪ ଜଣ, ନୂଆଗଡ଼ ବ୍ଳକରୁ ୮ ଜଣ, ଆର ଉଦୟଗିରି
Read More...

ଲଇଗାଁ ପାୱାର୍‌ହାଉସ୍‌ ନିକଟରେ ବଲେରୋ ଓ କାର୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ହରଭଙ୍ଗା୧୯/୫- ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଲଇଗାଁ ପାୱାର୍‌ ହାଉସ୍‌ ନିକଟରେ ଆଜି ମଧ୍ୟାହ୍ନରେ ଏକ ବୋଲେରୋ ସହ କାର୍‌ ମୁହାଁମୁହିଁ ଧକ୍ଳା ହୋଇଥିବା ଜଣାପଡିଛି । ସୁଚନା ଅନୁଯାୟୀ ବୋଲେରୋ ଗାଡିଟି କିଆକଟା ଅଞ୍ଚଳରୁ ବାହାରି ହରଭଙ୍ଗାବ୍ଲକ ସଙ୍କରଡା
Read More...

ତିନି ଜନ୍ମ ପାଇଁ ଏହି କାମ କରିବାକୁ ଚାହାଁନ୍ତି ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋସିଆଲ ମିଡିଆରେ ଏକ ଫଟୋସେୟାର କରିଛନ୍ତି ଏବଂ ଫଟୋ ସହିତ ସେ ଆଗାମୀ ୩ ଜନ୍ମ ପାଇଁ କଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ପ୍ରକାଶ କରିଛନ୍ତି । ଗାଙ୍ଗୁଲି ଭାରତୀୟ ଦଳ ପାଇଁ ଖେଳୁଥିବା ସମୟର
Read More...

ଗଣିଆବ୍ଲକ ପ୍ରଥମଥର ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଦଶପଲ୍ଲା,୧୯/୫- କରୋନା ମହାମାରୀର ଦ୍ୱିତୀୟ ଲହରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନାରେ କିଛି ରୋଗୀ ମୃତ୍ୟୁବରଣ କରିଛନ୍ତି । ସହରାଞ୍ଚଳରେ ଲୋକେ ସରକାରୀ ନିୟମକୁ ମାନୁଥିବା ବେଳେ ଗ୍ରାମାଞ୍ଚଳରେ ମାନୁନଥିବାର ବିଶେଷ ସୂତ୍ରରୁ ଜଣାପଡୁଛି । ଏହିଭଳି
Read More...

ବୌଦ୍ଧଜିଲ୍ଲା: ୨୧୩ କରୋନା ପଜିଟିଭ ଚିହ୍ନଟ, ଖଟଖଟିଆରୁ ସର୍ବାଧିକ ୩୨

ବୌଦ୍ଧ,୧୯/୫- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୧୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...