Monthly Archives

May 2021

ରାଜ୍ୟରେ ବଢିଲା ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି ଲକଡାଉନ ଅବଧି ଆସନ୍ତା ଜୁନ୍ ୧ ତାରିଖ ଯାଏଁ ରହିବ । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ଏହା ବଳବତ୍ତର ରହିବ । ଏହି ଲକଡାଉନରେ କଟକଣା କଡାକଡି କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ
Read More...

ଆମ୍ବୁଲାନ୍ସ-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

ନିଜ ଗାଡ଼ିରେ ଗୁରୁତର ଡ୍ରାଇଭରକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଇଲେ କୋଟଗଡ଼ ବନବିଭାଗ ରେଞ୍ଜର ବାଲିଗୁଡ଼ା,୧୮/୫: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ପନ୍ଦରମାଇଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୦୮ ଆମ୍ବୁଲାନ୍ସ ସହ ଏକ ଟ୍ରକ୍‌ ମୁହାଁମୁହିଁ
Read More...

ଗଜପତିରେ ପୁଣି ୫୬ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୮/୫- ଗଜପତି ଜିଲ୍ଲାରେ ଆଜି ପୁଣି ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୨୬ ଜଣ, ଗୋଶାଣି ବ୍ଳକରୁ ୧୦ ଜଣ, କାଶୀନଗର ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୫ ଜଣ, ନୂଆଗଡ଼ ବ୍ଳକରୁ ୪ ଜଣ, ଆର
Read More...

୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, ବଢାଇପାରନ୍ତି ଲକଡାଉନ ଅବଧି

ଭୁବନେଶ୍ୱର : ଆଜି ଅପରାହ୍ନ ୧.୪୫ରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରେସମିଟ କରିବେ । ଏହି ଅବସରରେ ରାଜ୍ୟରେ ବଢିଚାଲିଥିବା କରୋନାକୁ ରୋକ୍ ଲଗାଇବା ପାଇଁ କେତେକ ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡୁଛି । ଆସନ୍ତାକାଲି ସକାଳ ୬ଟାରୁ ଲକଡାଉନ
Read More...

ଖୁସି ଖବର : କରୋନାକୁ ହରାଇଲେ ସାହା, ଇଂଲଣ୍ଡରେ ସିରିଜ ଖେଳିବେ

ନୂଆଦିଲ୍ଲୀ : ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା କରୋନା ସଂକ୍ରମଣରୁ ମୁକ୍ତି ପାଇଛନ୍ତି ଏବଂ ଆସନ୍ତା ମାସରେ ଭାରତ ଇଂଲଣ୍ଡ ଗସ୍ତରେ ଉପଲବ୍ଧ ହେବେ । ଦିଲ୍ଲୀର ଏକ ହୋଟେଲରେ କ୍ୱାରେଣ୍ଟାଇନ ଶେଷ କରିବା ପରେ ସାହା କୋଲକାତାରେ ତାଙ୍କ ଘରେ ପହଞ୍ଚିଛନ୍ତି । ଇଂଲଣ୍ଡ ଯାଉଥିବା ଦଳ
Read More...

ବୌଦ୍ଧ: ପୁଣି ଦ୍ୱିଅର୍ଦ୍ଧ ଶତକ ଛୁଇଁଲା କରୋନା ପଜିଟିଭ ସଂଖ୍ୟା

ବୌଦ୍ଧ,୧୮/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଦ୍ୱିଅର୍ଦ୍ଧ ଶତକ ଛୁଇଁଲା କରୋନା ପଜିଟିଭ ସଂଖ୍ୟା । ଆଜି ବୌଦ୍ଧ ଜିଲ୍ଲାରେ ଯେଉଁ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ବଢିଗାଁ ଗ୍ରାମ ପଞ୍ଚାୟତ ଇଚ୍ଛାପୁର ଓ ଛତନିଆକଟା ଗ୍ରାମରୁ ୨ ଜଣ ଲେଖାଏଁ ଓ ବଲାସିଙ୍ଗା
Read More...

ବୌଦ୍ଧ : କରୋନା ନେଲା ଆଉ ଜଣେ ଯୁବକଙ୍କ ଜୀବନ

ବୌଦ୍ଧ,୧୮/୫: କରୋନା ମହାମାରୀ ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ବାଉଁଶୁଣୀ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (26) ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଗତକାଲି ଆଉ ଜଣେ 29 ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ହେବା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ
Read More...

ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା ବନ୍ଦ, ଲୋକେ ହନ୍ତସନ୍ତ

ବୌଦ୍ଧ,୧୭/୫- ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍‌ ପରୀକ୍ଷା ହୋଇପାରି ନଥିବା ଯୋଗୁଁ ପରୀକ୍ଷା ପାଇଁ ଆସିଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‌ ପରୀକ୍ଷା ଦାୟିତ୍ୱରେଥିବା କର୍ମଚାରୀ ନିଜେ କରୋନା ପଜିଟିଭ
Read More...

ମେ ୨୪ରୁ ୩ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ୱର,୧୭/୫- ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ୱିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି
Read More...