Monthly Archives

May 2021

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୭/୫- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ନୂଆଗଡ଼ ବ୍ଳକର ନୂଆଗଡ଼ ଗ୍ରାମରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପରେ ସଚେତନତା କରାଯାଇଛି । ଏହି
Read More...

କୋଭିଡ କଟକଣାକୁ ଫୁ କରି କଲେ ବାହାଘର

ପାରଳାଖେମୁଣ୍ଡି,୧୭/୫- କରୋନା କଟକଣାକୁ ଫୁ । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେଏକ ବାହାଘର ବରଯାତ୍ରୀରେ ବିନା ମାସ୍କରେ ସାମାଜିକ ଦୂରତା ଓ କୋଭିଡ ନିୟମକୁ ଉଲ୍ଲଂଘନ କରି ବାଦ୍ୟର ତାଳେ ତାଳେ ନାଚିଥିଲେ ଶହ ଶହ ଲୋକ । ଏହି ଅବସରରେ ଗତକାଲି
Read More...

ଗଜପତିରେ ପୁଣି ୧୪୧ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି,୧୭/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୭୦ ଜଣ, ଗୋଶାଣି ବ୍ଳକରେ ୧୨ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୨୧ଜଣ, ମୋହନା ବ୍ଳକରୁ ୨୫ ଜଣ,
Read More...

୨ ଦିନରେ ଥରେ ଯାଉଛି କ୍ଷୀର, କ୍ଷତିରେ ଗୋପାଳକ

ବୌଦ୍ଧ/ଜହ୍ନାପଙ୍କ,୧୭/୫- ରାଜ୍ୟ ଓ କେନ୍ଦ୍ର ସରକାର ଗୋପାଳନ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି । ଗୋପାଳକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବାପାଇଁ ଗାଈ ଋଣ, ଗୁହାଳ ନିର୍ମାଣ ସହାୟତା ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଗାଈମାନଙ୍କୁ ଛୁଆ ପାଇଁ ମାଗଣାରେ ବିହନ ଯୋଗାଇ ଦେଉଛନ୍ତି । ହେଲେ
Read More...

ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ଼,୧୭/୫- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା ପୂର୍ବରୁ ଏହି ଡାକ୍ତରଖାନା ରେ
Read More...

ପିଲାଚୋର ସନ୍ଦେହରେ ସନ୍ଦିଗ୍ଧଙ୍କୁ ଅଟକରଖି ଥାନାରେ ଜିମାଦେଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୭/୫: ଦାରିଙ୍ଗବାଡ଼ି ଥାନା ମୁଣ୍ଡୁଳାବାଲି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ
Read More...

ବୌଦ୍ଧଜିଲ୍ଲାରୁ ଆଜି ୧୨୪ କରୋନା ପଜିଟିଭ ଚିହ୍ନଟ, ଶଗଡା ପଞ୍ଚାୟତରୁ ୪୧ ଜଣ

ବୌଦ୍ଧ,୧୭/୫ - ଆଜି ବୌଦ୍ଧ ଜିଲ୍ଲାରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ଇସିରୀସିଙ୍ଗା ଗ୍ରାମରୁ ୧ ଜଣ, ବହିରା ଗ୍ରାମରୁ ୧
Read More...

ଗର୍ଜନସେନା ପକ୍ଷରୁ ପକ୍ଷୀ ମାନଙ୍କ ଜଳ କଷ୍ଟ ଦୂରପାଇଁ ଅଭିନବ ପ୍ରୟାସ

ବୌଦ୍ଧ,୧୭/୫ – ଗ୍ରୀଷ୍ମକାଳରେ ପକ୍ଷୀ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଗର୍ଜନ ସେନା ତରଫରୁ ‘ପଶୁ ପକ୍ଷୀ ମାନଙ୍କ ପାଇଁ କିଛି ସେବା କରିବା' ଭଳି ଅଭିନବ ଅଭିଯାନ ଆରମ୍ଭ କରାଯାଇଥିବା ଜଣା ପଡିଛି । ବୌଦ୍ଧଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ପକ୍ଷୀମାନଙ୍କ ପାଇଁ ବୌଦ୍ଧ
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ହେବ ବାଧ୍ୟତାମୂଳକ

ଭୁବନେଶ୍ୱର,୧୭/୫- ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିବା ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ପୂର୍ବରୁ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଟେଷ୍ଟିଂ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ
Read More...