Monthly Archives

May 2021

ଦିବ୍ୟଦ୍ରଷ୍ଟା ନବୀନଙ୍କୁ ଅନୁସରଣ କରୁଛି ଦଳ

ଭୁବନେଶ୍ୱର,୧୭/୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତଥର ନିର୍ଦ୍ଦେଶ ଥିଲା ଆଉ ଏଥର ବି ରହିଛି ଯେ ବିଜେଡି ଓଡ଼ିଶା ମୋ ପରିବାର ତରଫରୁ ଯେଉଁ କାର୍ଯ୍ୟକ୍ରମ ନେଇଛି ଜୀବନ ବିନ୍ଦୁର। ତାକୁ ବ୍ଲକ ଓ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କୋଭିଡ ନିୟମ ଅନୁସାରେ କରାଯିବ ବୋଲି ବିଜେଡି ସଂଗଠନ
Read More...

ବୌଦ୍ଧ: କୋଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା

ବୌଦ୍ଧ,୧୭/୫- ବୌଦ୍ଧଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ, ଜଣେ ୭୪ ବର୍ଷୀୟ ମହିଳା ଓ ଜଣେ ୩୭ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଆଜି
Read More...

ସେବା ବନାମ: ଚାନ୍ସ ଦେଖି ଭାଙ୍ଗଡା ଡାନ୍ସ

ବଲାଙ୍ଗୀର,୧୭/୫- କରୋନାର ୨ୟ ଲହର ବେଳେ ସାରାଦେଶରେ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡରକୁ ନେଇ ଭିନ୍ନ ଭିନ୍ନ ଖବର ଅନେକ । ଏଭଳି ଏକ ସମୟରେ ବଲାଙ୍ଗୀର ବଣିକ ସଂଘ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରସ୍ତାବକ୍ରମେ ଅକ୍ସିଜେନ ବ୍ୟାଙ୍କର ଭରଚୁଆଲ ଶୁଭ
Read More...

କୋଭିଡ ରୋଗୀଙ୍କ ପାଇଁ ଔଷଧ ୨ଡିଜିକୁ ଲଞ୍ଚ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ର ଏକ ନୂତନ ଔଷଧ୨ଡିଜି (୨-ଡିଓସି-ଡି-ଗ୍ଲୋକୋଜ) ପ୍ରଥମ ଚରଣରେ ସୋମବାର ଦିନ ୧୦,୦୦୦ ଡୋଜ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
Read More...

ଜିଲ୍ଲାରେ ୨୪୦୦ରୁ ଅଧିକ ସଂକ୍ରମିତ ସକ୍ରିୟ, ତଥାପି ପ୍ରଶାସନ ଓ ଜନତା ବେଫିକର୍‌

ବୌଦ୍ଧ,୧୭/୫ - ବୌଦ୍ଧଜିଲ୍ଲାରେ କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆତଙ୍କ ଖେଳାଇ ଦେଇଛି । ଆଜି ସୁଦ୍ଧା ଜିଲ୍ଲାରେ ୬୨୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତକାଲି ସୁଦ୍ଧା ୨୩୩୯ ଗୋଟି ସକ୍ରିୟ ମାମଲା ଜିଲ୍ଲାରେ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି
Read More...

ବୌଦ୍ଧ : ସବୁଠି ଜଳ ସଙ୍କଟ, ପଦାରେ ପଡିଛି ଜଳ ପରିମଳ ବିଭାଗର ଦୁର୍ନୀତି

ବୌଦ୍ଧ,୧୭/୫ - ଜିଲ୍ଲାରେ କରୋନା ପରିସ୍ଥିତି ସହିତ ତାଳ ଦେଇ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି l ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ବର୍ତ୍ତମାନ ପ୍ରବଳ ଜଳ କଷ୍ଟ ଭୋଗ କରୁଛନ୍ତି | ପିଇବା ଓ ରୋଷେଇ ପାଇଁ ଜଳ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି l ଜିଲ୍ଲା
Read More...

ଯୁବ ରେଡକ୍ରସ ତରଫରୁ ସହାୟତା

ବୌଦ୍ଧ,୧୬/୫ – ବୌଦ୍ଧଜିଲ୍ଲା ଯୁବ ରେଡକ୍ରସ ତରଫରୁ ଆଜି ବୌଦ୍ଧବ୍ଲକର ବିଭିନ୍ନ ଗ୍ରାମରେ କରୋନା ମହାମାରୀର ସଚେତନତା ସହ ଅତି ଗରିବ କୋଭିଡ ରୋଗୀଙ୍କ ପାଖରେ ରେଡକ୍ରସର ସହାୟତା ପହଞ୍ଚାଯାଉଛି । ମୁଣ୍ଡାପଡା ପଞ୍ଚାୟତ ଖମାରିପଡା ଗ୍ରାମର ୨୮ଜଣ, ଆମ୍ବଝରୀ ପଞ୍ଚାୟତ ଝାଙ୍କରପଡା ଗ୍ରାମର ୨୪ଜଣ
Read More...

ବୌଦ୍ଧ: କରୋନାରେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ବୌଦ୍ଧ /ବାଉଁଶୁଣୀ,୧୬/୫ - କରୋନାରେ ପୀଡିତ ଥିବା ଜଣେ ଯୁବକଙ୍କ ଆଜି ବୌଦ୍ଧ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (୨୬) ଗତ ୧୩ ତାରିଖରେ କୋଭିଡ୍‌ ପରୀକ୍ଷା
Read More...

ଜାତୀୟ ଡେଙ୍ଗୁ ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ

ଗଜପତି,୧୬/୫- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ଡେଙ୍ଗୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା
Read More...

କରୋନା ଭୟରେ ରୋଗୀ ଯାଉନାହାନ୍ତି ଡାକ୍ତରଖାନା

ବୌଦ୍ଧ/ଜହ୍ନାପଙ୍କ,୧୬/୫- କରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ଗାଁ ଗାଁରେ ମାଡିଚାଲିଛି ସଂକ୍ରମଣ । ଲୋକ ମାନଙ୍କ ମଧ୍ୟରେ ସଚେତନତା ଅଭାବ ଓ ଅମାନିଆ ସ୍ୱଭାବ ଯୋଗୁଁ କରୋନା ତାର କାୟା ବିସ୍ତାର କରି ଚାଲିଛି । କରୋନା ସଂକ୍ରମଣର ପ୍ରତିରୋଧ କରିବାରେ ପ୍ରଶାସନର ଖାମଖିଆଲି ମନୋଭାବ
Read More...