Monthly Archives

May 2021

ପାଟଣାଗଡ଼ ଉପଖଣ୍ଡ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁଙ୍କ ପରଲୋକ

ପାଟଣାଗଡ଼,୧୬/୫- ଆଜି ଭୋର ସମୟରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ( ୭୫) ଙ୍କ ପରଲୋକ ହୋଇଯାଇଛି ।ସେ କିଛି ଦିନ ତଳେ କରୋନାରେ ପୀଡିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ବିଧିର ବିଧାନ ଆଗରେ
Read More...

ଆରମ୍ଭରୁ ଅଚଳ ହୋଇ ପଡିଛି ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ !

ବୌଦ୍ଧ,୧୬/୫- ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ବଘିଆପଡା ଗ୍ରାମ ରଥସାହି ନିକଟରେ ଆଜକୁ 3 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ପ୍ରକଳ୍ପ ପ୍ରତିଷ୍ଠା ଦିନ ଠାରୁ ଏହା ଅଚଳ ହୋଇ ପଡିଛି
Read More...

ଦୁଇ ମାସ ହେଲା ନଳକୂପ ଅଚଳ, ହନ୍ତସନ୍ତ ଦଳିତପଡା ବାସୀ

ବୌଦ୍ଧ,୧୬/୫ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରlୟଣପୁର ଗ୍ରାମର ଦଳିତପଡାରେ ଥିବା ଏକମାତ୍ର ନଳକୂପ ପ୍ରାୟ ଦୁଇ ମାସ ହେଲା ଅଚଳ ହୋଇ ପଡିଥିବା ଯୋଗୁଁ ପଡାବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ନିକଟରେ ଥିବା ପୋଖରୀ ପାଣିକୁ
Read More...

ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ 14 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ
Read More...

ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ
Read More...

ବିଗ୍-ବି ନେଲେ ଦ୍ବିତୀୟ ଡୋଜ୍

ବର୍ତମାନ ର ସମୟରେ ଯେତେବେଳେ କରୋନା ଭାଇରସ ହାହା କାର ମଚାଇ ରଖିଛି, ସେତେବେଳେ ବଞ୍ଚିବା ପାଇଁ ଭ୍ୟାକ୍ସିନ ବହୁତ୍ ଜରୁରୀ ଅଟେ। ବଲିଉଡ୍ ର ଅନେକ ତାରକା ମାନେ ଭ୍ୟାକ୍ସିନ ନେବାର ନଜର ରେ ଆସିଛନ୍ତି।କିଛି ଦିନ ତଳେ ସଲମନ୍ ଖାନ୍ ଦ୍ୱିତୀୟ ଡୋଜ୍ ନେଇଥିବା ବେଳେ ଗତକାଲି ଅମିତାଭ ବଚ୍ଚନ
Read More...

ଭାରତ ଫେରନ୍ତା ଅଷ୍ଟ୍ରେଲିଅ ନାଗରିକଙ୍କ ଉପରେ ଅଷ୍ଟ୍ରେଲିଆର ପ୍ରତିବନ୍ଧକ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିରସନ ଭାରତରୁ ଫେରୁଥିବା ଅଷ୍ଟ୍ରେଲିଆ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷ୍ପତି ଦେଶର ହିତ ତଥା କରୋନା ଭାଇରସର ତୃତୀୟ ଲହରୀକୁ ରୋକିବା ପାଇଁ ନିଆଯାଇଥିବା ନିଜ ବିବୃତିରେ ରଖିଛନ୍ତି। ସ୍ବଦେଶ କୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଭାରତ
Read More...

ନଳକୂପ ଅଚଳ, ପାଣି ପାଇଁ ହାହାକାର

ବୌଦ୍ଧ,୧୫/୫ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ଅମାତସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହେଉଛି । ଫଳରେ ଗୋଟାଏ ମାତ୍ର ନଳକୂପରେ ନିର୍ଭର ପଡାବାସୀ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
Read More...

ବିଭିନ୍ନ କଣ୍ଟେନମେଣ୍ଟ ଅଂଚଳକୁ ପରିଦର୍ଶନ କଲେ ଉପ ଜିଲ୍ଲାପାଳ

ବୌଦ୍ଧ/ହରଭଙ୍ଗା,୧୫/୫- ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବାବେଳେ, ବ୍ଲକର କେତେକ ଗ୍ରାମକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏପଟେ ଗ୍ରାମାଞ୍ଚଳରେ ଲୋକମାନେ ସରକାରଙ୍କ କୋଭିଡ୍‌୧୯ର ନିୟମକୁ ଜାଣିଶୁଣି ଉଲ୍ଲଙ୍ଘନ
Read More...

ପାଟଣାଗଡ଼ ଏବଂ ବେଲପଡା ଡାକ୍ତରଖାନାରେ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ,୧୫/୫- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଓ ବେଲପଡା ଅଞ୍ଚଳରେ କୋରେନା ମହାମାରୀକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି
Read More...