Monthly Archives

May 2021

ବୌଦ୍ଧ : ଆଜି 220 କରୋନା ପଜିଟିଭ ଚିହ୍ନଟ, ଖମାରୀପଡାରୁ 52 ଜଣ

ବୌଦ୍ଧ,୧୪/୫ - ଆଜି ବୌଦ୍ଧ ଜିଲ୍ଲାରେ 228 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ତନ୍ମଧ୍ୟରୁ 8 ଜଣ ସୋନପୁର ଜିଲ୍ଲାର ଲୋକଙ୍କ ରିପୋର୍ଟ ମିଶି ଥିବାରୁ ବୌଦ୍ଧ ଜିଲ୍ଲାର ବାସୀନ୍ଦା ହିସାବରେ 220 ଜଣ କରୋନା ପଜିଟିଭ ଚିନ୍ହଟ
Read More...

କୋଭିଶିଲ୍ଡଙ୍କ ଦ୍ୱିତୀୟ ଡୋଜ୍ ସମୟର ପରିବର୍ତ୍ତନ ପଛରେ କାରଣ କ’ଣ?

ନୂଆଦିଲ୍ଲୀ: କୋଭିଶିଲ୍ଡର ଦ୍ୱିତୀୟ ଡୋଜ ସମୟର ପରିବର୍ତ୍ତନକୁ ନେଇ ଏକ ଆଲୋଚନା ହୋଇଛି । କୋଭିଶିଲ୍ଡର ଦ୍ୱିତୀୟ ଟିକା ସମୟ କାହିଁକି ବଦଳାଇବ? ୧୨ ରୁ ୧୬ ସପ୍ତାହ କରିବାର କାରଣ କ’ଣ? ଯେଉଁମାନେ ଅଳ୍ପ ସମୟ ମଧ୍ୟରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ନେଇଥିଲେ ସେମାନେ ଭୟଭୀତ ହେବା ଆବଶ୍ୟକ କରନ୍ତି
Read More...

କରୋନା ଗୋଟେ ଜୀବ, ତାହାର ବଞ୍ଚିବାର ଅଧିକାର ଅଛି, ଏମିତି କହିଲେ ଏହି ରାଜ୍ୟର ପୂର୍ବତନ ସିଏମ

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ଯୋଗୁଁ ଭାରତରେ ହାହାକାର ଦେଖାଦେଇଛି । ଏହି ସମୟରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କରୋନା ବିଷୟରେ ଏକ ଅଜବ ବିବୃତ୍ତି ଦେଇଛନ୍ତି । ଏହି ବିବୃତ୍ତି ପରେ ରାୱତଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା । ବାସ୍ତବରେ
Read More...

କୃଷକଙ୍କୁ ଅକ୍ଷୟ ତୃତୀୟା ଭେଟି : ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କଲେ ମୋଦି

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କିଷାନମାନଙ୍କୁ ଅକ୍ଷୟ ତୃତୀୟା ଭେଟି ପ୍ରଦାନ କରିଛନ୍ତି । ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ପ୍ରଦାନ କରିଛନ୍ତି । ଆଜି ୯.୫ କୋଟିରୁ ଉର୍ଦ୍ଧ୍ୱ
Read More...

ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ

ବୌଦ୍ଧ,୧୪/୫ - ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁଁ କିଛି ଦିନ ହେଲା ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ରାଜ୍ୟ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ
Read More...

ଆମେରିକା ହେଲା ଦ୍ୱିତୀୟ ମାସ୍କ ମୁକ୍ତ ଦେଶ

ୱାଶିଂଟନ,୧୪/୫- ଆମେରିକା ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା । ଆମେରିକାରେ ଆଉ ଲୋକେ ପିନ୍ଧିବେନି ମାସ୍କ । ଜରୁରୀ ନୁହେଁ ସାମାଜିକ ଦୂରତା ରକ୍ଷା କରିବା । ଆମେରିକାର ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ଘୋଷଣାକଲା ସିଡିସି । ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ
Read More...

କଣ୍ଟେନମେଣ୍ଟ ଜୋନରେ ରହୁନି ନୀତିନିୟମ, ସବୁଠି ଉଲ୍ଲଙ୍ଘନ

ବୌଦ୍ଧ,୧୪/୫- ଜିଲ୍ଲାରେ କରୋନା ପଜିଟିଭ ପ୍ରତିଦିନ ଶତକ ପାର୍‌ କରୁଥିବା ବେଳେ ଲୋକେ କୌଣସି କଟକଣା ଓ ବାରଣ ମାନୁନଥିବା ଅଭିଯୋଗ ହେଉଛି । କରୋନା ପଜିଟିଭ ହୋଇଥିବା ଲୋକ ଓ ତାଙ୍କ ପରିବାର ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ନରହି ବାହାରେ ବୁଲାବୁଲି କରୁଥିବା ଖବର ବିଭିନ୍ନ ଗ୍ରାମରୁ ଆସୁଛି ।
Read More...

ବନ କର୍ମଚାରୀଙ୍କ ସମେତ ଆଉ କିଛି ସେବା ସଂସ୍ଥା କର୍ମଚାରୀ କୋଭିଡ୍ ଯୋଦ୍ଧା ଘୋଷିତ

ବୌଦ୍ଧ,୧୩/୫ - ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ 6 ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ସମେତ ବିଭିନ୍ନ ସେବା ଯୋଗାଇ ଦେଉଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଘରୋଇ ସଂସ୍ଥାର କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଇଛି |
Read More...

ଗାଁରାସ୍ତା ମଝିରେ ପାଣି, ଡ୍ରେନ ବ୍ୟବସ୍ଥା ପାଇଁଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ/ହରଭଙ୍ଗା,୧୩/୫- ଗାଁ ପରିମଳ ଧୋବାତୁଠରୁ ହିଁ ଜଣାପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ । ଗାଁର ଦୃଶ୍ୟକୁ ଦେଖିଲେ ମନେହୁଏ ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ଏଠି ଫେଲ୍‌ । ସରକାରଙ୍କ ପକ୍ଷରୁ ସ୍ୱଚ୍ଛନିର୍ମଳ ପରିବେଶ
Read More...