Monthly Archives

May 2021

ଗଜପତିରେ ଆଜି ପୁଣି ୧୦୪ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୩/୫- ଜିଲ୍ଲାରେ ଆଜି ପୁଣି ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୪ ଜଣ, ଗୋଶାଣି ବ୍ଳକରେ ୧୭ଜଣ,କାଶୀ ନଗର ବ୍ଳକରୁ ୧୨ ଜଣ, ମୋହନା ବ୍ଳକରୁ ୮ ଜଣ,ନୂଆଗଡ଼ ବ୍ଳକରୁ ୧୦ ଜଣ,ରାୟଗଡ଼ ବ୍ଳକରୁ
Read More...

ଭାରତ ବାୟୋଟେକକୁ ଡିସିଜିଆଇର ଅନୁମତି, ୫୨୫ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ କରାଯିବ କ୍ଲିନିକାଲ ଟ୍ରାଏଲ ରନ୍‌

ଭୁବନେଶ୍ୱର,୧୩/୫- ୨ ରୁ ୧୮ ବର୍ଷ ବୟସ ମଧ୍ୟରେ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ଭାରତ ବାୟୋଟେକକୁ ଆଜି ଅନୁମତି ଦେଇଛନ୍ତି । ୫୨୫ ଜଣ ସୁସ୍ଥା ସ୍ୱେଚ୍ଛାସେବୀଙ୍କ ଠାରେ ଏହାର ଟ୍ରାଏଲ ରନ୍‌ କରାଯିବ । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଏଲ ରନ୍‌ ପରେ ଏହା ଶିଶୁ ଓ
Read More...

ବିଜୁ ଜନତା ଦଳର ମହାନତା, ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ଦଳର ସଦସ୍ୟ

ବାଲିଗୁଡା, ୧୩/୫: ବିଜୁ ଜନତାଦଳର ମହାନତା । ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର
Read More...

ବୌଦ୍ଧ: ରେକର୍ଡ ସଂଖ୍ୟକ ୨୩୨ ପଜିଟିଭ ଚିହ୍ନଟ, ସାଂପୋଚ ପଞ୍ଚାୟତରୁ ୧୧୩

ବୌଦ୍ଧ,୧୩/୫ - ଆଜି ଗୋଟିଏ ଦିନରେ ବୌଦ୍ଧଜିଲ୍ଲାରୁ ରେକର୍ଡ ସଂଖ୍ୟକ ୨୩୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କେବଳ ସାଂପୋଚ ଗ୍ରାମ ପଞ୍ଚାୟତରୁ ହିଁ ୧୧୩ ପଜିଟିଭ ଚିନ୍‌ହଟ ହୋଇଥିବା ଜଣାପଡିଛି । ଜିଲ୍ଲା ସୂଚନା ଓ
Read More...

କରୋନା ପଜିଟିଭ୍‌ଥିବା ପରିବାରକୁ ଗାଁ ଲୋକ କଲେ ସାହାଯ୍ୟ

ଫୁଲବାଣୀ,୧୩/୫: କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ, ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ବାଉଡିନାଜୁରେ ଗୋଟିଏ ପରିବାରରେ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୬ ଦିନ ହେଲା ୩ ଜଣ ପୁରୁଷ ସମେତ ୨ ଜଣ ମହିଳାଙ୍କୁ ମେଡିକାଲ ଓ ବ୍ଲକ ପ୍ରଶାସନ ପକ୍ଷରୁ
Read More...

ଏହି ରାଜ୍ୟରେ କରୋନାରେ ବେସାହାରା ପିଲାଙ୍କୁ ମିଳିବ ପେନସନ

ଭୋପାଳ : କରୋନା ମହାମାରୀର ଦ୍ୱିତୀୟ ଲହରୀ ଦେଶରେ ଉତ୍ତେଜନା ସୃଷ୍ଟି କରିଛି । ପ୍ରତିଦିନ ତିନି ଲକ୍ଷରୁ ଅଧିକ ସଂକ୍ରମଣର ରିପୋର୍ଟ କରାଯାଉଛି । ଅନେକ ପରିବାର ଅଛନ୍ତି ଯେଉଁମାନେ ଏହି ମହାମାରୀ ଯୋଗୁଁ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ସେପଟେ ମଧ୍ୟପ୍ରଦେଶ ସରକାର ରିଲିଫ ଘୋଷଣା
Read More...

ସିଏମ୍‌ସି କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୧୫ ମହିଳାଙ୍କ ସମେତ ୬୭ ବସ୍ତିବାସିନ୍ଦା ଗିରଫ

କଟକ : ସିଏମ୍‌ସି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଜି କଟକ କମିଶନରେଟ ପୁଲିସ ୧୫ଜଣ ମହିଳାଙ୍କ ସମେତ ୬୭ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରିଛି । ଗତ୨ ଦିନ ତଳେ କାଳବୈଶାଖୀରେ ତମ୍ବୁ ଘର ଉଜୁଡି ଯିବା ପ୍ରତିବାଦରେ କଟକ ନୂଆପଡା ବାଲିସାହି ବସ୍ତି ବାସିନ୍ଦା କଟକ ମହାନଗର ନିଗମ(ସିଏମ୍‌ସି)
Read More...

ଭୁବନେଶ୍ବର ଝାରପଡ଼ା ଜେଲ ଭିତରେ ଗଞ୍ଜେଇ ଆସର, ଭାଇରଲ ହେଲା ଭିଡିଓ

ଭୁବନେଶ୍ବର:ନାଚ-ଗୀତ ସହ ଗଂଜେଇ ଚିଲମ ଧୂଆଁରେ ଉଠୁଛିପଡ଼ୁଛି ଜେଲ ପରିସର । କୋରୋନା କାଳରେ ଜେଲ ଭିତରେ ନାଚ-ଗୀତକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଏତେ କଡ଼ାକଡ଼ି ଯାଞ୍ଚ ଜେଲ ଭିତରକୁ ଗଞ୍ଜେଇ ଯାଉଛି କେମିତି ?କଡାକଡି ଯାଞ୍ଚ ପରେ ବି ମୋବାଇଲ ଫୋନ ନେଉଛି କିଏ ?
Read More...

ସମ୍ବଲପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ଟି ବେଡ଼୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମ୍‌ସିଏଲକୁ…

ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀ ଦ୍ୱିତୀୟ ଲହରର ସଂକଟ ସମୟରେ ଓଡ଼ିଶାବାସୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମେଡ଼ିକାଲ ଭିତିଭୂମିର ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅନୁରୋଧକୁ ପ୍ରାଥମିକତା ଦେଇ ସକରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ର କୋଇଲା,
Read More...