Monthly Archives

May 2021

ବୌଦ୍ଧ: ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୨/୫ - ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଢିଗାଁ
Read More...

ଅଧାପନ୍ତରିଆ ରାସ୍ତା କାମ ଯୋଗୁଁ ବଢୁଛି ଦୁର୍ଘଟଣା !

ବୌଦ୍ଧ,୧୨/୫ - ଠିକା ସଂସ୍ଥାର ମନମୁଖୀ ଓ ଅଧାପନ୍ତରିଆ ରାସ୍ତା କାମ ଯୋଗୁଁ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେବାସହ ନିୟମିତ ଯାନବାହନ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି | ବୁଟୁପାଲିରୁ ବଘିଆପଡା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାମ ଦୁଇ ବର୍ଷରୁ ଅଧିକ ସମୟ
Read More...

5 ଲକ୍ଷ ଟଙ୍କାର କାମ ହୋଇ ମଧ୍ୟ ରାସ୍ତାର ଅବସ୍ଥା ବେହାଲ୍ !

ବୌଦ୍ଧ,୧୨/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଘଣ୍ଟପାଲି ଠାରୁ ହାତୀପାଲି ଗ୍ରାମ କୁ ଯାଇଥିବା ରାସ୍ତା ଗତ କିଛି ଦିନ ତଳେ ମରାମତି ହୋଇଥିଲା | ମିଳିଥିବା ସୂଚନା ଅନୁଯାୟୀ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ 5 ଲକ୍ଷ ଟଙ୍କାର
Read More...

ନଳକୂପର ଚାନ୍ଦିନୀ ନିର୍ମାଣ ହେବ କେବେ ?

ବୌଦ୍ଧ,୧୨/୫- ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ କୁଲିମୁଣ୍ଡା ଗ୍ରାମରେ ଖନନ ହୋଇଥିବା ଗୋଟିଏ ନଳକୂପର ଦୁଇ ବର୍ଷ ପରେ ମଧ୍ୟ ଚାନ୍ଦିନୀ ନିର୍ମାଣ ହୋଇ ନଥିବା ହେତୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି | ଗ୍ରାମବାସୀ କିଛି ଛୋଟ ଛୋଟ ପଥର ପକାଇ କାମ
Read More...

ଓଡିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୧୧/୫ : ଆସନ୍ତା ୧୩ ତାରିଖରେ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୬ ତାରିଖ ବେଳକୁ ବାତ୍ୟାର ରୂପ ନେବ ତେବେ ଏହାର ପ୍ରଭାବ ବାଙ୍ଗୋପସାଗର ଉପରେ ରହିବ ନାହିଁ ବୋଲି କହିଛନ୍ତି ଆଇ ଏମଡିର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏଣୁ ଓଡିଶା ଉପରେ ବାତ୍ୟା ଭୟ ନାହଁ
Read More...

କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର,୧୧/୫- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ
Read More...

ରାଜଧାନୀରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର,୧୧/୫- ଘଡଘଡି ସାଙ୍ଗକୁ ବିଜୁଳି ଓ ତା ସହିତ ଅଧଘଣ୍ଟାର ବର୍ଷା ରାଜଧାନୀବାସୀଙ୍କୁ ଆଶ୍ୱସ୍ତ କରିଛି । ଗୁଳୁଗୁଳିରୁ ମୁକ୍ତି ମିଳଥିବା ବେଳେ କାଳ ବୈଶାଖୀର ତାଣ୍ଡବରେ ବହୁ ସ୍ଥାନରେ ରାସ୍ତାରେ ଗଛ ପଡିବା, ବିଜୁଳି ସଂଯୋଗ ବ୍ୟାହତ ହୋଇଛି । କେତକ ସ୍ଥାନରେ ଘର ଛପର ଉଡାଇବା ସହିତ
Read More...

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାମରେ ମାନହାନି ମାମଲା ଦାୟରକଲେ ସାମ୍ବାଦିକ

ବୌଦ୍ଧ,୧୧/୫ - ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ନାମରେ ଦୈନିକ ପ୍ରଗତିବାଦୀର ପ୍ରତିନିଧି ଦେବାନନ୍ଦ ସାହୁ ଏକ ମାନହାନି ମାମଲା ବୌଦ୍ଧ ଏସ.ଡି.ଜେ.ଏମ.ଙ୍କ ଅଦାଲତରେ ଦାୟର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ କୁଜୁର ସାମ୍ବାଦିକ ଦେବାନନ୍ଦ ସାହୁଙ୍କ ନାମରେ
Read More...

୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ପ୍ରସୂତୀ ଗୃହ

ବୌଦ୍ଧ/ଜହ୍ନାପଙ୍କ,୧୧/୫- ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିିଭୂମିର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୧୫
Read More...