Monthly Archives

May 2021

ବୌଦ୍ଧ: ଆଜିର ୧୨୯ ପଜିଟିଭଙ୍କ ସହ ୪ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବୌଦ୍ଧ,୫/୫- ଆଜି ବୌଦ୍ଧଜିଲ୍ଲାରେ ପୁଣି ୧୨୯ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ନୂତନ ୧୨୯ ପଜିଟିଭଙ୍କ ସହ ଆଜିପର୍ଯ୍ୟନ୍ତ ୪୦୦୦ ଜଣ ଜିଲ୍ଲାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି
Read More...

ରାସ୍ତାରେ ପରିବା ଫିଙ୍ଗି ପ୍ରତିବାଦ

ବଲାଙ୍ଗୀର,୫/୫- ଲକ୍‌ ଡାଉନ୍‌ -୨ର ପ୍ରଥମ ଦିନରେ ଅଫିସର ରାଜ୍‌ କୁ ନେଇ ଅସନ୍ତୋଷ ବ୍ୟବସାୟୀଙ୍କ ହଙ୍ଗାମା କରିଛନ୍ତି । ବଲାଙ୍ଗୀର ଡେଲି ମାର୍କେଟ ଜିଲ୍ଲା ପ୍ରଶାସନର କଟକଣାକୁ ବିରୋଧ କରି ପରିବା ବିକାଳି ରାସ୍ତାରେ ପନିପରିବା ଫୋପାଡିଛନ୍ତି । ଅଭିଯୋଗ ଅନୁସାରେ, ଆଗୁଆ ସୂଚନା ନଦେଇ ଆଜିହିଁ
Read More...

ଆଜିଠୁ ୧୪ ଦିନିଆ ଲକଡାଉନ ଆରମ୍ଭ, ପୁଲିସର କଡାକଡି ଚେକିଂ

ବୌଦ୍ଧ,୫/୫: ୧୪ ଦିନିଆ ଓଡିଶା ଲକ ଡାଉନ ଆରମ୍ଭ ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ରାସ୍ତାଘାଟ, ଛକ ବଜାର ଶୁନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରମୁଖ ଛକରେ ପୋଲିସ୍‌ ମୁତୟନ ହୋଇ ଅମାନିଆ ମାନଙ୍କୁ ସାବାଡ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବୌଦ୍ଧସହର ଏନ.ଏ.ସି. ଛକ ଓ
Read More...

କୋଭିଡ ଆକ୍ରାନ୍ତ ବନ୍ଦୀଙ୍କ ମୃତ୍ୟୁକୁ ନେଇ ବୌଦ୍ଧ ଜେଲରେ ଉତ୍ତେଜନା

ବୌଦ୍ଧ,୫/୫: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ବିଚାରାଧିନ ଥିବା ଜଣେ ବନ୍ଦୀଙ୍କ ବୁର୍ଲା କୋଭିଡ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ଚିକିତ୍ସା ଅବହେଳାରୁ କଏଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା
Read More...

ହୀରାଞ୍ଚଳର ପ୍ରଭାବ, ଖବର ପ୍ରକାଶ ପରେ ନଳକୂଅ ହେଲା ମରାମତି

ବୌଦ୍ଧ,୫/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇପଡିଥିଲା । ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତ ୧ ତାରିଖ ଦିନ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର୍‌
Read More...

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଆଜିଠାରୁ ଆରମ୍ଭ ହେଲା ୧୪ଦିନିଆ ଲକ୍‌ଡାଉନ୍‌

ବାଲିଗୁଡ଼ା,୫/୫:- ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ । ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ କରିଛନ୍ତି ୧୫ ଦିନିଆ
Read More...

ହରଭଙ୍ଗାରେ ଟିଏମ୍‌ସି କେନ୍ଦ୍ର ଖୋଲିବାକୁ ଦାବି : ବଢୁଛି ସଂକ୍ରମଣ,ରହୁନି ନିୟନ୍ତ୍ରଣ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବ୍ଲକର ହରଭଙ୍ଗା ପଂଚାୟତରେ କରୋନା ବୃଦ୍ଧି ପାଇବା ଯୋଗୁଁ ହରଭଙ୍ଗା ପଂଚାୟତକୁ ଜିଲ୍ଲାର ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଟି.ଏମ.ସି. ଖୋଲିବାକୁ ଦାବି
Read More...

ହରଭଙ୍ଗା ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଘତ ୨୪ ଘଣ୍ଟା ଭିତରେ ହରଭଙ୍ଗାବ୍ଲକ ରେ ଗୋଟିଏ ଦିନରେ ୩୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ସେଥିମଧ୍ୟ୍ୟରୁ ବ୍ଲକର ରାମଗଡ ପଂଚାୟତର ମହିବାହାଲ୍ ଗ୍ରାମରେ ୧୦ ଜଣ ସଂକ୍ରମିତ
Read More...

କରୋନା ପାଇଁ ଅନେକ ବାହାଘର ବାତିଲ, ପରେ ହେବ ଲଗ୍ନଧାର୍ଯ୍ୟ

ବୌଦ୍ଧ,୫/୫- ବାହାଘର ଋତୁରେ କରୋନାର ଭୟାବହତା ସହିତ ଲକ ଡାଉନ ଓ ସର୍ଟ ଡାଉନର କଟକଣା ଯୋଗୁଁ ଅନେକ ସଂଖ୍ୟାରେ ବାହାଘର ଜିଲ୍ଲାରେ ବନ୍ଦ ହେବାକୁ ଯାଉଛି l ବର ଓ କନ୍ୟା ପକ୍ଷ ମିଶି 50 ଜଣଙ୍କ ମଧ୍ୟରେ ବିବାହ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଉଥିବା ଦୃଷ୍ଟିରୁ ଅନେକ ପରିବାର ପୂର୍ବରୁ
Read More...

୧୭ମେରୁ ଖୋଲିବ ରବି ଧାନମଣ୍ଡି

ବଲାଙ୍ଗୀର,୪/୫- ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଧାନକ୍ରୟ କମିଟି ଆନ୍‌ଲାଇନ୍‌ ବୈଠକରେ ଆସନ୍ତା ୧୭ମେରୁ ପଞ୍ଜିକୃତ ଚାଷୀଙ୍କ ଠାରୁ ରବିଧାନ କିଣା ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ରବି ପାଇଁ ପଞ୍ଜିକରଣ କରିଛନ୍ତି ୪୦୫୩ଜଣ ଚାଷୀ । ରବିବାର ବାଦ
Read More...