Monthly Archives

May 2021

ସୁବିଧା ମିଳିଲେ ଲୋକେ ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି

ସମ୍ବଲପୁର,୩୦/୫- ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ସଘନ ଟୀକାକରଣ ଅଭିଯାନ ଚାଲିଛି । ଏହି ଟୀକାକରଣରେ ୪୫ ରୁ ଅଧିକ ଓ କମ ଆୟୁ ଉଭୟ ବର୍ଗର ଲୋକେ ଲାଭାନ୍ୱିତ ହେଉଛନ୍ତି । ଏଥିପାଇଁ ଆଗରୁ ସ୍ପଟ୍‌ ବୁକିଙ୍ଗ କରିବାକୁ ପଡ଼ୁଥିଲା କିନ୍ତୁ ଏଥିରେ କେବଳ ମାତ୍ର ସ୍ୱଚ୍ଛଳ
Read More...

ଆବାସ ଯୋଜନାରୁ ବଞ୍ଚିତ ହଜାରୀ ଦନାୟକ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ବୌଦ୍ଧ,୩୦/୫- ସରକାର ତୃଣମୁଳ ସ୍ତରରୁ ଆରମ୍ଭ କରି ବିଭିନ୍ନ ଯୋଜନା ତିଆରି କରୁଛନ୍ତି । ଏହିଭଳି ରାସ୍ତାଘାଟ, ଆବାସଘର , ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି । ହେଲେ ତାହା କାମରେ ଲାଗିପାରୁନଥିବା ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ
Read More...

ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ

ବୌଦ୍ଧ,୩୦/୫- ଆଜି ସକାଳେ ୫-ଟି ଅନ୍ତର୍ଭୁକ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ସରସରା ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ
Read More...

ସଚେତନ ହେଉଛନ୍ତି ବୌଦ୍ଧ ସହରବାସୀ, ଏକ ସଂଖ୍ୟା ବିଶିଷ୍ଟକୁ ଖସିଲା ସଂକ୍ରମଣ

ବୌଦ୍ଧ,୩୦/୫- ଆଜି ଚଳିତମାସର ଶେଷ ସଟ୍‌ ଡାଉନ ଥିବାବେଳେ ବୌଦ୍ଧସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ କାଁ ଭାଁ ଲୋକ ଯିବାଆସିବା କରୁଥିବାବେଳେ ସହରସାରା ଶୁନଶାନ ରହିଥିଲା । ନିଜର ଜରୁରୀ କାମରେ କିଛି ଲୋକ ଯାଉଥିବାବେଳେ ସଟ୍‌ ଡାଉନକୁ ମାନୁଥିବାରୁ
Read More...

ଡବ୍ଲୁଟିସି ଫାଇନାଲ୍ ମୋ ପାଇଁ ବିଶ୍ୱକପ୍ ଫାଇନାଲ୍ ପରି, ଏମିତି କହିଲେ ଏହି କିୱି ବୋଲର

ସାଉଥମ୍ପଟନ୍ : ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ନିଲ ୱାଗନର୍ କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ୍ ମୋ ପାଇଁ ବିଶ୍ୱକପ୍ ଫାଇନାଲ୍ ଖେଳିବା ପରି ହେବ । ୧୮ ଜୁନ୍ ଠାରୁ ସାଉଥମ୍ପଟନ୍‌ର ଏଜ୍ ବୋଲରେ ଆରମ୍ଭ ହେବାକୁ ଥିବା ଡବ୍ଲୁଟିଏସିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ
Read More...

ବୌଦ୍ଧ: ଆଜି ୧୭୭ ପଜିଟିଭ ଚିହ୍ନଟ, କୁଶଙ୍ଗ ଗ୍ରାମରୁ ସର୍ବାଧିକ ୨୩ ଜଣ

ବୌଦ୍ଧ,୩୦/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୭୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...