Monthly Archives

May 2021

ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା

ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା ଫୁଲବାଣୀ:୦୩/୦୫ କନ୍ଧମାଳ ରେ ଦିନକୁ ଦିନ କରୋନା ପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରି ସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରୋନାକୁ ଚେକ ପକାଇବା ପାଇଁ
Read More...

ବୌଦ୍ଧଜିଲ୍ଲା: ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୭୫ ପଜିଟିଭ ଚିହ୍ନଟ

ବୌଦ୍ଧ,୩/୫ – ଆଜି ବୌଦ୍ଧଜିଲ୍ଲାରେ ରେକର୍ଡ ସଂଖ୍ୟକ ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୭୫ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ମୋଟ ୩୭୭୩ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଜିଲ୍ଲା
Read More...

ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭାରଚୁଆଲ ଶୋକସଭା

ପାରଳାଖେମୁଣ୍ଡି,୩/୫- ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା ଛାତ୍ରଛାତ୍ରୀ ଏବଂ
Read More...

କେବଳ କାଗଜ ପତ୍ରରେ କଣ୍ଟେନମେଣ୍ଟ, ସବୁଠି ଖୋଲା ମେଲା

ବୌଦ୍ଧ,୩/୫ - ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଦିନ ହେଲା କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି | ଜିଲ୍ଲାପାଳଙ୍କ ଦ୍ବାରା କଣ୍ଟେନମେଣ୍ଟ ଜୋନ ଘୋଷିତ ହେବା ପରେ ସ୍ଥାନୀୟ ପ୍ରଶାସନ
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର

ଫୁଲବାଣୀ,୨/୫: ଗତ ୨୮ ତାରିଖ ରାତିରେ ଜଣେ ନାବାଳିକା ଜଣଙ୍କ ବିବାହ ଭୋଜିରୁ ଫେରିବା ସମୟରେ ତିନିଜଣ ବ୍ୟକ୍ତି ମୋଟର ସାଇକେଲରେ ଭ୍ରୁଙ୍ଗିଜୋଡି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଅପହରଣ କରିନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ଅନ୍ୟ ଜଣେ ଯୁବକ ମଧ୍ୟ ଘଟଣାସ୍ଥଳକୁ ଆସି
Read More...

ଏସବିଆଇ କ୍ୟାସ୍‌ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ

ଫୁଲବାଣୀ,୨/୫: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟାସାହିରେ ଗତ ବିଳମ୍ବିତ ରାତିରେ ଏସବିଆଇ କ୍ୟାସ୍‌ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ କିଛି ଦୁବୃର୍ତ୍ତ । ତାଲା ନଭାଙ୍ଗିବାରୁ ଏସବିଆଇ କ୍ୟାସ୍‌ଗାଡିକୁ ନିଆଁଲଗେଇ ପୋଡ଼ିବା ସହିତ ନିକଟରେ ଥିବା ଏକ
Read More...

ପଥପ୍ରାନ୍ତ ବନୀକରଣ ଯୋଜନା ଦିଗହରା

ବୌଦ୍ଧ/ଜହ୍ନାପଙ୍କ,୨/୫- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ବନୀକରଣ ଯୋଜନା ଆରମ୍ଭକରି ସବୁଜ ସୁନ୍ଦର କରିବାକୁ ପ୍ରୟାସ କରାଯାଇଛି । କିନ୍ତୁ ସୁନ୍ଦର ଯୋଜନାକୁ ପ୍ରଣୟନ ପରେ ଯୋଜନା ଦିଗହରା ହେଉଥିବା ଲକ୍ଷ୍ୟ କରାଯାଇଛି । ଏମ୍‌ ଜି ଏନ
Read More...

ବର୍ଷେହେଲା ଅଚଳ ହୋଇ ପଡ଼ିଛି ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପ

ବୌଦ୍ଧ/ଜହ୍ନାପଙ୍କ,୨/୫- ରାଜ୍ୟ ସରକାର ପଥଚାରୀଙ୍କ ସୁବିଧାପାଇଁ ଛକ ବା ବସଷ୍ଟାଣ୍ଡ ନିକଟରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି ହେଲେ ଏହି ଅନୁଦାନ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କେଉଁଠି ଏହି
Read More...

ବୌଦ୍ଧ : ଜିଲ୍ଲାର ନୂତନ 13 ଗୋଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୨/୫ - ସ୍ଥାନୀୟ ଅଞ୍ଚଳରେ ଅନେକ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଗତକାଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳର 13 ଗୋଟି ଅଞ୍ଚଳକୁ ନୂତନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବାର ଜଣାପଡ଼ିଛି l ମିଳିଥିବା ସୂଚନା
Read More...

ବୌଦ୍ଧଜିଲ୍ଲା: ଚଳିତବର୍ଷର ରେକର୍ଡ ସଂଖ୍ୟକ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨/୫ : ଆଜି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୦୩ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧ ଜିଲ୍ଲାରେ ମୋଟ୍‌ ୩୫୯୮ ଜଣ ଆକ୍ରାନ୍ତ ହୋଇ
Read More...