Monthly Archives

May 2021

ମନ୍ତ୍ରୀପରିଷଦ ବୈଠକରେ ତିନୋଟି ପ୍ରସ୍ତାବ ଉପରେ ଆଲୋଚନା, ୫-ଟିକୁ ମୁଖ୍ୟ ଫୋକସ

ଭୁବନେଶ୍ୱର,୨୯/୫ : ଆଜି ସନ୍ଧ୍ୟାରେ ଭରଚୁଆଲ ମୋଡ଼ରେ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ତିନିଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ପ୍ରଥମେ ଗତ ଦୁଇବର୍ଷରେ ରାଜ୍ୟ
Read More...

ଅକ୍ସିଜେନ ସହାୟତା ପାଇଁ ସାଉଦିଆରବର ଉର୍ଜାମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧନ୍ୟବାଦ

ନୂଆଦିଲ୍ଲୀ,୨୯/୫ : ଭାରତକୁ ସାଉଦିଆରବରୁ ୬୦ ଟନ୍‌ ଲିକୁଇଡ ମେଡିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଂଟେନର ପଠାଇଥିବାବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଂଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜାମନ୍ତ୍ରୀ ପ୍ରିନ୍ସ
Read More...

ପଲସାଗୋରା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୁପେନ୍ଦ୍ର ବସ୍ତିଆଙ୍କ ପରଲୋକ

ବୌଦ୍ଧ,୨୯/୫ : କଣ୍ଟାମାଳବ୍ଲକ ପଲସାଗୋରା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୁପେନ୍ଦ୍ର ବସ୍ତିଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ ଜ୍ୱରରେ ପୀଡିତ ଥିଲେ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ବୁର୍ଲାର ଏକ
Read More...

ରାଜ୍ୟ ମନ୍ତ୍ରୀପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି

ଭୁବନେଶ୍ୱର,୨୯/୫- ରାଜ୍ୟ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସସିଂ ଯୋଗେ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ନବୀନଙ୍କ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀତ୍ୱର ଆଜି ଦ୍ୱିତୀୟ ବର୍ଷ ପୂର୍ତ୍ତି ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀଙ୍କ
Read More...

ଅସହାୟ ବିଧବା ସଇତକୁ ଆବାସ ଯୋଜନା କେବେ ?

ବୌଦ୍ଧ/ଜହ୍ନାପଙ୍କ,୨୯/୫- ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମମତା ଯୋଜନା ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଆଦି ଯୋଜନା ପରେ ଯୋଜନା କରିଛନ୍ତି । ଯାହାଦ୍ୱାରା ଗରିବ ଲୋକ କିଛି ସରକାରୀ ସହାୟତାରେ ଅଣ୍ଟା ସଳଖ କରି ସମାଜରେ ସମ୍ମାନ ସହ ବଞ୍ଚିପାରିବ । କିନ୍ତୁୁ ଏହି ଯୋଜନା କେବଳ
Read More...

ଦେବୀନଦୀରେ କୁମ୍ଭୀର ଦେଖି ନଈକୂଳିଆ ବାସିନ୍ଦା ଭୟଭୀତ

ନାଉଗାଁ,୨୯/୫- ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଦେବୀନଦୀର ଦେବୀଦେଉଳ ପୋଲ ନିକଟରେ ୧୫ ଫୁଟର ବାଉଳା କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ନଈକୂଳିଆ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ
Read More...

ଟାଟା ଟିସିଏସ ପକ୍ଷରୁ ଆପୋଲୋ, ସ୍ପର୍ଶ ହସପିଟାଲକୁ ଭେଣ୍ଟିଲେଟର ସହାୟତା

ଭୁବନେଶ୍ୱର,୨୯/୫: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ସନସ ଏବଂ ଟିସିଏସ( ଟାଟା କନସୁଲଟାନସି ସର୍ଭିସ) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ଟିସିଏସ ପକ୍ଷରୁ ଏହା ବିଭିନ୍ନ ସମୟରେ ପ୍ରଦାନ କରାଯାଉଥିବା ବେଳେ ଏହି
Read More...

ଭୁବନେଶ୍ୱର: ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ

ଭୁବନେଶ୍ୱର,୨୯/୫- ଆଜି ରାଜ୍ୟ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସସିଂ ଯୋଗେ ବୈଠକରେ ଅଧ୍ୟକ୍ଷତା କରିବେ । ନବୀନଙ୍କ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀତ୍ୱର ଆଜି ଦ୍ୱିତୀୟ ବର୍ଷ ପୂର୍ତ୍ତି ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀଙ୍କ
Read More...

ଯୁବନେତାଙ୍କ କୋଭିଡ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ/ବାଉଁଶୁଣୀ,୨୯/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଚେତନତା ଅଭାବରୁ ଲୋକମାନେ ଲକ୍ଷଣ ଥାଇ ମଧ୍ୟ କରୋନା ଟେଷ୍ଟ ନ କରାଇ ବିପଦମୁହଁକୁ ଟାଣିହେଉଛନ୍ତି । ଏଭଳି ପରିସ୍ଥିତିରେ ସଂକ୍ରମଣ ଅଧିକ ବ୍ୟାପିବା ସହ ଜୀବନହାନି ଆଶଙ୍କା ଥିବାରୁ ବାଉଁଶୁଣୀ
Read More...

ଗଜପତିରେ ପୁଣି ୧୦୬ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୯/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୯ ଜଣ, ଗୋଶାଣି ବ୍ଳକରେ ୧୪ ଜଣ, ଗୁମ୍ମା ବ୍ଳକରୁ ୭ ଜଣ, କାଶୀନଗର ବ୍ଳକରୁ ୧୬ଜଣ, ମୋହନାବ୍ଳକରୁ ୧୭ ଜଣ, ନୂଆଗଡ଼
Read More...