Monthly Archives

June 2021

କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ୧.୧ ଲକ୍ଷ କୋଟିର ଋଣ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଭୟଙ୍କର ସଂକ୍ରମଣ ଯୋଗୁ ଆର୍ଥିକ ସ୍ଥିତି ଦୋହଳିଯାଇଛି । ଛୋଟ,ମଧ୍ୟମ ଓ ବଡ଼ କଂପାନୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ବହୁ କ୍ଷୁଦ୍ର ବେପାରୀ ଭୀଷଣଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଆଖି ଆଗରେ ରଖି ସେମାନଙ୍କୁ ଅଣ୍ଟା ସଳଖି ଛିଡ଼ା ହେବାଲାଗି ବଳ ଦେବା
Read More...

ଅବକାରୀ ଏଏସ୍‌ଆଇଙ୍କ ଗିରଫ ଦାବିରେ ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ଆସୋସିଏସନର ସଦସ୍ୟ ପିନ୍ଧିଲେ କଳାବ୍ୟାଜ୍‌

ଦଶପଲ୍ଲା : ନୟାଗଡ଼ର ଦୁଇ କର୍ତ୍ତବ୍ୟରତ ସାମ୍ବାଦିକଙ୍‌କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍‌ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳଙ୍କ ସରକାରୀ ଆବାସିକ
Read More...

ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କଟକ : ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ କରାଗଲା । ଆଉ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଲା । ପାସ୍‌ ହାର ବି ଖୁବ୍‌ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା । କିନ୍ତୁ ଏହାକୁ ନେଇ ପିଲାମାନେ ସନ୍ତୋଷ ହେଲେନି ଅନେକ ସ୍ଥାନରେ । ଅଭିଭାବକଙ୍କ ସମେତ ପିଲାମାନେ ଅନେକ
Read More...

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌, ଫଟୋ ସେୟାର କଲେ ଖେଳାଳି

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ସ୍ତରୀୟ ଦଳ ଆଜି ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି । ଶିଖର ଧାୱନ ଶ୍ରୀଲଙ୍କା ଗସ୍ତରେ ଭାରତ ଅଧିନାୟକ ହେବାକୁ ଯାଉଥିବାବେଳେ ରାହୁଲ ଦ୍ରାବିଡ କୋଚ ଭାବରେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଜୁଲାଇ ୧୩ ରୁ ଆରମ୍ଭ ହେବ ।
Read More...

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ, ମୋଦି କହିଲେ ଏମିତି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ସମୟ ସହିତ ବୃଦ୍ଧି ପାଇବାରେ ଲାଗିଛି । ଟିକା ଦେବାରେ ଭାରତ ମଧ୍ୟ ଆମେରିକାକୁ ପଛରେ ପକାଇ ଦେଇଛି । ଆମେରିକା ଠାରୁ ଭାରତ ଗୋଟିଏ ମାସ ବିଳମ୍ବରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । କେବଳ ଏତିକି ନୁହେଁ ଏହି ପ୍ରସଙ୍ଗରେ ଭାରତ ବ୍ରିଟେନ,
Read More...

ଇମ୍ଫା ଶିଳ୍ପ ଗୋଷ୍ଠୀର କୋଭିଡ ଟୀକାକରଣ କାର୍ଯ୍ୟକ୍ରମ

ରାୟଗଡ/୨୮/୦୬:- କରୋନା ମହାମାରୀରୁ ସୁରକ୍ଷା ପାଇଁ ଥେରୁବାଲିରେ ଇମ୍ଫା ଶିଳ୍ପ ଗୋଷ୍ଠୀ ତରଫରୁ ମାଗଣାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସମସ୍ତ ବର୍ଗର ଶ୍ରମିକ ଓ ତାଙ୍କର ପରିବାର ସଦସ୍ୟଙ୍କ ମନରେ ନୂତନ ଆଶାର ସଂଚାର କରିପାରିଛି । ଏହି ଟୀକାକରଣରେ ସ୍ୱତଃ ପବୃତ୍ତ ଭାବେ ସାମିଲ ହୋଇଛନ୍ତି
Read More...

ଜୁଲାଇ ୧ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କେତେକ ସ୍ଥାନରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ଜୁନ ୩୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଜୁଲାଇ ପହିଲାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ
Read More...

କାର୍ଯ୍ୟରେ ଲାଗୁନି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ

ବୌଦ୍ଧ/ଜହ୍ନାପଙ୍କ,୨୮/୬- ବୌଦ୍ଧବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ବୁଢୀପଦର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ହରିଜନ ଓ ଆଦିବାସୀ ବିଭାଗ ପକ୍ଷରୁ ଆରଏଲଟିଏପି ଯୋଜନାରୁ ହରିଜନ ଓ ଆଦିବାସୀ ଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ କୋଠା ନିର୍ମାଣ
Read More...

ବୌଦ୍ଧଜିଲ୍ଲା: ଖସୁଛି କରୋନା ଗ୍ରାଫ ୧୬ ସଂକ୍ରମିତ ଚିହ୍ନଟ, ହରଭଙ୍ଗା ବ୍ଲକରୁ ସର୍ବାଧିକ ୮

ବୌଦ୍ଧ,୨୭/୬- ଆଜି ବୌଦ୍ଧ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୩ଜଣ, ହରଭଙ୍ଗା ବ୍ଲକରୁ ସର୍ବାଧିକ
Read More...