Monthly Archives

June 2021

ଏହି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ରୋହିତ ଅର୍ଜନ କରିଥିଲେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଏକ ବଡ଼ ଖୁଲାସା କରିଛନ୍ତି ଯେ ଓପନର୍ ରୋହିତ ଶର୍ମା ତାଙ୍କ ବ୍ୟାଟରେ ଭାରତ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୯ ଦିନିକିଆ ବିଶ୍ୱକପ ପରଠାରୁ ଟିମ୍ ଇଣ୍ଡିଆରୁ ବାହାରିଥିବା ଦୀନେଶ
Read More...

ଗଜପତିରେ ଆଜି ପୁଣି ୮୦ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧/୬- ଗଜପତି ଜିଲ୍ଲାରେ ଆଜି ପୁଣି ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୭ ଜଣ, ଗୋଶାଣି ବ୍ଳକରେ ୧୬ ଜଣ, ଗୁମ୍ମା ବ୍ଳକରୁ ୭ ଜଣ,କାଶୀ ନଗର ବ୍ଳକରୁ ୧୩ଜଣ, ମୋହନା ବ୍ଳକରୁ ୧୧ ଜଣ,ନୂଆଗଡ଼
Read More...

ବୌଦ୍ଧ କଲେଜର ଶଙ୍କର ଦାଦା ଓ ଘଡେଇ ବାବୁଙ୍କ ଅବସରଗ୍ରହଣ

ବୌଦ୍ଧ,୧/୬- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୨ଜଣ ବରିଷ୍ଠ କର୍ମଚାରୀ ଗତକାଲି ଚାକିରୀରୁ ଅବସରଗ୍ରହଣ କରିଛନ୍ତି । କଲେଜର ଲାଇବ୍ରେରୀଆନ ଶଙ୍କର ପ୍ରସାଦ ମିଶ୍ର (ଶଙ୍କର ଦାଦା) ଓ ବରିଷ୍ଠ କିରାଣୀ ଦେବରାଜ ଘଡେଇ (ଘଡେଇ ବାବୁ) ତାଙ୍କ ଦୀର୍ଘସମୟର କଲେଜ ଚାକିରୀ ଜୀବନ ଗତକାଲି ସମାପ୍ତ
Read More...

ଦୁର୍ଗାପ୍ରସାଦକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର ଉପସ୍ଥିତି ଜାହିର୍ କରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କିଛି ଗ୍ରାମବାସୀ କରୋନା
Read More...

ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ହେଲା ନିଷିଦ୍ଧାଂଚଳ

ଦଶପଲ୍ଲା : ନୟାଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଣ୍ଡପଡା ତହସିଲ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ତହସିଲଦାର ପାର୍ଥ ସାରଥି ହାସଁଦା ।
Read More...

ଜୟଭୈରବୀ କ୍ଲବ ବୌଦ୍ଧ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧/୬- ଜୟ ଭୈରବୀ କ୍ଲବ ବୌଦ୍ଧ ତରଫରୁ ଆଜି ଦୈନିକ ବଜାର ବସିଥିବା ଭୈରବୀ ଛକଠାରୁ ଗାନ୍ଧୀଛକ, ପୋଷ୍ଟଅଫିସ ଛକ ପର୍ଯ୍ୟନ୍ତ ଗ୍ରାହକ ଓ ଦୋକାନୀଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସଚେତନତା କରାଯାଇଥିଲା । ଦିନକୁଦିନ କରୋନା ଜିଲ୍ଲାରେ କାୟା ବିସ୍ତାର କରୁଥିବାବେଳେ ଆମେ ଯଦି ସଚେତନ
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା

ନୂଆଦିଲ୍ଲୀ : ଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । କୋଭିଡ ପରବର୍ତ୍ତୀ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ଏହା ପରେ ତାଙ୍କୁ ଏଠାରେ ଭର୍ତ୍ତି କରିବାକୁ
Read More...

ମୋଷ୍ଟ ଟ୍ରାଭେଲ୍ଡ ବେବି: ୫ ବର୍ଷର ଶିଶୁ ୪୦ ଦେଶ ବୁଲି ସାରିଲାଣି

ଅଜମେରର ୫ ବର୍ଷର ଝିଅ ଧନାରି ଅଳ୍ପ ବୟସରେ ୪୦ ରୁ ଅଧିକ ଦେଶ ଭ୍ରମଣ କରିଛନ୍ତି । ଧନାରୀ ମଧ୍ୟ ମୋଷ୍ଟ ଟ୍ରାଭେଲ୍ଡ୍ ବେବି ଟାଇଟଲ୍ ଜିତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି । ଧନାରୀ କୌଣସି ଆଖ୍ୟା ପାଇଁ ଏହି ରେକର୍ଡ କରିନାହାଁନ୍ତି, କିନ୍ତୁ ଏହା ପଛର ରହିଛି
Read More...