Sign in
Sign in
Recover your password.
A password will be e-mailed to you.
Monthly Archives
June 2021
ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ହେଲେ ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୂର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତହାରରୁ ଜଣାପଡିଛି ।ଶ୍ରୀମତି ନାୟକ ୨୦୦୨ ମସିହାରେ!-->…
Read More...
Read More...
ଟିମ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି!-->…
Read More...
Read More...
ଓଲଟିଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ : ବୌଦ୍ଧ ଥାନା ରାଧାନଗର ଗ୍ରାମ ନିକଟ ଜାତୀୟ ରାଜପଥ ୫୭ ନମ୍ବରରେ ଏକ ମାଲବାହୀ ଟ୍ରକ୍ ଓଲଟି ପଡିଛି । ଏଥିରୁ ଅଳ୍ପକେ ରକ୍ଷା ପାଇଁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ୧୦ଟା ସମୟରେ ରାଧନଗର ପୋଖରୀ ନିକଟରେ କଟକରୁ ବିଦ୍ୟୁତ ସାମଗ୍ରୀ ନେଇ!-->…
Read More...
Read More...
ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆ ପରିବାକୁ କଣ୍ଟାମାଳ ସାମ୍ବାଦିକ ସଂଘର ସହାୟତା
କଣ୍ଟାମାଳ,୨୮/୬ - ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବାସହ ସହାୟତା ପ୍ରଦାନ!-->…
Read More...
Read More...
ଯୁବ ଓ଼ ଅଭିଜ୍ଞ ବ୍ୟକ୍ତିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି – ଡ଼. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ପ୍ରବକ୍ତା
ସମ୍ବଲପୁର,୨୮/୬- ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ୩୦ ଜ଼ିଲ୍ଲା ପାଇଁ ନୁଆ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବେଳେ ଏହି ଜ଼ିଲ୍ଲାଗୁଡିକୁ ନେଇ ୬ଟି ଜୋନ କରାଯାଇ ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ ଜରାଯାଇଛି । ପୁଣି ବିଜୁ ମହିଳା ଜନତା ଦଳର!-->…
Read More...
Read More...
ମହାନଦୀ ଗର୍ଭରେ ଜଳଭଣ୍ଡାର ପାଇଁ ଅନୁଧ୍ୟାନ
ସମ୍ବଲପୁର,୨୮/୬- ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱକାଳ ଶାସନରେ ରହିଲା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଣ୍ଡରେ ମହନଦୀରେ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ଚିନ୍ତା ପଶିଛି । ଏ ବିଷୟରେ ରାଜ୍ୟ ଜଳ ସଂସାଧନ ବିଭାଗୀୟ ସୂତ୍ରରୁ ହସ୍ତଗତ ଏକ ସୂଚନା ଅନୁସାରେ ଏଥିପାଇଁ ଏ ଦିଗରେ ଅନୁଧ୍ୟାନ!-->…
Read More...
Read More...
୧୧୦ ଟପିଲା ପେଟ୍ରୋଲ ଲିଟର, ଜାଣନ୍ତୁ କେଉଁଠି
ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨!-->…
Read More...
Read More...
ଟ୍ରିପଲ ମର୍ଡର : ବ୍ୟବସାୟୀଙ୍କ ଘରେ ପଶି ଗୁଳିମାରିଲେ ଦୁର୍ବୃତ୍ତ
ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ।ରବିବାର ବିଳମ୍ବିତ ରାତିରେ ଏଠାରେ କିଛି ଦୁର୍ବୃତ୍ତଏକ କପଡା ବ୍ୟବସାୟୀଙ୍କ ଘରେ ପ୍ରବେଶ କରି ଗୁଳି ଚଳାଇଥିଲେ । ଏଥିରେ ବ୍ୟବସାୟୀ ଏବଂ ତାଙ୍କର ଦୁଇ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବ୍ୟବସାୟୀଙ୍କ!-->…
Read More...
Read More...