Monthly Archives

June 2021

କରୋନା ଯୋଦ୍ଧା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଗାର୍ଡ ଅଫ ଅନର

ଫୁଲବାଣୀ/ବାଲିଗୁଡା,୨୬/୬ - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ଅନ୍ତର୍ଗତ ବୁଦୃକିଆ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ବଡ଼ ଗାଁ କୋଭିଡ୍‌ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା
Read More...

ଦୁର୍ଘଟଣା ପରେ ସାମ୍ବାଦିକଙ୍କ ମୃତ୍ୟୁ

ଫୁଲବାଣୀ,୨୬/୬ - କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ଏନଏସି ଅନ୍ତର୍ଗତ ଦୁଗୁରିପଡି ଗ୍ରାମର ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଆଜି ମୃତ୍ୟୁ ଘଟିଛି । ସେ ନବୀନ ସାପ୍ତାହିକ ଖବର କାଗଜ ବ୍ଲକ ସମ୍ବାଦଦାତା ଥିଲେ । ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ଖବର ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ତାଙ୍କର
Read More...

ନିର୍ମାଣାଧୀନ ସ୍ତମ୍ଭ ତଳେ ଆବର୍ଜନାର ସ୍ତୁପ

ସମ୍ବଲପୁର,୨୬/୬- ରେଲୱେ ଓଭର ବ୍ରିଜ (ଆରଓବି) ପାଇଁ ନିର୍ମାଣାଧୀନ କଂକ୍ରିଟ ସ୍ତମ୍ଭର ପାଦଦେଶରେ ଆବର୍ଜନାର ସ୍ତୁପ ଜମା ହୋଇଗଲାଣି । ସ୍ଥାନୀୟ କ୍ଷେତରାଜପୁର ଠାରେ ଲୋକଙ୍କ ସୁବିଧା ପାଇଁ ଓଭର ବ୍ରିଜ ନିର୍ମାଣ ସ୍ଥଳରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ନିବାସୀ ଓ
Read More...

ବୌଦ୍ଧ: ଗ୍ରାମାଞ୍ଚଳରେ ବଢିଛି କରୋନା ଗ୍ରାଫ, ଆଜି ଜିଲ୍ଲାରୁ ୩୩ ସଂକ୍ରମିତ

ବୌଦ୍ଧ,୨୬/୬- ଆଜି ବୌଦ୍ଧ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୪ ଜଣ, ହରଭଙ୍ଗା ବ୍ଲକରୁ ୧୦ ଜଣ,
Read More...

ଶତପ୍ରତିଶତ ଫଳାଫଳ ନେଇ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚର୍ଚ୍ଚାରେ

ଫୁଲବାଣୀ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ଉକ୍ତ ବିଦ୍ୟାଳୟର ପାସହାର ଶତ ପ୍ରତିଶତ ରହିଥିବା ବେଳେ ବିଦ୍ୟାଳୟର ଟପ୍ପର ଭାବେ ଏ୧ –
Read More...

ଆଜି ମହାନଦୀର ଭାଗ୍ୟ ପରୀକ୍ଷା

କଟକ: ଆଜି ୨୧ତମ ମହାନଦୀ ଜଳବିବାଦ ଶୁଣାଣି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍ . ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଶୁଣାଣି ହେବ । କରୋନା ପାଇଁ ଗତ
Read More...