Monthly Archives

June 2021

ରାୟଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଶାଶ୍ୱତୀ ରଥ ଜିଲ୍ଳାରେ ଟପ୍ପର: ମାଟ୍ରିକ୍‌ ଫଳାଫଳରେ ରାୟଗଡ ଜିଲ୍ଳାର…

ରାୟଗଡ,୨୫/୬- ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ । ରାୟଗଡ ଶିକ୍ଷା ଜିଲ୍ଳାରେ ମାଟ୍ରିକ୍‌ ରେଜଲ୍ଟ ୯୮.୦୬ପ୍ରତିଶତ ରହିଥିବା ବେଳେ ସମଗ୍ର ରାଜ୍ୟରେ ଜିଲ୍ଳାମାନଙ୍କ ପାସ ହାର ମଧ୍ୟରେ ରାୟଗଡ ଜିଲ୍ଳା ୧୪ତମ ର‍୍ୟାଙ୍କ ସ୍ଥାନରେ ରହିଛି । ରାୟଗଡ ଜିଲ୍ଳା ସଦର ମହକୁମାର ଗାୟତ୍ରୀ
Read More...

ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହେଲେ କଣ୍ଟାମାଳ ବ୍ଳକର ୨ ଛାତ୍ରୀ ଜ୍ଞାନ ଓ ସିମରନ

କଣ୍ଟାମାଳ, ୨୫/୬- ଆଜି ଅପରାହ୍ନରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକସ୍ଥିତ ଦଧିବାବନ ହାଇସ୍କୁଲ ରୁଣ୍ଡିମହୁଲର ୨ ଜଣ ଛାତ୍ରୀ ଏ-ୱାନରେ ସ୍ଥାନିତ ହୋଇଥିବା ଜଣାପଡିଛି । ଦୁଇ ଛାତ୍ରୀ ଜଣକ ହେଲେ ସୁଶ୍ରୀ ଜ୍ଞାନ ଗରିଆ ଓ ସୁଶ୍ରୀ ସିମରନ ଦନ୍ତା, ଉଭୟ ଛାତ୍ରୀଙ୍କ
Read More...

କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ମାକ୍ସ ବଣ୍ଟନ

କଣ୍ଟାମାଳ, ୨୫/୬- ଆଜି କଣ୍ଟାମାଳ ବ୍ଳକ କୁଲତାଯୋର ଗ୍ରାମ ପଞ୍ଚାୟତରେ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ କ୍ରୟ ହୋଇଥିବା ମାସ୍କକୁ ଆଜି ବିଧାୟକ ମହୀଧର ରଣା, ସ୍ଥାନୀୟ ସରପଞ୍ଚ ପଦ୍ମାବତୀ ରଣା,
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର…

ଭୁବନେଶ୍ୱର,୨୫/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ
Read More...

ଦଶମ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ମଧୁସୂଦନ ପ୍ରଧାନ, ଡକ୍ଟର ହେବାକୁ ଆଶା

ହରଭଙ୍ଗା,୨୫/୬- ଆଜି ଦଶମ ପରୀକ୍ଷାଫଳ ପ୍ରକାଶିତ ହେବାପରେ ବୌଦ୍ଧଜିଲ୍ଲାରେ ଜଣେ ଚାଷୀଘରର ପୁଅ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଥିବା ଜଣାପଡିଛି । ସେ ହେଉଛନ୍ତି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଘଣ୍ଟପାଲି ଗ୍ରାମର ମାତା ଜାହ୍ନବୀ ପ୍ରଧାନ ଓ ଗଜେନ୍ଦ୍ର ପ୍ରଧାନଙ୍କ ପୁଅ
Read More...

ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ଓଡିଶା

ଭୁବନେଶ୍ୱର,୨୫/୬- ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମକରି ଓଡିଶା ଏବେ ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ହେଉଥିବା ଜଣାପଡିଛି । ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ପ୍ରତିଶତ କମିଛି ଏବଂ ମୃତ୍ୟୁସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ଏହି
Read More...

କିସ୍‌ରେ ମ୍ୟାଟ୍ରିକ ପାଶ୍‌ କଲେ ଦାନମାଝୀଙ୍କ ଝିଅ

ଭୁବନେଶ୍ୱର,୨୫/୬- ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅନ୍ତର୍ଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କି.ମି କାନ୍ଧରେ ବୋହି ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିବାବେଳେ ଏବେ ସେହି ଦାନ ମାଝୀଙ୍କ ଝିଅ କିସ୍‌ରେ ପାଠ ପଢି ମ୍ୟାଟ୍ରିକ ପାସ୍‌ କରି
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୌଦ୍ଧଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାପାଇଁ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୌଦ୍ଧଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାପାଇଁ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର
Read More...