Monthly Archives

June 2021

ତୃତୀୟ ଲହର ସଂପର୍କରେ ବିଶେଷଜ୍ଞଙ୍କ ଭିନ୍ନ ମତ ରହୁଛି, ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର, ୨୪/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ଓ ପିଏସଏ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର,
Read More...

ଗଜପତିରେ ଥମୁଛି ସଂକ୍ରମଣ, ଆଜି ୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୪/୬- ଜିଲ୍ଲାରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ଜଣେ,ଗୋଶାଣି ବ୍ଳକରୁ ୨ ଜଣ,ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୩ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ କରୋନା ପଜିଟିଭ ଚିହ୍ନଟ
Read More...

ସମ୍ବଲପୁରରେ ସ୍ନାନଯାତ୍ରା ଭକ୍ତିପୂତ ଭାବେ ସମ୍ପନ୍ନ

ସମ୍ବଲପୁର, ୨୪/୬- ଆଜି ସ୍ଥାନୀୟ ମୁଦିପଡାସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ସୀମିତ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ଜଗନ୍ନାଥଙ୍କ ଦ୍ୱାରଫିଟା ମଙ୍ଗଳ
Read More...

ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ଶ୍ରୀଜୀଉଙ୍କ ଗଜାନନ ବେଶ

ସୁବର୍ଣ୍ଣପୁର ୨୪/୬- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସମାପନ ହୋଇଥିବା ଏଇ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶକୁ କୌଣସି ଭକ୍ତ ଦେଖିବାର
Read More...

ବିନାଭକ୍ତରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଗଜପତି,୨୪/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆଜି ବିନା ଭକ୍ତରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିରରୁ ନୀତିକାନ୍ତି ପୂଜାର୍ଚ୍ଚନା ସରିବା ପରେ ସ୍ନାନ ମଣ୍ଡପକୁ ଘଣ୍ଟ ବଜାଇ ତିନି ଠାକୁରଙ୍କୁ
Read More...

ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ

ହରଭଙ୍ଗା,୨୪/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଠିଡିକାଜୋର ଶ୍ରୀ ପରୁଷୋତ୍ତମଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ନିରାଡମ୍ବର
Read More...

ଛାଡି ପଳାଇଲା ସ୍ୱାମୀ, ଅସଂପୂର୍ଣ୍ଣ ରହିଗଲା ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ, ପଲିଥିନ ତଳେ ସ୍ତ୍ରୀ

ବୌଦ୍ଧ/ଜହ୍ନାପଙ୍କ,୨୪/୬- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ଗ୍ରାମରେ ଶ୍ୟାମ ସୁନ୍ଦର ରଣା ସ୍ତ୍ରୀ ସୁଲୋଚନା ରଣା ଓ ଝିଅକୁ ନେଇ ପରିବାର । ୨୬ ବର୍ଷ ତଳେ ଝିଅର ବିବାହ ସରିଥିଲା । ଶ୍ୟାମଙ୍କର କୌଣସି ପୁଅ ନଥିବାରୁ ଝିଅ ଜୋଇଁ ଘରେ ରହୁଥିଲେ । ସବୁ ଠିକ ଠାକ ଚାଲିଥିଲା ।
Read More...

ବଲାଙ୍ଗିରରେ ଖବରକାଗଜ ବିତରକଙ୍କୁ କୋଭିଡ ଟିକାକରଣ

ବଲାଙ୍ଗିର: ଆଜି ବଲାଙ୍ଗିର ସହରର କର୍ତ୍ତବ୍ୟରତ ଖବରକାଗଜ ବିତରକମାନଙ୍କୁ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ କୋଭିଡ଼ ଟିକାକରଣ କରାଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମରେ ୨୯ ଜଣ ଖବର କାଗଜ ବିତରକ କୋଭିଡ୍‌ ଟିକାର ପ୍ରଥମ ଡୋଜ ନେଇଛନ୍ତି ।
Read More...