Monthly Archives

June 2021

ଟିକା କିଣିବାରେ ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇଲେ ଅପରାଜିତା

ଭୁବେନଶ୍ୱର : ସମଗ୍ର ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ଟିକା
Read More...

କରୋନା କବଳରେ ନୟାଗଡ଼ ଜିଲ୍ଲା

ଦଶପଲ୍ଲା,୨୩/୬ :- ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଥମୁନାହିଁ । ଆଜି ଜିଲ୍ଲାରୁ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୨୫୮ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬୨ ରହିଥିବା
Read More...

ଉପାନ୍ତ ଅଞ୍ଚଳରେ ରାଇକିଆ ବିଡ଼ିଓଙ୍କ ଦ୍ୱାରା ମାସ୍କ ବଣ୍ଟନ ସହିତ ଟିକାକରଣ

ରାଇକିଆ : କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ବେଳେ ନିଜର ରୂପ ମଧ୍ୟ ପରିବର୍ତ୍ତନ କରୁଛି, ଯାହାରି ପ୍ରଭାବରୁ ଲୋକେ ଆକ୍ରାନ୍ତ ହେଉଛନ୍ତି । କରୋନାର ଦ୍ୱିତୀୟ ଲୋହାରୀରେ ଆସିଥିବା କରୋନା ଏବେ ମାରାତ୍ମକ ହେଉଛି । ଏହି ଭୁତାଣୁ ଠାରୁ କିପରି ରକ୍ଷା ପାଇବା ସେ ନେଇ ସରକାର
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୨୦୨୨

ବୌଦ୍ଧ,୨୩/୬- ଆଜି ବୌଦ୍ଧ ଜିଲ୍ଲାରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୩ ଜଣ, ହରଭଙ୍ଗା ବ୍ଲକରୁ ୧୩ ଜଣ ,
Read More...

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର ୨୩।୬: ସିଲାବସ୍ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ । ହେଲେ ସ୍କୁଲ ଖୋଲିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ଅନଲାଇନ୍ ରେ
Read More...

ହିନ୍ଦୁ ଜାଗରଣ ମଞ୍ଚ ଦ୍ୱାରା ଗୋରୁ ଉଦ୍ଧାର

ଆଇଗିଣିଆ ଫୁଲେଶ୍ୱରୀ ବସ୍ତି ରୁ ଗୋରୁମାନଙ୍କୁ ରାତି ରେ ଚୋରି କରିକି ନେଉଥିଲେ । ହିନ୍ଦୁ ଜାଗରଣ ମଞ୍ଚ, ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି।
Read More...