Monthly Archives

June 2021

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ତରଫରୁ ରାସନ ସାମଗ୍ରୀ ବଣ୍ଟନ

କଟକ,୧୯/୬-- ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକସ୍ଥିତ ଷ୍ଟେସନ ବଜାରର ୨ ନମ୍ବର ଗେଟର ମା ତାରିଣୀ ଅଟୋ ଆସୋସୋସିଅନ ଶତାଧିକ କର୍ମକର୍ତ୍ତାଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । କଟକ
Read More...

ବିପଦଶଙ୍କୁଳ ହେଲାଣି ବୁରୁବୁଡା ସ୍କୁଲ ପରିବେଶ, ପ୍ରଶାସନର ଦୃଷ୍ଟି ପଡୁ

ହରଭଙ୍ଗା,୧୯/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ଠାରୁ ମାତ୍ର ୮କିଲୋମିଟର ଦୂରରେ ରହିଛି ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉ.ପ୍ରା ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେବି ଦୁଇଟି ଶ୍ରେଣୀ ଗୃହ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର
Read More...

ତାଳପତ୍ର ଘରେ ଦିନ କାଟୁଛନ୍ତି ସୁଶାନ୍ତଙ୍କ ପରିବାର, ଆବାସ ଯୋଜନା ସାତସପନ

ବୌଦ୍ଧ/ଜହ୍ନାପଙ୍କ,୧୯/୬- ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନାହିଁ । କିପରି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନହେବେ ସେଥିପାଇଁ ବ୍ଳକସ୍ତରରୁ ପଞ୍ଚାୟତ ସ୍ତରରେ
Read More...

କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ

ହରଭଙ୍ଗା,୧୯/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସାଂପୋଚ ଗ୍ରାମର ଯୁବକ ସନ୍ତୋଷ କୁମାର ପଣ୍ଡାଙ୍କର ଗତକାଲି ଦିନ ୧୧:୪୦ ମିନିଟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୩୬ବର୍ଷ
Read More...

କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ

ହରଭଙ୍ଗା,୧୯/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସାଂପୋଚ ଗ୍ରାମର ଯୁବକ ସନ୍ତୋଷ କୁମାର ପଣ୍ଡାଙ୍କର ଗତକାଲି ଦିନ ୧୧:୪୦ ମିନିଟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୩୬ବର୍ଷ
Read More...

ଖରିଫ ୠତୁ ସକାଶେ ଚାଷୀ ତଳି ପାଇଁ ବିହନ ବୁଣି ଅପେକ୍ଷା କରିଛି ମୌସୁମୀର ଆଗମନକୁ

ଗଜପତି,୧୯/୬- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ଘେରା ଅଞ୍ଚଳ ଏଠାର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଜିଲ୍ଲାରେ ମୁଖ୍ୟତଃ ୭ ଟି ବ୍ଳକ ରହିଛି ସେଥି ମଧ୍ୟରୁ କାଶୀ ନଗର ଓ ଗୋଶାଣି ବ୍ଳକରେ ଅନ୍ୟ ବ୍ଳକ ଅପେକ୍ଷା ଅଧିକ ଧାନ
Read More...

ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ୱାରା କିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଗଜପତି,୧୯/୬- ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଆଜି ବିଜେପି କାର୍ଯ୍ୟାଳୟ ପରିସରରେ କିନ୍ନର ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନରମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ।
Read More...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ଓ ଲୁଗା ବଣ୍ଟନ କଲେ ବିଧାୟକ

ଦାରିଙ୍ଗବାଡ଼ି,୧୯/୬:ମହାମାରୀ କରୋନା କଟକଣା ତଥା ଲକଡାଉନ ସଟଡାଉନ ଯୋଗୁ ଲୋକେ କାମଧନ୍ଦାକୁ ଯାଇ ନପାରି ଭୋକ ଉପାସରେ ଘରେ ପଡି ରହିବାକୁ ବାଧ୍ୟ ହୋଇଛନ୍ତି l ଏହିଭଳି ଦୁଃଖଦ ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ l ଶନିବାର
Read More...

ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ

ବୌଦ୍ଧ,୧୯/୬:- ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର
Read More...

ବୌଦ୍ଧଜିଲ୍ଲା: ଆଜି ସଂକ୍ରମିତଙ୍କ ସଂଖ୍ୟା ୩୧, ସଂଖ୍ୟାହେଲା ୧୧୮୫୧

ବୌଦ୍ଧ,୧୯/୬- ବୌଦ୍ଧଜିଲ୍ଲାରେ ସଂକ୍ରମଣ କିଛିଦିନ ହେଲା କମିବାରେ ଲାଗିଛି । ଆଜି ଜିଲ୍ଲାରେ ୩୧ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ବୌଦ୍ଧଜିଲ୍ଲାରେ ପଜିଟିଭ ସଂଖ୍ୟା ୧୧୮୫୧ରେ ପହଞ୍ଚିଛି । ଆଜିସୁଦ୍ଧା ଜିଲ୍ଲାରେ ୧୧୧୦୨ ଜଣ ସୁସ୍ଥ
Read More...