Monthly Archives

June 2021

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ଫଳ

ଭୁବନେଶ୍ୱର, : ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (ଦ୍ୱାଦଶ ) ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ଶ୍ରେଣୀର
Read More...

ସ୍ୱାସ୍ଥ୍ୟ ବିଗିଡିବାରୁ ଭୁବନେଶ୍ୱର ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡାସ୍ଥିତ ଚାରିପଡା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋକକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡିସରୁ ବାଇ) ଫୁଲବାଣୀ ଜିଲ୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ କୋଭିଡ୍‌ ନମୁନା ଗତ ୧୪
Read More...

ଘରୋଇ ବସ ଶ୍ରମିକଙ୍କ ପାଇଁ ଆର୍ଥିକ ସାହାଯ୍ୟ ଦାବି

ସମ୍ବଲପୁର,୧୮/୬- କରୋନା କଟକଣା ନାଁରେ ବର୍ତ୍ତମାନ ସଡ଼କ ପରିବହନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏଣୁ ଏହି ଉଦ୍ୟୋଗ ଉପରେ ଆଶ୍ରିତ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ଥିତି ସାଙ୍ଘାତିକ ହୋଇଗଲାଣି । ଏହି ସନ୍ଦର୍ଭରେ ସ୍ଥାନୀୟ ଘରୋଇ ବସ ଶ୍ରମିକ ସଂଘ ପକ୍ଷରୁ ଆଜି ସମ୍ବଲପୁର
Read More...

କାଦପଡାରେ ନଳକୂପ ଅଚଳ, ସାହିବାସିନ୍ଦା ପାଣି ପାଇଁ ହନ୍ତସନ୍ତ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅଧିନ କାଦପଡା ଗ୍ରାମରେ ଏକ ନଳକୂପ ଅଚଳ ହୋଇଯାଇଛି । ନଳକୂପଟି ଅଚଳ ହେବା ପରେ ସାହିବାସିନ୍ଦା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇସ୍କୁଲ ନିକଟ ସାହିରେ ଥିବା ନଳକୂପଟି ମାସେ ହେଲାଣି ଅଚଳ
Read More...

ଗଜପତିରେ ପୁଣି ୪୫ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୮/୬- ଜିଲ୍ଲାରେ ଆଜି ପୁଣି ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୧୪, ଗୋଶାଣି ବ୍ଳକରୁ ୧୨ ଜଣ,ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୭ ଜଣ, ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ୪
Read More...

ବୌଦ୍ଧ: ଆଜି ଜିଲ୍ଲାର ସଂକ୍ରମିତ ମଧ୍ୟରୁ ଅର୍ଦ୍ଧାଧିକ ହରଭଙ୍ଗା ବ୍ଲକର

ବୌଦ୍ଧ,୧୮/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୩୫ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛନ୍ତି ହରଭଙ୍ଗା ବ୍ଲକ୍‌ ଅଂଚଳର । ଆଜି ହରଭଙ୍ଗା ବ୍ଲକ୍‌ ୧୦ ଗୋଟି ଗ୍ରାମ ପଞ୍ଚାୟତର ୧୩ ଟି ଗ୍ରାମ ମଧ୍ୟରୁ ମୋଟ୍‌ ୧୯ ଜଣ କରୋନା ପଜିଟିଭ ଚିହ୍ନଟ
Read More...

ବାଣିଗୋଛାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଦଶପଲ୍ଲା : ଆଜି ନୟାଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ବାଣିଗୋଛା ମହାବିଦ୍ୟାଳୟଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ଦଶପଲ୍ଲାର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର
Read More...

ଡବ୍ଲ୍ୟୁଟିସି ଫାଇନାଲ : ରେକର୍ଡ ଅପେକ୍ଷାରେ ଅଶ୍ୱିନ

ନୂଆଦିଲ୍ଲୀ : ଆଜି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଡବ୍ଲ୍ୟୁଟିସିରେ ସର୍ବାଧିକ ରନ୍ ସ୍କୋର କରିଥିବା ଟପ୍‌-୧୦ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ୨ ଜଣ ଭାରତୀୟ ରହିଛନ୍ତି । ଏହି
Read More...