Monthly Archives

June 2021

କଲ୍ୟାଣ ମଣ୍ଡପ ସକାଶେ ଶୁଭ ଦେଲେ ପାରଳା ବିଧାୟକ କେ. ନାରାୟଣ ରାଓ

ଗଜପତି,୧୭/୬- ଗଜପତି ଜିଲ୍ଲା କାଶୀନଗର ବ୍ଳକର ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତର ବିସ୍ତଳା ଗ୍ରାମଠାରେ ନୂତନ କଲ୍ୟାଣମଣ୍ଡପ ସକାଶେ ଆଜି ପାରଳା ବିଧାୟକ କେ. ନାରାୟଣ ରାଓ ଶୁଭଦେଇ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ନୂତନ କଲ୍ୟାଣ ମଣ୍ଡପ ସକାଶେ ଏମଏଲଏ ପାଣ୍ଠିରୁ ପ୍ରଦାନ କରାଯାଇଥିବା
Read More...

ସାମାନ୍ୟ ବର୍ଷାରେ ଗାଁ ମୁଣ୍ଡରେ ଜମୁଛି ପାଣି

ବୌଦ୍ଧ/ଜହ୍ନାପଙ୍କ,୧୭/୬- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ଦିଗରେ ସରପଞ୍ଚମାନେ ଆଗ୍ରହ ପ୍ରକାଶ କରୁନଥିବାରୁ ଗ୍ରାମାଞ୍ଚଳ ରାସ୍ତା
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତାକା

ବଲାଙ୍ଗୀର,୧୭/୬- ମହିଳା ଶିଶୁ କଲ୍ୟାଣ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷୁରା ଅଞ୍ଚଳ ଗସ୍ତବେଳେ ୟୁଥ ଏକସନ କମିଟି ସଂଗଠନର ସଦସ୍ୟମାନେ କଳା ପତାକା ପ୍ରଦର୍ଶନ କରିବା ସହ ଗୋ ବେକ ନାରାବାଜି କରିଛନ୍ତି । କଳା ପତାକା ଓ ସ୍ଳୋଗାନ ବାଜି କରିଥିବା କିଛି
Read More...

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ୱର,୧୭/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ୱାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ
Read More...

ବଲାଙ୍ଗୀର ଓଁକାରେଶ୍ୱର ମହାଦେବଙ୍କ ବିବାହ ସମ୍ପନ୍ନ

ବଲାଙ୍ଗୀର,୧୭/୬- ବଲାଙ୍ଗୀର ରେଲୱେ ଷ୍ଟେସନ ପାଖ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ କୋଭିଡ ନିୟମକୁ ମାନି ଏହି ବିବାହ କାର୍ଯ୍ୟରେ କିଛି ଭକ୍ତ ଉପସ୍ଥିତ ଥିଲେ । ପୂଜାରେ
Read More...

ଭାଇ ଟିକେ ହାଉଲେ ଚାଲ୍‌-ଭଲ ନାହିଁ ରାସ୍ତାର ହାଲ୍‌ : କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ

କଣ୍ଟାମାଳ,୧୭/୬- ବୌଦ୍ଧଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା ଖଣ୍ଡିକ ବର୍ଷର ପ୍ରଥମ ବର୍ଷାରେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ପୂର୍ତ୍ତବିଭାଗ ଦ୍ୱାରା ଏହି ରାସ୍ତାର
Read More...

ପିତା ମାତାଙ୍କୁ ହରାଇ ଅସୁବିଧାରେ ଥିବା ୩ଶିଶୁ ପାଖରେ ପହଂଚିଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ହରଭଙ୍ଗା ବ୍ଲକ୍‌ ଅର୍ନ୍ତଗତ ବାହାଲି ଗ୍ରାମର ସପ୍ତେଶ୍ୱର ମଲିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ତିନି ବିଲା ଅସହାୟ ହୋଇପଡିଥିଲେ । ଏହି ତିନି ଅସହାୟ ଶିଶୁଙ୍କ ପାଖରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ନେତୃତ୍ୱ ରେ ଜିଲ୍ଲା ଶିଶୁ
Read More...