Monthly Archives

June 2021

କଟକଣା କୋହଳ ନ ହେଉଣୁ ଜନଗହଳି ହେଲାଣି

ସମ୍ବଲପୁର : କରୋନା କଟକଣା ନାଁ ରେ ବାରମ୍ବାର ଲକଡାଉନ ଓ ସଟଡାଉନ ପାଇଁ ଅଧିକାଂଶ ଲୋକମାନେ ଅତିଷ୍ଠ ହେଲାପରି ପ୍ରତିକ୍ରିୟା ଦେଇଥାନ୍ତି, ଯଦିଓ ଏହା ଦ୍ୱାରା ସେମାନେ ସୁରକ୍ଷିତ ରହୁଛନ୍ତି । ଲୋକଙ୍କ ଏହିପରି ଅଧୈର୍ଯ୍ୟ ଓ ଅସହିଷ୍ଣୁ ହେବାର ଚାକ୍ଷୁଷ ପ୍ରମାଣ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ
Read More...

ନିଆରା ଢଙ୍ଗରେ ରଜ ପାଳିଲେ ତହସିଲଦାର

ଚଣ୍ଡିଖୋଲ : ବଡଚଣା ବ୍ଲକ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ସୋଲର ପଞ୍ଚାୟତ ପାଇକରାପୁର ସ୍ଥିତ ସେବକ ଜରାଶ୍ରମରେ ବୃଦ୍ଧବୃଦ୍ଧାଙ୍କ ଗହଣରେ ରଜ ପାଳିଛନ୍ତି । ରଜର ତୃତୀୟ ଦିନରେ ତହସିଲଦାର ଶ୍ରୀ ସେଠୀ ଜରାଶ୍ରମରେ ଡାଳିମ୍ବ, ସେଓ ସହ ଅନ୍ୟାନ୍ୟ ଫଳ, ବିସ୍କୁଟ, ଚୁଡା ସହ ମାସ୍କ ଆଦି
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା
Read More...

ଜନ୍ମଦିନରେ ରକ୍ତଦାନ କଲେ ସ୍ୱେଚ୍ଛାସେବୀ ଅଭିମନ୍ୟୁ

ବୌଦ୍ଧ,୧୭/୦୬ – ବର୍ତ୍ତମାନ କୋରନା ମହାମାରୀ ଜନଜୀବନକୁ ନାନାଦି ସଙ୍କଟରେ ପକାଉଛି । ଏହି ମହାମାରୀ ସମୟରେ ହରଭଙ୍ଗା ବ୍ଲକ୍‌ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ଯୁବ ସ୍ୱେଚ୍ଛାସେବୀ ତଥା ବୌଦ୍ଧ ଗର୍ଜନ ସେନାର କର୍ମକର୍ତ୍ତା ଅଭିମନ୍ୟୁ ପ୍ରଧାନ ନିଜର ଜନ୍ମ ଦିନକୁ ନିଆରା
Read More...

୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି । ସହରର ୮ ଟି କେନ୍ଦ୍ରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । ସେଗୁଡିକ ହେଲା ଜିଲ୍ଲା ମୁଖ୍ୟ
Read More...

ଗୋହତ୍ୟା ବନ୍ଦ ପାଇଁ ବଜରଙ୍ଗ ଦଳ ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

ସମ୍ବଲପୁର,୧୭/୬- ସମ୍ବଲପୁର ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ବଢ଼ି ଚାଲିଥିବା ଗୋହତ୍ୟା ବିଷୟରେ ବଜରଙ୍ଗ ଦଳ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇବାସହ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଥିପାଇଁ ପୂର୍ବରୁ
Read More...

ନାବାଳିକା ‘ବେବି’ ନିଖୋଜ ଘଟଣାର ପର୍ଦ୍ଦାଫାଶ: ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ

ଦଶପଲ୍ଲା,୧୭/୬:- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ‘ବେବି' ନିଖୋଜ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ୫ମ ଦିନରେ ପୋଲିସକୁ ମିଳିଛି ସଫଳତା । ପୋଲିସ ' ବେବି 'ର ମୃତ ଗଳିତ ଶବକୁ ଉଦ୍ଧାର କରିଥିବା ବେଳେ ଘଟଣାରେ
Read More...

ଜୁଲାଇ ଶେଷ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ  । ଏନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ଅପରପକ୍ଷରେ ପରୀକ୍ଷା ଫଳ କେଉଁ ଆଧାରରେ ହେବ ସେ ସଂକ୍ରାନ୍ତରେ ବି ସବିଶେଷ ତଥ୍ୟ ଦିଆଯାଇଛି  । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ
Read More...

ଗଜପତିରେ ଆଜି ୧୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୭/୬- ଗଜପତି ଜିଲ୍ଲାରେ ଆଜି ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ୪ ଜଣ,କାଶୀନଗର ବ୍ଳକରୁ ୮ ଜଣ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଳକରୁ ୨ ଜଣ, ରାୟଗଡ଼ା ବ୍ଳକରୁ ୨ ଜଣ, ଗଞ୍ଜାମ
Read More...

କରୋନା ଉଜାଡି ଦେଲା ଜୀବନଜୀବିକା , ଦୁର୍ଦ୍ଦିନରେ ବାଉଁଶ କାରୀଗର

ଦଶପଲ୍ଲା :କରୋନା ଉଜାଡି ଦେଲା ଜୀବନ ଜୀବିକା । ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚ଼ାୟତର ୨୫ଟି ବାଉଁଶ କାରିଗର ପରିବାର ।ଦିନେ ଏମାନଙ୍କ ହାତ ତିଆରି ରଙ୍ଗ ବେରଙ୍ଗର ବାଉଁଶ ଟୋପି, ତଲେଇ, ଫୁଲ ତୋଳା, ଚାଂଗୁଡି, କୁଲା ଇତ୍ୟାଦି ଲୋକମାନଙ୍କର ମନ
Read More...