Monthly Archives

June 2021

ବୌଦ୍ଧଜିଲ୍ଲା :ସଂକ୍ରମିତ ସଂଖ୍ୟା ୮୪, କେବଳ ହରଭଙ୍ଗା ବ୍ଲକରୁ ୫୮ ଜଣ

ବୌଦ୍ଧ,୧୭/୬ - ଆଜି ପୁଣି ଗୋଟିଏ ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ୮୪ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ହରଭଙ୍ଗା ବ୍ଲକ୍‌ ଅଞ୍ଚଳରୁ ହିଁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ଲକର ବନ୍ଧାପଥର ଗ୍ରାମରୁ ୨୦ ଜଣ ସର୍ବାଧିକ ଓ କରଞ୍ଜକଟା ଗ୍ରାମ ପଞ୍ଚାୟତ
Read More...

କାର ଦୁର୍ଘଟଣାରେ ଜଣେ ମୃତ,୨ ଆହତ

ସମ୍ବଲପୁର : ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଗତକାଲି ଜଣଙ୍କର ମୃତ୍ୟୁ ସହିତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ନିକଟସ୍ଥ ରେଙ୍ଗାଲୀ ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇବା ସହିତ କ୍ଷତିଗ୍ରସ୍ତ କାର ଭିତରୁ ମୃତଦେହ ଉଦ୍ଧାର କରି ପଞ୍ଚନାମା ପରେ
Read More...

ଶୀତଳଷଷ୍ଠୀ ଯାତ୍ରା : ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ

ସମ୍ବଲପୁର : କରୋନା କଟକଣା ସତ୍ତେ୍ୱ ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଏଠାରେ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହେଲା ପରେ ଆଜି ସ୍ୱମନ୍ଦିରରେ ନବବିବାହିତା ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ ଦେଖାଦେଇଛି । ଗତ ରାତି ବେଶ ଅସରାଏ ବର୍ଷା ହୋଇଥିବା ସତ୍ତେ୍ୱ ଆଜି ସକାଳୁ
Read More...

ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ୍ ହେଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ବୁଧବାର ଦିନ କମ୍ପାନୀର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଜନ୍ ଥମ୍ପସନଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି
Read More...

ଠିକା ସଂସ୍ଥାର ମନମାନି ଯୋଗୁଁ ପାଣିଘେରରେ ନକୁଆନାଳୀ ଗ୍ରାମବାସୀ

ବୌଦ୍ଧ/ଜହ୍ନାପଙ୍କ,୧୭/୬- ବୁଟୁପାଲି-ବଘିଆପଡା ୧୮ କିମି ପୂର୍ତ୍ତବିଭାଗ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଚାଲିଛି । ଏହି ରାସ୍ତାକାମ ଏ ଆରଏସ୍‌ଏସ୍‌ ଠିକା ସଂସ୍ଥା କରୁଛି । ତେବେ ଗାଁର ପାଣି ନିଷ୍କାସନ ପାଇଁ ରାସ୍ତାକଡରେ ଥିବା ଡ୍ରେନ ପୋତିଦେଇଥିବାରୁ ସାମାନ୍ୟ ବର୍ଷାରେ ପାଣି ନିଷ୍କାସନ
Read More...

ଧାନକିଣା ବିଭ୍ରାଟ ପାଇଁ ଖଟଖଟିଆରେ ଚାଷୀଙ୍କ ରାସ୍ତାରୋକ

କଣ୍ଟାମାଳ,୧୭/୦୬ - ରବି ଋତୁରେ ଧାନ କିଣାରେ ଜିଲ୍ଲା ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହେତୁ ଆଜି ଉତ୍ତ୍ୟକ୍ତ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ମନମୁଣ୍ଡାରୁ କଣ୍ଟାମାଳ ଯାଇଥିବା ରାଜ୍ୟ ରାଜପଥକୁ ଖଟଖଟିଆ ଠାରେ ସକାଳ ୭ ଘଣ୍ଟା ସମୟରୁ ଅବରୋଧ କରିଛନ୍ତି । ଗତକାଲି ଶିମିଳିପଦର
Read More...

ସୁବର୍ଣ୍ଣପୁର ଶୀତଳଷଷ୍ଠୀ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସୁବର୍ଣ୍ଣପୁର,୧୭/୬- ଗତକାଲି ରାତିରେ ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ମାତା ଅନ୍ନପୂର୍ଣ୍ଣାଙ୍କ ବିବାହ ଗତକାଲି ଥନାପତିପଡାସ୍ଥିତ କନ୍ୟାପିତାଙ୍କ ବାସଭବନରେ ଲୌକିକ ପରମ୍ପରାକ୍ରମେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ
Read More...