Monthly Archives

June 2021

‘ରଜ’ ଅବସରରେ ଟିକାକରଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଓଡିଶାବାସୀଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର : ଓଡ଼ିଶାର ଗଣ ପର୍ବ ‘ରଜ’ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀ, ଗୁରୁଜନ ମାନଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରଜ ଉତ୍ସବ ଅବସରରେ ଓଡିଶାବାସୀଙ୍କୁ କୋଭିଡ୍‌ ନିୟମ ମାନିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
Read More...

ରୋଜାଲିନ ପାଟ୍ଟଶାଣୀ ମିଶ୍ର WEDO ର ଭାରତ ପାଇଁ ଆମ୍ବାସଡର ମନୋନୀତ

ଭୁବନେଶ୍ୱର : ପରିଚୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମାଜସେବୀ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା W E D O ( Women's Environment Development Organisation ) ର ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି l ଆନ୍ତର୍ଜାତିକ ଜାତିସଙ୍ଘ
Read More...

ରାଜ୍ୟରେ ଥମୁନି ମୃତ୍ୟୁସଂଖ୍ୟା, ଖସୁଛି ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ପାରଳା ବିଧାୟକ କେ. ନାରାୟଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମ ଯଥା ଗାଇବା,ତାମରଡ଼ା ଚିପୁରୁପାଲି ଓ ବଡ଼ଗୁଡା ପରିଦର୍ଶନ କଲେ ପାରଳା ବିଧାୟକ କେ.ନାରାୟଣ ରାଓ । ଗ୍ରାମ ଗୁଡିକର ସ୍ଥଗିତ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ଉନ୍ନତିମୂଳକ କାମ ସକାଶେ କାର୍ଯ୍ୟାଦେଶ ଦେଇଛନ୍ତି ।
Read More...

ଦୁର୍ଦ୍ଦିନର ବାଜା କଳାକାର, ସରକାରୀ ସହାୟତା ଦାବି

ଜହ୍ନାପଙ୍କ : କରୋନା ସଂକ୍ରମଣ ପରିସ୍ଥିତିରେ ତାଲବନ୍ଦ(ଲକଡାଉନ) ଜାରି କରାଯାଇଥିବା ବେଳେ ବାଜା କଳାକାରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି କଳାକାରମାନେ ବର୍ଷକୁ ୩/୪ ମାସ ବାଜା ବଜାଇ ରୋଜଗାର କରିଥାନ୍ତି । ବର୍ତ୍ତମାନ ଯେଉଁ ବିବାହ ତଥା ମାଙ୍ଗଳିକ କାର୍ଯ୍ୟକୁ ସରକାର ଯେଉଁ ଅନୁମତି
Read More...

ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁ ରେ ପାଠ ପଢ଼ାଇବା ଯୋଜନା ରଖିଛି ୟୁଥ ଅଫ କନ୍ଧମାଳ

ଫୁଲବାଣୀ୧୩/୦୬ - ୟୁଥ ଅଫ କନ୍ଧମାଳ ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ସୁଡ୍ରୁକୁଂପା ପଞ୍ଚାୟତରେଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ତିନୋଟି ଗାଁର ସୁବିଧା ଅସୁବିଧା ଉପରେ ନଜର ପକାଇଥିଲା । ସବୁ ଅସୁବିଧା ଭିତରୁ ପେଟର ଭୋକ କୌଣସି ବି ଉପାୟରେ ଭରିଯାଉଛି କିନ୍ତୁ ଶିକ୍ଷାର ଭୋକ କେହି
Read More...

ଗଜପତିରେ ପୁଣି ୨୬ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୩/୬- ଗଜପତି ଜିଲ୍ଲାରେ ଆଜି ପୁଣି ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୮ ଜଣ,ଗୋଶାଣି ବ୍ଳକରୁ ୪ ଜଣ,ଗୁମ୍ମା ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୩ ଜଣ,ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ୪
Read More...

ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଭସ୍ମୀଭୂତ

ଗଣିଆ, ୧୩/୬- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଇଲେକ୍ଟ୍ରି ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ଭସ୍ମୀଭୂତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ପୂର୍ବାହ୍ନ ପ୍ରାୟ ୧୨ ଘଟିକା ସମୟରେ ବିଜୟନଗର ମୁକ୍ତା
Read More...