Monthly Archives

June 2021

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଆଠମଲ୍ଲିକ : ରାଜ୍ୟର ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବଇଣ୍ଡା ଗ୍ରାମର ପ୍ରଦୀପ ଘିୱାଲଙ୍କ ଆଜି କରୋନାରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ କରୋନାରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
Read More...

ଓଡିଶା ଡ୍ରାଇଭର ମହାସଂଘ ନୟାଗଡ଼,ବାଣିଗୋଛା ଶାଖା ତରଫରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଦଶପଲ୍ଲା,୧୩/୬ - ଓଡିଶା ଡ଼୍ରାଇଭର୍‌ ମହାସଂଘ ନୟାଗଡ଼, ବାଣିଗୋଛା ଶାଖା ତରଫରୁ ଆଜି ୫୭ ନଂ ଜାତୀୟ ରାଜପଥ ବାଣିଗୋଛା ଠାରେ ଏକ ପଥପ୍ରାନ୍ତ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବାଣିଗୋଛା ଥାନା ଏଏସ୍‌ଆଇ ପ୍ରଭାତ କୁମାର ସୁବୁଦ୍ଧି
Read More...

ରିଙ୍ଗରୋଡ ପାର୍ଶ୍ୱ ମୁଖ୍ୟନାଳରୁ କାଦୁଅ ଓ ଆବର୍ଜନା ସଫେଇ ଅଭିଯାନ ଆରମ୍ଭ

ସମ୍ବଲପୁର,୧୩/୬- ସମ୍ବଲପୁର ରିଙ୍ଗରୋଡ ପାର୍ଶ୍ୱରେ ନିର୍ମିତ ମୁଖ୍ୟନାଳରୁ କାଦୁଅ, ପଙ୍କ ଓ ଆବର୍ଜନା ଆଦି ବାହାର କରିବାପାଇଁ ସମ୍ବଲପୁର ନଗର ନିଗମ ପକ୍ଷରୁ ଜେସିବି ମେସିନ ଲଗାଇ ଏକ ଅଭିଯାନ ଆରମ୍ଭ କରାଯାଇଛି । ଦୀର୍ଘବର୍ଷ ପୂର୍ବେ ଏହି ବିସ୍ତୀର୍ଣ୍ଣ ନାଳ ନିର୍ମିତ ହୋଇଥିଲେ ମଧ୍ୟ
Read More...

ବାପା-ପୁଅଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ

ମୋହନା : ବାପା-ପୁଅଙ୍କୁ ଗଳାକାଟି ହତ୍ୟା । ପୂର୍ବଶତ୍ରୁତାକୁ ନେଇ ବାପା-ପୁଅଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ମୁଖିଗୁଡା ଗ୍ରାମରେ ।ସୂଚନା ଅନୁସାରେ,  ମୋହନା ମୁଖିଗୁଡ଼ା ଗାଁରେ ଡବଲ ମର୍ଡର ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର
Read More...

୧୭ରୁ ୟୁଟ୍ୟୁବରେ ପାଠପଢିବେ ଦଶମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର :  କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷାଦାନ ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଛି । ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ପିଲାଙ୍କୁ ୟୁଟୁ୍ୟବରେ ଶିକ୍ଷା ଦାନ କରାଯିବ ।  ଦିନ ୧୦.୩୦ରୁ ଅପରାହ୍ନ ୧ଟା ମଧ୍ୟରେ ପାଠପଢା ହେବ
Read More...

ବୌଦ୍ଧ: ଆଜି ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ, ସରଧାପୁର ଗ୍ରାମରୁ ୩୨

ବୌଦ୍ଧ,୧୩/୬- ଆଜି ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ
Read More...