Monthly Archives

June 2021

ଓଡିଶା ମାରୱାଡି ଯୁବମଞ୍ଚ ଦ୍ୱାରା ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିଜେନ ମେସିନ ଲୋକାର୍ପିତ

ଗତ ୬ ଜୁନ ୨୦୨୧ ଦିନ ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଗେଲ ଇଣ୍ଡିଆର ସାମାଜିକ ଦାୟିତ୍ୱ ପାଣ୍ଠିରୁ ମିଳିଥିବା ସହାୟତାରୁ ୧୦୦ ଟି ବୃହତ ଅକ୍ସିଜେନ ସିଲିଣ୍ଡରର ଲୋକାର୍ପିତ ହୋଇଯାଇଛି । ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା
Read More...

ଗଜପତି ଜିଲ୍ଲା ଯୁବକଂଗ୍ରେସର ସକ୍ରିୟ ସଦସ୍ୟ ଗୌତମ ପଣ୍ଡାଙ୍କ ପରଲୋକ

ଗଜପତି,୧୦/୬- ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଗୋଟିଏ ଦୁଃଖର ବିଷୟ ଘଟିଯାଇଛି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଯୁବ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଗୌତମ ପଣ୍ଡା (ବାପି ପଣ୍ଡା)ସେ ଛାତ୍ର ସମୟରେ କଂଗ୍ରେସ ଦଳପ୍ରତି ଛାମୁଆଁ ହିସାବରେ କାର୍ଯ୍ୟ ନିର୍ବାହ କରୁଥିଲେ,
Read More...

ମ୍ୟାଲେରିଆ ନିରାକରଣ ଯୋଜନା , ମଶାରୀରେ ଚାଲିଛି ମାଛଧରା

ହରଭଙ୍ଗା, ୧୦/୬: ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପ୍ରକାରର ଉଦ୍ୟମ କରା ଯାଉଛି । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଅଧିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରୁନି । ସୁସ୍ଥ ରହିବା ଓ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ବ୍ୟବହାର କରିବାକୁ ବାରମ୍ବାର ସଚେତନ
Read More...

ମ୍ୟାଲେରିଆ ନିରାକରଣ ଯୋଜନା ପ୍ରହସନ ପାଲିଟିଛି……………….ସଚେତନତା ଅଭାବରୁ…

ହରଭଙ୍ଗା, ୧୦/୬: ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପ୍ରକାରର ଉଦ୍ୟମ କରା ଯାଉଛି । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଅଧିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରୁନି । ସୁସ୍ଥ ରହିବା ଓ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ବ୍ୟବହାର କରିବାକୁ ବାରମ୍ବାର ସଚେତନ
Read More...

ମୁଖ୍ୟମନ୍ତ୍ରୀଙ୍କ ‘ୟାସ’ ପ୍ୟାକେଜ ଘୋଷଣା

ଭୁବନେଶ୍ୱର : ବାତ୍ୟା ୟସ ପ୍ରଭାବିତ ଅଞ୍ଚଳର କୃଷକଙ୍କ ପାଇଁ ଆଜି ରାଜ୍ୟ ସରକାର ବ୍ୟାପକ ସହାୟତା ଘୋଷଣା କରିଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ୟାକେଜରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସବୁ କ୍ଷେତ୍ରରେ କ୍ଷତିଭରଣା ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା
Read More...

୬୩ ଭାଇଭଉଣୀଙ୍କ ସନ୍ଧାନରେ ୨୩ ବର୍ଷିୟ ଯୁବତୀ

୨୦୧୨ ମସିହାରେ ପରଦାକୁ ଏକ ଚଳଚ୍ଚିତ୍ର ଆସିଥିଲା "ବିକି ଡୋନର' । ଶୁକ୍ରାଣୁ ଦାନ ପରି ଏକ ଭିନ୍ନ ପ୍ରସଙ୍ଗରେ ଏହି ଚଳଚ୍ଚ଼ିତ୍ର ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଆମେରିକାର ଫ୍ଲୋରିଡାଠାରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି । ଫ୍ଲୋରିଡ଼ାରେ ରହୁଥିବା ଜଣେ ୨୩ ବର୍ଷର ଝିଅ ଶୁକ୍ରାଣୁ
Read More...

ଡ୍ରାଇଭରଙ୍କ ଝିଅ ପାଇଲେ ପାରା ଅଲିମ୍ପିକ୍ସ ଟିକେଟ୍‌

ଚଣ୍ଡିଗଡ : ଭାଗ୍ୟରେ ଥିଲେ ବେଳେବେଳେ ସୁଯୋଗ ଆପଣା ଛାଏଁ ହାତ ପାଖରେ ପହଞ୍ଚେ । ହରିୟାଣାର ୨୧ ବର୍ଷିଆ ତାଇକୋଣ୍ଡ ପ୍ରତିଯୋଗି ଅରୁଣା ସିଂ କନୱାରଙ୍କ କ୍ଷେତ୍ରରେ ଏହା ଘଟିଛି । ଟୋକିଓ ପାରା ଅଲିମ୍ପିକ୍ସ ଅନ୍ତର୍ଗତ ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇବେ ବୋଲି ସେ
Read More...