Monthly Archives

June 2021

ଭକ୍ତି ଓ ନିଷ୍ଠାର ସହ ଜିଲ୍ଲାରେ ସର୍ବତ୍ର ସାବିତ୍ରୀ ବ୍ରତ ପାଳିତ

ବୌଦ୍ଧ,୧୦/୬- ବୌଦ୍ଧଜିଲ୍ଲାର କୋଣଅନୁକଣେ ଆଜି ଭକ୍ତି ଓ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳିତ ହେଉଛି । ବିବାହିତ ସଧବା ନାରୀମାନେ ପ୍ରତିବର୍ଷ ଓଡିଆ ଜ୍ୟେଷ୍ଠମାସର ପବିତ୍ର ଅମାବାସ୍ୟାର ଦିବସରେ ସ୍ୱାମୀଙ୍କ ମଙ୍ଗଳ କାମନା କରି ଉପବାସ ରହି ବ୍ରତ ପାଳନ କରନ୍ତି । ବ୍ରତରେ ନାରୀ ମାନେ
Read More...

ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ଆନନ୍ଦପୁର:  କେନ୍ଦୁଝର ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁଆଁପଦା ଛକ ନିକଟରେ କାର୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଜଣଙ୍କ ହେଲେ ଘଷିପୁରା ଥାନା ସଠତିରା ଗାଁର ବିନୋଦ ବିହାରୀ ସାହୁ । ସେ
Read More...

୨ ମାସରୁ ଅଧିକ ସମୟ ଧରି ୫୦ ପରିବାର ବିଦ୍ୟୁତ୍‌ ସେବାରୁ ବଞ୍ଚିତ

ବୌଦ୍ଧ,୧୦/୬ - ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ବେତେରା ସାହିର ୫୦ ପରିବାର ଦୁଇ ମାସରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ବେତେରା ସାହିରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗତ ମାର୍ଚ୍ଚ ମାସରୁ ପୋଡି
Read More...

ବିଶ୍ୱ କଲ୍ୟାଣ ସହିତ କରୋନା ମହାମାରୀର ଦୂର ପାଇଁ ମଶାଣୀରେ ତପସ୍ୟାରତ ବାବା କୁଶଳେଶ୍ୱର ଦାସ

କଣ୍ଟାମାଳ,୧୦/୬- ବିଶ୍ୱ କଲ୍ୟାଣ ସହିତ ମହମାରୀ କରୋନାରୁ ନିସ୍ତାର ପାଇଁ ସଭିଏ ଉଦବିଗ୍ନ । ଏହି ଅଦୃଶ୍ୟ ଶକ୍ତିଠାରେ ସମଗ୍ର ବିଶ୍ୱ ହାର ମାନିଥିବାବେଳେ ଲଢେଇ ପ୍ରତ୍ୟେକ ସ୍ତରରେ ଜାରି ରହିଛି । ସଭିଏ ସଭିଙ୍କ ଦାୟିତ୍ୱ ନିଭାଇ କରୋନା ବିରୋଧରେ ଲଢେଇ ଜାରିରଖି କାର୍ଯ୍ୟ କରୁଥିବାବେଳେ
Read More...

୨୦ ଦିନ ହେଲା ଅଚଳ ହୋଇ ପଡିଛି କଣ୍ଟାମାଳ ଡାକଘର: ହୋଇ ପାରୁନି ଟଙ୍କା ଜମା ଓ ଉଠାଣ

କଣ୍ଟାମାଳ,୧୦/୬- ସାଧାରଣ ଜନତା ତଥା ଗ୍ରାହକ ମାନଙ୍କ ବିଶ୍ୱାସର ପ୍ରତୀକଭାବେ ଡାକଘର ରହିଥିଲେ ହେଁ ଲିଙ୍କ ଫେଲ ଯୋଗୁଁ ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୨୦ ଦିନରୁ ଉଦ୍ଧ୍ୱ ହେଲା ଗ୍ରାହକ ଟଙ୍କା ଜମା କି ଉଠାଣ କରିପାରୁନଥିବା ହେତୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ
Read More...

ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୫ଦିନ ଯାଏଁ ବର୍ଷିବ

ଭୁବନେଶ୍ୱର : ମୌସୁମୀକୁ ଧରି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ପାଇଁ ଦାନା ବାନ୍ଧି ସାରିଲାଣି । ଏହା ୧୦ରୁ ୧୪ ତାରିଖ ଯାଏଁ ବର୍ଷିବ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଲଗାଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏଭଳି ବର୍ଷାରେ ବିଭିନ୍ନ ନଦୀ ଉଛୁଳିପାରେ । ବନ୍ୟା
Read More...

ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା, ୬୦୯୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଆଜି ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର : ଆଜି ସାବିତ୍ରୀ ଅମାବସ୍ୟା। ଓଡିଆ ଘରର ଏହି ପର୍ବକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ
Read More...