Monthly Archives

June 2021

ଯୁବ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର ଉଦଘାଟିତ

ଭୁବନେଶ୍ବର,୧୦/୬- ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ "ଓଡ଼ିଶା- ମୋ ପରିବାର" ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ସ୍ବେଛାକୃତ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି।
Read More...

ବଜ୍ରାଘାତରେ ୬ ଗୋରୁ ମୃତ

ବାଲିଗୁଡ଼ା,୧୦/୬- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିଗୁଡ଼ା ଥାନା ବାରଖମାରେ ବଜ୍ରାଘାତରେ ୬ ଗୋରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଗତକାଲି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବାଲିଗୁଡ଼ା ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି
Read More...

ଓଡିଶା-ଆନ୍ଧ୍ର ସୀମାନ୍ତ ଚେକିଂ ପଏଣ୍ଟରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ରାୟଗଡ୧୦/୬: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ
Read More...

କେବେ ମିଳିବ ବିଧବା ଗରିବ ମହିଳାଙ୍କୁ ଆବାସଘର

ହରଭଙ୍ଗା,୯/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଲପଦର ଗ୍ରାମର ହରିଜନ ସାହିର ଚମ୍ପା ମହାନନ୍ଦିଆ ଏକ ଚାଳ ଛପର ଘରେ ଜରି ଟାଣି ରହୁଛନ୍ତି । ଚମ୍ପା ମହାନନ୍ଦିଆଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ,ଚମ୍ପା ଏକୁଟିଆ ଏହି ଚାଳଛପର ଘରେ ରହୁଛନ୍ତି । ଆଗକୁ ବର୍ଷାଦିନ
Read More...

ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ନେଇ ଡେ଼ପୁଟି କଲେକ୍ଟର ଓ ବିଦ୍ୟୁତ ବିଭାଗର କାର୍ଯ୍ୟ ନିର୍ବାହୀଯନ୍ତ୍ରୀଙ୍କୁ…

ଗଜପତି,୯/୬- ଗଜପତି ଜିଲ୍ଲାରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତକାଟକୁ ବିରୋଧ କରି ବିଜେପି ତରଫରୁ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଡେ଼ପୁଟି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସଦରମହକୁମା ସହ ବିଭିନ୍ନ ବ୍ଳକରେ ବିନା ସୂଚନାରେ ବାରମ୍ବାର
Read More...

ବଳଦ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ହରଭଙ୍ଗା,୯/୬ - ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମରେ ଏକ ବଳଦ ଆକ୍ରମଣରେ ଉକ୍ତ ଗ୍ରାମର ବାରିକ ବେହେରା ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ବାରିକ ବେହେରା ଆଜି ରାସ୍ତା ରେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବଳଦ
Read More...

ରାୟଗଡ ନଗରର ବିଭିନ୍ନ ସମସ୍ୟାକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବିପତ୍ର

ରାୟଗଡ,୯/୬: ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଆଜି ରାୟଗଡ ପୈାର ପରିଷଦର ବିଭିନ୍ନ ସମସ୍ୟା ଓ ପାରଦର୍ଶିତାକୁ ନେଇ ଏକ ଦାବିପତ୍ର ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦଙ୍କୁ ପ୍ରଦାନ କରିଛନ୍ତି । ବିଗତ କିଛିମାସ ହେବ ପୈାରସଂସ୍ଥାର
Read More...

୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ୨୯.୪୧ କୋଟି ଟଙ୍କାର ବିଭିନ୍ନ…

ଭୁବନେଶ୍ୱର,୯/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା
Read More...

କରୋନା ସଂକ୍ରମଣକୁ କି ଡର. . . ସାବିତ୍ରୀ ପାଇଁ ଜନଗହଳି ରାୟଗଡ ବଜାରରେ ସତ୍ୟବାନମାନଙ୍କ ଭିଡ

ରାୟଗଡ,୯/୬: ଗତ ଏପ୍ରିଲ ମାସ ଠାରୁ ମେ’ ଦୁଇ ମାସ ଧରି କରୋନା ସଂକ୍ରମଣ ହାର ପିକ୍‌ ନେଇଥିବା ବେଳେ ସରକାରଙ୍କ ସଟାଡାଉନ, ଲକଡାଉନ ଓ ନାଇଟ୍‌ କର୍ଫ୍ୟୁ କଟକଣା ଯୋଗୁଁ ଏହି ହାର କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିପାରିଛି । ତେବେ କରୋନା ମୁକାବିଲାରେ ନିଜକୁ ସୁରକ୍ଷା ଦେବା ପାଇଁ ଜନଗହଳି
Read More...

କାଶିପୁର ବ୍ଳକରେ ମମତା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ରାୟଗଡ,୯/୬: ରାୟଗଡ ଜିଲ୍ଳା କାଶିପୁର ବ୍ଳକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣରେ ଅନୁଷ୍ଠିତ ହୋଇଥିବା ସ୍ୱଳ୍ପ ସମୟର ବୈଠକରେ ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ
Read More...