Monthly Archives

June 2021

ଖବର ପ୍ରକାଶ ପରେ ଡ୍ରେନେଜ କାମ ଆରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଡ୍ରେନେଜ ଅବ୍ୟବସ୍ଥା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପଦକ୍ଷେପ ସ୍ୱରୂପ ଫାୟାର ଷ୍ଟେସନଠାରୁ ଡ୍ରେନେଜ କାମ ଆରମ୍ଭ କରାଯାଇଛି । ଜିଲ୍ଲା
Read More...

ଜଗବନ୍ଧୁଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ସାତସପନ

କଣ୍ଟାବାଞ୍ଜି : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । କିନ୍ତୁ ଯୋଜନାଗୁଡିକ ସଠିକ୍‌ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କେତେକ ସ୍ଥଳରେ ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ଗଜପତି,୬/୬- ଗଜପତିଜିଲ୍ଲା ନୂଆଗଡ଼ ବ୍ଳକ ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମେଡିକାଲ ଅଫିସର ଡକ୍ଟର ନିବେଦିତା
Read More...

ବୌଦ୍ଧ: ସହରାଞ୍ଚଳରେ କମୁଛି ସଂକ୍ରମଣ, ସହରବାସୀ ଆଶ୍ୱସ୍ତ

ବୌଦ୍ଧ,୬/୬ - କରୋନା ମହାମାରୀର ଦ୍ୱିତୀୟ ଲହର୍‌ ବୌଦ୍ଧସହର ଦେଇ ଜିଲ୍ଲାକୁ ପ୍ରବେଶ କରିଥିଲା । କିଛି ଦିନ ଧରି ବୌଦ୍ଧ ସହରାଞ୍ଚଳ ମଧ୍ୟରେ ସଂକ୍ରମଣ ବଢିବା ପରେ ଆସ୍ତେ ଆସ୍ତେ ଗ୍ରାମାଞ୍ଚଳରେ ସଂକ୍ରମିତ ହୋଇଥିଲା । କିଛି ଦିନ ହେଲା ସହରରେ ଆଉ କରୋନା ପଜିଟିଭ ବିଶେଷ ଭାବରେ ବୃଦ୍ଧି
Read More...

ପରିବେଶ ଦିବସରେ ବୃକ୍ଷ ରୋପଣ

ଗଜପତି,୬/୬- ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ବିଶ୍ୱ ପରିବେଶ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଜେମା କଲ୍ୟାଣୀ ଗଜପତି, ମୋ ପରିବାର
Read More...

ଗଜପତିରେ ପୁଣି ୪୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୬/୬- ଗଜପତି ଜିଲ୍ଲାରେ ଆଜି ପୁଣି ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଗେଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୭ ଜଣ, ଗୋଶାଣି ବ୍ଳକରୁ ୬ ଜଣ, ଗୁମ୍ମା ବ୍ଳକରୁ ୬ ଜଣ, କାଶୀନଗର ବ୍ଳକରୁ ୧୩ ଜଣ, ମୋହନା ବ୍ଳକରୁ ୮ ଜଣ, ନୂଆଗଡ଼
Read More...

ସଚେତନତା ଅଭାବରୁ କୋଭିଡ଼ ରୋଗୀଙ୍କ ଚାଲିଗଲା ଜୀବନ

ଦାରିଙ୍ଗବାଡି : ବର୍ତ୍ତମାନ କୋଭିଡ଼ ୧୯ର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳର ଲୋକେ ଆଜି ବି ଠିକ୍‌ ଭାବରେ ସଚେତନ ହୋଇନାହାନ୍ତିି । ସଚେତନତା ଅଭାବ ହେଉ ଅବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକଙ୍କ ଜୀବନ ଚାଲିଯାଉଛି । ଏଭଳି ଭାବେ ଭିନ୍ନଭିନ୍ନ ଚିକିତ୍ସା
Read More...

୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ୨ ଘଣ୍ଟାରେ ସରିଗଲା ବୌଦ୍ଧ ସହରର ସ୍ଲଟ ବୁକିଙ୍ଗ

ବୌଦ୍ଧ,୬/୬- ଆଜି ଓଡିଶାର ୨୨ଟି ଜିଲ୍ଲାର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାପାଇଁ ସ୍ଲଟ ବୁକିଙ୍ଗ ଆରମ୍ଭ ହୋଇଛି । ଦୀର୍ଘଦିନରୁ ରେଜିଷ୍ଟ୍ରେସନ କରି ଏହି ଯୁବ ବର୍ଗ ଟିକାପାଇଁ ଅପେକ୍ଷା କରି ବସିଥିଲେ । ଗତକାଲି ରାତିରେ ଟିକା ମିଳିବାନେଇ ଘୋଷଣା ହେବାପରେ ଆଜି ସକାଳ
Read More...