Monthly Archives

June 2021

ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କଲେ ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ : ପୂର୍ବତନ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଏମ୍‌.ଏସ୍‌.କେ ପ୍ରସାଦ ଦୀର୍ଘ ଦିନ ଧରି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ମଧ୍ୟରେ, ଫର୍ମରେ ଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରିନଥିଲେ, କିନ୍ତୁ
Read More...

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି । ଗତକାଲି ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ତାଙ୍କ ପତ୍ନୀ କହିଛନ୍ତି ।
Read More...

ବିନା ସ୍ଲଟ ବୁକିଂରେ ନେଇ ହେବ ଦ୍ୱିତୀୟ ଡୋଜ

ଭୁବନେଶ୍ୱର:ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକା ନେଇ
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲୀପ କୁମାର

ମୁମ୍ବାଇ : ଭେଟେରାନ୍‌ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ରବିବାର ଦିନ ହଠାତ୍‌ ଖରାପ ହୋଇଯାଇଛି । ସେ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ପରେ ତାଙ୍କୁ ଘରେ ଚିକିତ୍ସା କରାଯାଉଥିଲା । ରବିବାର ଦିନ ୯୮ ବର୍ଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
Read More...

ମନେଗାର ଯୋଜନା ବିଫଳ: ଚକପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ କେବଳ ଫଳକରେ ଆମ୍ବ ଲିଚୁ ଚାଷ, ଲକ୍ଷାଧିକ ଟଙ୍କା ପାଣିରେ

ଫୁଲବାଣୀ,୬/୬- ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବା ପାଇଁ ଲକ୍ଷାଧିକ ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା
Read More...

ଲକଡାଉନ୍‌ ସମୟରେ ଦାଉ ସାଧୁଛନ୍ତି ଘରୋଇ ଫାଇନାନସ କମ୍ପାନୀ

ବୌଦ୍ଧ,୬/୬- କରୋନା ଯୋଗୁଁ ଲକଡାଉନ୍‌ ହୋଇଥିବା ବେଳେ ଗ୍ରୁପ୍‌କରି ଋଣ ନେଇଥିବା ବିଭିନ୍ନ ଘରୋଇ ଫାଇନାନସ କମ୍ପାନୀ ଦାଉ ସାଧୁଛନ୍ତି ବୋଲି ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲାରେ ଗଣ୍ଡାଗଣ୍ଡା ଘରୋଇ ଫାଇନାନସ କମ୍ପାନୀ କାର୍ଯ୍ୟାଳୟ ଖୋଲି ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା
Read More...

ବୌଦ୍ଧ: ନୂତନ ୧୩୪ କରୋନା ପଜିଟିଭ ଚିହ୍ନଟ ବଡ଼ଗୁଣ୍ଡୁରୀ ସାହିରୁ ୪୭

ବୌଦ୍ଧ,୬/୬- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୩୪ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ଭିଏସଏସ ନଗରରେ ପରିବେଶ ଦିବସ ପାଳନ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆଜି ସନ୍ଧ୍ୟାରେ ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ତରଫରୁ ଭିଏସଏସନଗର କଲ୍ୟାଣ ମଣ୍ଡପ ଓ ପ୍ରଭୂଜୀ ଇଂଗ୍ଲିସ ମିଡିୟମ୍‌ ସ୍କୁଲ୍‌
Read More...

ଆସନ୍ତାକାଲିଠାରୁ ବୌଦ୍ଧସହରରେ ହେବ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଟିକାକରଣ

ବୌଦ୍ଧ : ଆସନ୍ତାକାଲିଠାରୁ ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହେଉଅଛି । ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ବୌଦ୍ଧ ବିଜ୍ଞପିତ ଅଂଚଳରେ ହେବ । ଏଥିନିମନ୍ତେ Cowin Portal ମାଧ୍ୟମରେ ହିତାଧିକାରୀଙ୍କୁ ପୂର୍ବରୁ ନିଜର ନାମ ପଞ୍ଜିକରଣ କରିବା
Read More...